Why ignore Mayurbhanj?

Why ignore Mayurbhanj? Why ignore Mayurbhanj?
- Sports
- Agricultural
- Tourism
- Education
- Health
- Cottage

06/07/2024

ଜୁଲାଇ ୨୨ରୁ ସଂସଦର ବଜେଟ୍ ଅଧିବେଶନ, ୨୩ରେ ଉପସ୍ଥାପନ ହେବ କେନ୍ଦ୍ର ବଜେଟ୍ , BMPR-KDJR ରେଳ ଲାଇନ ସ୍ଥାନ ପାଇବ ?

ଶ୍ରୀ ଶ୍ରୀ ହରି ବଳଦେବ ଜୀଉ ମନ୍ଦିର, ଯାହାକୁ ଦ୍ୱିତୀୟ ଶ୍ରୀ କ୍ଷେତ୍ର ଭାବରେ ଜଣାଶୁଣା ଅଟେ, ଓଡ଼ିଶାର ବାରିପଦା ନଗରରେ ଅବସ୍ଥିତ ଏକ ଅତ୍ୟନ୍ତ ...
06/07/2024

ଶ୍ରୀ ଶ୍ରୀ ହରି ବଳଦେବ ଜୀଉ ମନ୍ଦିର, ଯାହାକୁ ଦ୍ୱିତୀୟ ଶ୍ରୀ କ୍ଷେତ୍ର ଭାବରେ ଜଣାଶୁଣା ଅଟେ, ଓଡ଼ିଶାର ବାରିପଦା ନଗରରେ ଅବସ୍ଥିତ ଏକ ଅତ୍ୟନ୍ତ ପ୍ରମୁଖ ଧାର୍ମିକ ସ୍ଥଳ ଅଟେ। ଶ୍ରୀ ଶ୍ରୀ ହରି ବଳଦେବ ଜୀଉ ମନ୍ଦିର, ବାରିପଦାର ଏକ ଗୁରୁତ୍ୱପୂର୍ଣ୍ଣ ଧାର୍ମିକ କେନ୍ଦ୍ର ଏବଂ ଏହି ମନ୍ଦିରର ସ୍ଥାପନା ପଛରେ ବାରିପଦାର ରାଜବଂଶର ଦୀର୍ଘ ସଂସ୍କୃତି ଓ ଐତିହ୍ୟ ରହିଛି ।

05/06/2024


ଆମେ ସାନ ସାନ ଥିଲୁ ବେଳୁ ଶୁଣୁଛେ ସର୍ଭେ ହୋଉଛି ବୋଲି । - କେବେ ବଜେଟ ପାସ ହେବ କୁହନ୍ତୁ ? - କେବେ କାମ ଆରମ୍ଭ ହେବ କୁହନ୍ତୁ ?- କଣ  ଯଶିପୁର...
14/03/2024

ଆମେ ସାନ ସାନ ଥିଲୁ ବେଳୁ ଶୁଣୁଛେ ସର୍ଭେ ହୋଉଛି ବୋଲି ।
- କେବେ ବଜେଟ ପାସ ହେବ କୁହନ୍ତୁ ?
- କେବେ କାମ ଆରମ୍ଭ ହେବ କୁହନ୍ତୁ ?
- କଣ ଯଶିପୁର ଷ୍ଟେସନ ହେବ କୁହନ୍ତୁ ?
- ଏମିତି ଅନେକ ଆସେ ନିର୍ବାଚନ ସମୟ ରେ ?
- ରାଜ୍ୟ ସରକାର ଫ୍ରି ରେ ଜମି ଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
- ଯଶିପୁର ସାମିଲ ହେବ ନାହିଁ କି?

