Gramya Sevak Sangathan

Gramya Sevak Sangathan “Let’s Help, Growing People”
Gramya Sevak Sangathan (GSS) is a voluntary group with a social mission.

ଆମ ସ୍ବେଚ୍ଛାସେବୀ ସଙ୍ଘ ‘ଗ୍ରାମ୍ୟ ସେବକ ସଙ୍ଗଠନ’ର ଉପ-ସଭାପତି ପ୍ରବୀଣଙ୍କ ଜନ୍ମଦିନ ଉପଲକ୍ଷେ, ବଡ଼ଚଣା ସ୍ଥିତ ଆଶ୍ରମର କୁନିକୁନି ପିଲାଙ୍କୁ କ...
02/03/2026

ଆମ ସ୍ବେଚ୍ଛାସେବୀ ସଙ୍ଘ ‘ଗ୍ରାମ୍ୟ ସେବକ ସଙ୍ଗଠନ’ର ଉପ-ସଭାପତି ପ୍ରବୀଣଙ୍କ ଜନ୍ମଦିନ ଉପଲକ୍ଷେ, ବଡ଼ଚଣା ସ୍ଥିତ ଆଶ୍ରମର କୁନିକୁନି ପିଲାଙ୍କୁ କ୍ରୀଡ଼ା ସମଗ୍ରୀ ଦେଇ ଖୁସି ବାଣ୍ଟିଛୁ…

26/12/2025

ଆମ ସ୍ବେଛାସେବୀ ଅନୁଷ୍ଠାନ ପାଳିଲା ତା’ର ପଞ୍ଚମ ବାର୍ଷିକ ଉତ୍ସବ...

ଏ ପାଞ୍ଚ ବର୍ଷର ନିରବଚ୍ଛିନ୍ନ ସେବାରେ ସଂଶ୍ଲିଷ୍ଟ ହୋଇ, ସହଯୋଗର ହାତ ବଢ଼ାଇଥିବା ସମସ୍ତ ସ୍ବେଚ୍ଛାସେବୀ ବନ୍ଧୁଙ୍କୁ ଆନ୍ତରିକ କୃତଜ୍ଞତା।
26/12/2025

ଏ ପାଞ୍ଚ ବର୍ଷର ନିରବଚ୍ଛିନ୍ନ ସେବାରେ ସଂଶ୍ଲିଷ୍ଟ ହୋଇ, ସହଯୋଗର ହାତ ବଢ଼ାଇଥିବା ସମସ୍ତ ସ୍ବେଚ୍ଛାସେବୀ ବନ୍ଧୁଙ୍କୁ ଆନ୍ତରିକ କୃତଜ୍ଞତା।

ଅନୁରୋଧ ରକ୍ଷା କରି, ଆମ ସ୍ବେଚ୍ଛାସେବୀ ସଂଘ “ଗ୍ରାମ୍ୟ ସେବକ ସଙ୍ଗଠନ”ର ୫ମ ବାର୍ଷିକ ଉତ୍ସବରେ ଯୋଗଦାନ କରିବାକୁ ନିବେଦନ।
24/12/2025

ଅନୁରୋଧ ରକ୍ଷା କରି, ଆମ ସ୍ବେଚ୍ଛାସେବୀ ସଂଘ “ଗ୍ରାମ୍ୟ ସେବକ ସଙ୍ଗଠନ”ର ୫ମ ବାର୍ଷିକ ଉତ୍ସବରେ ଯୋଗଦାନ କରିବାକୁ ନିବେଦନ।

ନିଃସ୍ୱାର୍ଥପର ସେବାର ୫ବର୍ଷ ପୂର୍ତ୍ତି ପାଳନ; ଆପଣମାନଙ୍କ ଯୋଗଦାନ, ଆମର ଏକାନ୍ତ କାମ୍ୟ...
24/12/2025

ନିଃସ୍ୱାର୍ଥପର ସେବାର ୫ବର୍ଷ ପୂର୍ତ୍ତି ପାଳନ; ଆପଣମାନଙ୍କ ଯୋଗଦାନ, ଆମର ଏକାନ୍ତ କାମ୍ୟ...

