TYP ଠାକୁରପାଟଣା ଯୁବପରିଷଦ ଶଙ୍ଖଚିଲା

  • Home
  • India
  • Jajapur Road
  • TYP ଠାକୁରପାଟଣା ଯୁବପରିଷଦ ଶଙ୍ଖଚିଲା

TYP ଠାକୁରପାଟଣା ଯୁବପରିଷଦ ଶଙ୍ଖଚିଲା TYP a Social Organisation

"Freedom in our minds, faith in our words, pride in our souls. Let's salute our nation on this special day ! Jai Hind! 🇮...
27/01/2026

"Freedom in our minds, faith in our words, pride in our souls. Let's salute our nation on this special day ! Jai Hind! 🇮🇳🇮🇳

on 🇮🇳🇮🇳

#ବନ୍ଦେମାତରମ୍ 🇮🇳🇮🇳

 #ହିଙ୍ଗୁଳାଯାତ୍ରା୨୦୨୫ #ଜଳଛତ୍ର TYPHighlights
15/04/2025

#ହିଙ୍ଗୁଳାଯାତ୍ରା୨୦୨୫
#ଜଳଛତ୍ର TYP

Highlights

 Highlights
16/03/2025


Highlights

01/01/2025

ସମସ୍ତଙ୍କୁ ଇଂରାଜୀ ନବ ବର୍ଷର ଅଭିନନ୍ଦନ I
❤❤❤❤❤❤❤❤❤❤❤

 #ଟିୱାଇପି_ଦ୍ବାରା_ସ୍ବାଧିନତା_ଦିବସରେ_ପ୍ରତିଯୋଗିତା କୋରାଇ ବ୍ଲକ ଖମଣ ପଞ୍ଚାୟତ ଅନ୍ତର୍ଗତ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଟି.ୱାଇ.ପି ତ...
21/08/2024

#ଟିୱାଇପି_ଦ୍ବାରା_ସ୍ବାଧିନତା_ଦିବସରେ_ପ୍ରତିଯୋଗିତା

କୋରାଇ ବ୍ଲକ ଖମଣ ପଞ୍ଚାୟତ ଅନ୍ତର୍ଗତ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଟି.ୱାଇ.ପି ତରଫରୁ ୭୮ ତମ ସ୍ବାଧିନତା ଦିବସ ପାଳନ କରାଯାଇଅଛି ା ଏହି କାର୍ଯ୍ୟକ୍ରମରେ ସମସ୍ତ ସଭ୍ୟଙ୍କ ସମେତ ଗ୍ରାମର ଶ୍ରୀଧର ସାହୁ ଏବଂ ଶଙ୍ଖଚିଲାର ପୁରାତନ ଅନୁଷ୍ଠାନ ଗ୍ରୀନ୍ କ୍ଲବ ତରଫରୁ ସସ୍ମିତେଶ ସାହୁ, ଚନ୍ଦ୍ରମଣି ନାୟକ, ଆଡଭୋକେଟ୍ ସଦାଶିବ ସେଠୀ ଯୋଗଦାନ ଦେଇଥିଲେ ା ଅନୁଷ୍ଠାନର ମୂଖ୍ୟ ଉପଦେଷ୍ଟା ଅନନ୍ତ ଚରଣ ମଲ୍ଲିକ ପତାକା ଉତ୍ତୋଳନ କରିଥିଲେ ା ପତାକା ଉତ୍ତୋଳନ ପରେ ୩ୟ, ୪ର୍ଥ, ୫ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ସୁନ୍ଦର ହସ୍ତାକ୍ଷର ଲିଖନ ପ୍ରତିଯୋଗିତା ଠାକୁରପାଟଣା ସରକାରି ଉ.ପ୍ରା ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା ା ଏହି କାର୍ଯ୍ୟକ୍ରମରେ ବହୁ ଛାତ୍ରଛାତ୍ରୀ ଯୋଗଦାନ ଦେଇଥିଲେ ା #ଏହି_କାର୍ଯ୍ୟକ୍ରମର_ମୂଖ୍ୟ_ଉଦ୍ଦେଶ୍ୟଥିଲା_ଗ୍ରାମର_ପିଲାଙ୍କ_ମନରେ_ପ୍ରତିଯୋଗିତା_ମୂଳକ_ଭାବନା_ଆଣିବା ା ସୁନ୍ଦର ହସ୍ତାକ୍ଷର ପ୍ରତିଯୋଗିତାରେ ସରକାରି ବିଦ୍ୟାଳୟ ୫ ମ ଶ୍ରେଣୀର ଛାତ୍ରୀ #ଶୁଭଶ୍ରୀ_ପ୍ରିୟଦର୍ଶନୀ_ବିନ୍ଧାଣି ୧ମ, ସରସ୍ବତୀ ଶିଶୁ ମନ୍ଦିର ୩ୟ ଶ୍ରେଣୀର ଛାତ୍ରୀ #ଶ୍ରେୟାଂଶୀ_ସାହୁ ୨ୟ ଏବଂ ସରସ୍ବତୀ ଶିଶୁ ମନ୍ଦିର ୫ମ ଶ୍ରେଣୀର ଛାତ୍ର #ଚୈତନ୍ୟ_ମଲ୍ଲିକ ୩ୟ ସ୍ଥାନ ଅଧିକାର କରିଥିଲେ ା ଅନୁଷ୍ଠାନର ଉପଦେଷ୍ଟା ଅନନ୍ତ ଚରଣ ମଲିକ୍ ଏବଂ ବିଦ୍ୟାଳୟର ଚେୟାରମ୍ୟାନ୍ ଅଶୋକ ବେହେରା ପୁରସ୍କାର ବଣ୍ଟନ କରିଥିଲେ ା କାର୍ଯ୍ୟକ୍ରମକୁ ଅନୁଷ୍ଠାନ ତରଫରୁ ଉପସଭାପତି ରମାକାନ୍ତ ସାହୁ, ଉମାକାନ୍ତ ସାହୁ, ପ୍ରଦୀପ ସାହୁ, ନୟନଦୀପ୍ତ ବେହେରା ପରିଚାଳନା କରିଥିଲେ ା ସମ୍ପାଦକ ଗୋପାଳ ଚନ୍ଦ୍ର ଦାସ, ଅବିନାଶ ସାହୁ, ସୂର୍ୟ୍ୟକାନ୍ତ ସାହୁ, ପ୍ରଦୀପ ବାରିକ, ଉମାକାନ୍ତ ବିନ୍ଧାଣୀ, ସନ୍ତୋଷ ସାହୁ ସହଯୋଗ କରିଥିଲେ ା ଶେଷରେ ଟି.ୱାଇ.ପି ର ସଭାପତି ପ୍ରଶାନ୍ତ କୁମାର ସାହୁ ସମସ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ ା
Malaya Kumar Mallick

