15/11/2025
ଅବୈଧ ନିଶାଦ୍ରବ୍ୟ (Drugs) ସେବନର ଅପକାରୀତା, ଏହାର ନିରାକରଣ ଏବଂ ସଚେତନତା ସୃଷ୍ଟି କରିବା ପାଇଁ, ଆସନ୍ତା କାଲି ଭୁତୁମୁଣ୍ଡେଇ ଠାରୁ ପାରାଦ୍ବୀପଗଡ଼ ପର୍ଯ୍ୟନ୍ତ ଏକ ସଚେତନ(ସାଇକେଲ୍) ଶୋଭାଯାତ୍ରା ଅନୁଷ୍ଠିତ ହେବ। ଆପଣ ମାନଙ୍କ ଶୁଭେଚ୍ଛା, ସହଯୋଗ ଏବଂ ଉପସ୍ଥିତି ଏକାନ୍ତ କାମ୍ୟ
CMO Odisha PMO India United Nations Development Programme - UNDP Golak Mohapatra Sambad Pranab Prakash Nayak Paradeep Odisha Gatikrishna Satapathy Prameya