ଆସନ୍ତା ୨୫ ଡିସେମ୍ବରରେ ଅନୁଷ୍ଠିତ ହେବାକୁଥିବା ଆମ ସ୍ବେଚ୍ଛାସେବୀ ସଂଘ ‘ଗ୍ରାମ୍ୟ ସେବକ ସଙ୍ଗଠନ’ର ୫ମ ବାର୍ଷିକ ଉତ୍ସବ ତଥା ବିତର୍କ ଓ ସଙ୍ଗୀତ...
17/12/2025

ଆସନ୍ତା ୨୫ ଡିସେମ୍ବରରେ ଅନୁଷ୍ଠିତ ହେବାକୁଥିବା ଆମ ସ୍ବେଚ୍ଛାସେବୀ ସଂଘ ‘ଗ୍ରାମ୍ୟ ସେବକ ସଙ୍ଗଠନ’ର ୫ମ ବାର୍ଷିକ ଉତ୍ସବ ତଥା ବିତର୍କ ଓ ସଙ୍ଗୀତ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ସକାଶେ, ୧୦ଗୋଟି ବିଦ୍ୟାଳୟକୁ ନିମନ୍ତ୍ରିତ କରାଯିବା ସହ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରାଯାଇଛି।

କାର୍ଯ୍ୟକ୍ରମରେ ଯୋଗଦେଇଥିବା ସମସ୍ତ ସହଯୋଗୀ ତଥା ସ୍ବେଚ୍ଛାସେବୀ ବନ୍ଧୁଙ୍କୁ ଆନ୍ତରିକ କୃତଜ୍ଞତା...
17/04/2025

ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ଓଡିଆ ନବବର୍ଷ ଉପଲକ୍ଷେ, ପ୍ରଚଣ୍ଡ ରୌଦ୍ରତାପକୁ ଦୃଷ୍ଟିରେ ରଖି ବାଟୋଇଙ୍କ ପାଇଁ  #ଥଣ୍ଡା_ଦହି_ସରବତ ଏ...
14/04/2025

ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ଓଡିଆ ନବବର୍ଷ ଉପଲକ୍ଷେ, ପ୍ରଚଣ୍ଡ ରୌଦ୍ରତାପକୁ ଦୃଷ୍ଟିରେ ରଖି ବାଟୋଇଙ୍କ ପାଇଁ #ଥଣ୍ଡା_ଦହି_ସରବତ ଏବଂ ବୁଲା ପଶୁପକ୍ଷୀଙ୍କ ପାଇଁ #ପାନୀୟ_ଜଳ_ବ୍ୟବସ୍ଥାର ଉନ୍ମୋଚନ କରିଛୁ।

ଆସନ୍ତାକାଲି ପବିତ୍ର ପଣା ସଂକ୍ରାନ୍ତି ଉପଲକ୍ଷେ, ଆମ ସ୍ବେଛାସେବୀ ସଂଘ ପକ୍ଷରୁ ଚଳିତ ବର୍ଷ ପାଇଁ ବାଟୋଇଙ୍କୁ ଥଣ୍ଡା ଦହି ସରବତ ଏବଂ ବୁଲା ପଶୁପ...
13/04/2025

ଆସନ୍ତାକାଲି ପବିତ୍ର ପଣା ସଂକ୍ରାନ୍ତି ଉପଲକ୍ଷେ, ଆମ ସ୍ବେଛାସେବୀ ସଂଘ ପକ୍ଷରୁ ଚଳିତ ବର୍ଷ ପାଇଁ ବାଟୋଇଙ୍କୁ ଥଣ୍ଡା ଦହି ସରବତ ଏବଂ ବୁଲା ପଶୁପକ୍ଷୀଙ୍କ ପାଇଁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର ଉନ୍ମୋଚନ କରାଯିବ।

Address

Balipatana, Samantarapur, Odisha
Jajpur
755009

Alerts

Be the first to know and let us send you an email when Gramya Sevak Sangathan posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Gramya Sevak Sangathan:

Share