Ashwini Vaishnaw
South Eastern Railway
President of India
CMO Odisha
Mo Sarkar 5T
Naveen Patnaik
Ganesh Ram Singh Khuntia
Bishweswar Tudu

14/03/2024

ଘାଟୀ ତଳେ ସବୁ ନେତା ମନ୍ତ୍ରୀ ଅଧ୍ୟକ୍ଷ, ଉପାଧ୍ୟକ୍ଷ
ଆମ ଅଞ୍ଚଳରେ କୁଜିନେତା ରେ ରହିଗଲେ।

ଯଶିପୁର କେବେ? ପୁଣି ଯଶିପୁର କୁ କଲେ ନାହିଂ NAC ।
13/03/2024

ଯଶିପୁର କେବେ? ପୁଣି ଯଶିପୁର କୁ କଲେ ନାହିଂ NAC ।

ଚାଳିବାକୁ  ରାସ୍ତା, ପିଇବାକୁ ପାଣି ନାହିଁ। ଗାଁ'ର ବିକାଶ ହେଲେ ଦେଶ ସମୃଦ୍ଧ ହେବ। ଏହି ଲକ୍ଷ୍ୟରେ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା...
24/02/2024

ଚାଳିବାକୁ ରାସ୍ତା, ପିଇବାକୁ ପାଣି ନାହିଁ।

ଗାଁ'ର ବିକାଶ ହେଲେ ଦେଶ ସମୃଦ୍ଧ ହେବ। ଏହି ଲକ୍ଷ୍ୟରେ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନାରେ ଗାଁର ବିକାଶ ନିମନ୍ତେ ପ୍ରତିବର୍ଷ ‌କୋଟି‌‌କୋଟି ଟଙ୍କାର ଅନୁଦାନ ଯୋଗାଇ ‌ଦେଉଛନ୍ତି। ‌ହେଲେ ମୟୂରଭଞ୍ଜ ଜିଲ୍ଲାରେ ରାଜନେତାଙ୍କର ଆନ୍ତରିକତାର ଅଭାବ ହେଉ କି ସରକାରୀ ବାବୁମାନଙ୍କ ଇଛାଶକ୍ତିର ଅଭାବ, ଏମିତି ବହୁ ଦୁର୍ଗମ ଓ ଅପହଞ୍ଚ ଗାଁ ରହିଛି ଯେଉଁଠି ଦେଶ ସ୍ବାଧୀନତା ପାଇବାର ୭୬ ବର୍ଷ ପରେ ବିକାଶ ଛୁଇଁ ପାରିନାହିଁ। ଗାଁକୁ ରାସ୍ତା, ବିଜୁଳି ଆଲୁଆ, ପିଇବାକୁ ବିଶୁଦ୍ଧ ପାଣିର ବ୍ୟବସ୍ଥା ହୋଇ ପାରିନାହିଁ। ଏମିତି କି ସଚେତନତା ଅଭାବରୁ ସରକାରଙ୍କ ବିଭିନ୍ନ ଯୋଜନାରୁ ମଧ୍ୟ ସେମାନଙ୍କୁ ବଞ୍ଚିତ ହେବାକୁ ପଡ଼ୁଛି।

ନିର୍ବାଚନ ସମୟରେ ଭୋଟ୍‌ ପାଇଁ ନେତାମାନେ ଏଠାକୁ ଆସୁଛନ୍ତି। ନିର୍ବାଚନରେ ଜିତି ସାରିବା ପରେ କାହାର ଦେଖା ମିଳୁନାହିଁ।
CMO Odisha
Mo Sarkar 5T
Naveen Patnaik
Bishweswar Tudu
President of India
Panchayati Raj & Drinking Water Department, Government of Odisha
Rwss Baripada
RWS&S Odisha

ବିକାଶ ପାଇଁ ବର୍ଷକୁ ୩୦୦ କୋଟି : ତଥାପି ବଦଳୁନି ଆମ ମୟୂରଭଞ୍ଜ ଗାଁର ଭୌଗୋଳିକ ଚିତ୍ରPopulation (2011 Census) Total: 2,519,738No. ...
05/12/2023

ବିକାଶ ପାଇଁ ବର୍ଷକୁ ୩୦୦ କୋଟି : ତଥାପି ବଦଳୁନି ଆମ ମୟୂରଭଞ୍ଜ ଗାଁର ଭୌଗୋଳିକ ଚିତ୍ର

Population (2011 Census) Total: 2,519,738
No. of Gram Panchayats : 404
No. of villages : 3966