19/08/2024

ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ I ❤❗❤❗❤🌳🌳💦💦

 #ଜୟଜଗନ୍ନାଥ🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏ଆଜି ୭୮ ତମ ସ୍ବାଧିନତା ଦିବସ ପାଳନ କରିବା ଅବସରରେ ଆମ ସ୍ବେଚ୍ଛାସେବି ସଙ୍ଗଠନ   ତରଫରୁ ସ୍ବାଧିନତା ଦିବସ ପାଳନ ...
15/08/2024

#ଜୟଜଗନ୍ନାଥ
🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
ଆଜି ୭୮ ତମ ସ୍ବାଧିନତା ଦିବସ ପାଳନ କରିବା ଅବସରରେ ଆମ ସ୍ବେଚ୍ଛାସେବି ସଙ୍ଗଠନ ତରଫରୁ ସ୍ବାଧିନତା ଦିବସ ପାଳନ କରାଯାଇଥିଲା I ଏହି ଅବସରରେ ଗ୍ରାମର ପିଲାଙ୍କୁ ନେଇ ଏକ #ସୁନ୍ଦର_ହସ୍ତାକ୍ଷର ପ୍ରତିଯୋଗିତା କରାଯାଇଥିଲା I କାର୍ଯ୍ୟକ୍ରମ ଶେଷରେ କ୍ରୁତି ପ୍ରତିଯୋଗୀଙ୍କୁ ପୁରସ୍କ୍ରୁତ କରିବା ସହିତ ଅଂଶ ଗ୍ରହଣ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଦିଆଯାଇଥିଲା I

आज ७८ तम #स्वाधीनता_दिबस अबसर पर हमारा स्वेच्छासेबी संगठन TYP के द्वारा स्वाधीनता दिबस पालन किया गया था I और इस अबसर पर गाओं के बचो को लेकर एक #सुन्दर_हस्ताक्षर प्रतिजोगिता किया गया था I इस कार्यक्रम में उपस्थित सभी छात्र छत्री को पुरस्कृत किया गया था I

Address

Jajapur Road
755019

Website

Alerts

Be the first to know and let us send you an email when TYP ଠାକୁରପାଟଣା ଯୁବପରିଷଦ ଶଙ୍ଖଚିଲା posts news and promotions. Your email address will not be used for any other purpose, and you can unsubscribe at any time.

Share