07/01/2026
ଆଜି ଯାଜପୁର ରୋଡ ମେଡିକାଲ ରେ ଜଣେ ରୋଗୀ ଙ୍କ ପାଇଁ ଜରୁରୀକାଳୀନ B+ve ରକ୍ତ ଆବଶ୍ୟକ ପଡୁଥିବା ବେଳେ RK Rakesh ନିଜର ବହୁମୂଲ୍ୟ 20ତମ ରକ୍ତଦାନ କରି ଥିଲେ l ସାନ ଭାଇ ରାକେଶ ଙ୍କର ଏଇ ମହାନ କାର୍ଯ୍ୟ ପାଇଁ ଉତ୍କଳ ପରିବାର ତରଫରୁ ବହୁତ୍ ବହୁତ୍ ଧନ୍ୟବାଦ୍।
DONATE BLOOD
SAVE LIFE
Jajpur
Be the first to know and let us send you an email when Utkal Foundation posts news and promotions. Your email address will not be used for any other purpose, and you can unsubscribe at any time.