28/07/2026
Ideal Social Help Line ର ଜଣେ ନିଷ୍ଠାବାନ ସଙ୍ଗଠକ ଓ ସଦସ୍ୟଙ୍କ ବିୟୋଗରେ ଆମେ ଗଭୀର ଶୋକ ପ୍ରକାଶ କରୁଛୁ। ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରୁଛୁ।
💐 ଅମର ଆତ୍ମା ଶ୍ରୀ ଶିଶିର ମାଝୀ💐
"ତୁମେ ସବୁଦିନ ଆମ ହୃଦୟରେ ବଞ୍ଚିରହିବ।"
IDEAL SOCIAL HELP LINE