20/08/2026
ଯାଜପୁର ରୋଡ ଚୋରଦା ନିବାସୀ ଓମ ଆରିୟନ ପୁହାଣ ଭାଇଙ୍କ ଶୁଭ ଜନ୍ମଦିନ ଅବସରରେ ଆମ୍ଭ ସ୍ମାଇଲ ବୃଦ୍ଧାଶ୍ରମକୁ ନିଜର ସମ୍ପର୍କୀୟ ମାନଙ୍କ ସହିତ ଆଗମନ କରି ଅନ୍ତେବାସୀଙ୍କ ସହିତ ନିଜର ଜନ୍ମଦିନକୁ ପାଳନ କରିଥିଲେ | ଅନ୍ତେବାସୀଙ୍କୁ ମିଷ୍ଟାନ ଖୁଆଇବା ସହିତ ସେମାନଙ୍କ ନିମନ୍ତେ ନୂଆ ଶାଢ଼ୀ, ଲୁଙ୍ଗି, ଗାମୁଛା ଓ ରାସନ ସାମଗ୍ରୀପ୍ରଦାନ କରିଥିଲେ | ସ୍ମାଇଲ ପରିବାର ତରଫରୁ ଓମ ଭାଇଙ୍କ ଶୁଭ ଜନ୍ମଦିନରେ ଅନେକ ଅନେକ ଶୁଭେଚ୍ଛା ଅଭିନନ୍ଦନ ଜଣାଇବା ସହିତ ତାଙ୍କର ଉତ୍ତୋରତ୍ତର ଉନ୍ନତି କାମନା କରୁଛୁ |
Smile Foundation Soumyabrata Sahoo Alok Dash Prasann Swain Radhe Shyam Sahoo Devi Prasana Mishra Tarun Sahoo Bidyadhar Padhi Amit Kumar Smile group Baikuntha Charan Jena Prasanta Kusahoo