- ଆବାସ ଗୃହ ମିଳୁ ନଥିବାରୁ ଚାଳଛପର ଘରେ ଲୋକେ ଦିନ କାଟୁଛନ୍ତି।
- କୃଷି, ଶିକ୍ଷା ,ବିଜୁଳି ଓ ସ୍ବାସ୍ଥ୍ୟ ସେବା ବି ସ୍ବପ୍ନ ପାଲଟିଛି।
- ଗାଁକୁ ଭଲ ରାସ୍ତାଟିଏ ନାହିଁ।
- ପାନୀୟଜଳ ର ଅଭାବ
- ଶିକ୍ଷା ଅଭାବରୁ ଲୋକେ ସରକାରୀ ଯୋଜନା ସମ୍ପର୍କରେ କିଛି ଜାଣି ପାରୁନାହାନ୍ତି
- ଏହାବାଦ୍ ମୋ ଓଡିଶା, ନବୀନ ଓଡିଶା ଯୋଜନାରେ ପ୍ରତି ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କାର ଅନୁଦାନ ଯୋଗାଇ ଦିଆଯାଇଛି

ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ଜିଆରଏସ୍‌ଙ୍କୁ ଦାୟିତ୍ବ ଦେଇ ବିଡିଓମାନେ ଅଚିନ୍ତାରେ ବସି ଯାଉଛନ୍ତି। ତେବେ ବିକାଶ ଛୁଇଁ ପାରିନଥିବା ମୟୂଭରଞ୍ଜ ଜିଲ୍ଲାର ଗାଁଗୁଡ଼ିକରେ ଭୌଗୋଳିକ ଚିତ୍ର କେବେ ବଦଳୁଛି, ତାହା ଦେଖିବାକୁ ବାକି ରହିଲା।

#ସରକାରୀ_ଅର୍ଥର_ହରିଲୁଟ୍_କାହିଁକି ?
#ମୟୂରଭଞ୍ଜ

Sudam Marndi
Naveen Patnaik

Demand for the Development of Tourism Sector in Mayurbhanj District
CMO Odisha
President of India
Jashipur Times - Mayurbhanj - Odisha
Why ignore Mayurbhanj?
Bishweswar Tudu
DM Mayurbhanj
Jashipur Times
Kalinga Keshari Jena
Mayurbhanj Mirror

ଶିଳ୍ପୀଙ୍କୁ ଅଣଦେଖା କାହିଁକି? Naveen Patnaik Sudam Marndi
03/12/2023

ଶିଳ୍ପୀଙ୍କୁ ଅଣଦେଖା କାହିଁକି? Naveen Patnaik Sudam Marndi

ଅଟୋ ଚଳାଇ ନିଜେ ସ୍ୱାବଲମ୍ବୀ ହେବା ସହ ରଗବି ଖେଳାଳି ଙ୍କୁ କରୁଛନ୍ତି ପ୍ରୋତ୍ସାହିତ। - ସରକାର ଏ କ୍ଷେତ୍ରରେ କାହିଁକି ପଛରେ ରହୁଛନ୍ତି, ପ୍ରଶା...
03/12/2023

ଅଟୋ ଚଳାଇ ନିଜେ ସ୍ୱାବଲମ୍ବୀ ହେବା ସହ ରଗବି ଖେଳାଳି ଙ୍କୁ କରୁଛନ୍ତି ପ୍ରୋତ୍ସାହିତ।

- ସରକାର ଏ କ୍ଷେତ୍ରରେ କାହିଁକି ପଛରେ ରହୁଛନ୍ତି, ପ୍ରଶାସନ ନିକଟରେ ଅନୁରୋଧ ଏହି କ୍ଷେତ୍ରରେ ଧ୍ୟାନ ଦେବାକୁ ପଡ଼ିବ।

Address

Jashipur
Jashipur
757034

Website

Alerts

Be the first to know and let us send you an email when Why ignore Mayurbhanj? posts news and promotions. Your email address will not be used for any other purpose, and you can unsubscribe at any time.

Share