Netaji Foundation

Netaji Foundation By the youth for the people

Foundation members are happy to be involved in such an awareness campaign organised by clap to Discussions were held on ...
30/07/2025

Foundation members are happy to be involved in such an awareness campaign organised by clap to Discussions were held on how to remain in the organization and carry out people-oriented work while ensuring that the organization's documents remain update by law.
#ନେତାଜୀଫାଉଣ୍ଡେସନ
#ଜଗତସିଂହପୁର

ନେତାଜୀ ଫାଉଣ୍ଡେସନ୍ ତରଫରୁ ନେତାଜୀ ଜୟନ୍ତୀ ପାଳିତନେତାଜୀ ସୁବାସ ଚନ୍ଦ୍ର ବୋସ୍ ଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ସ୍ଥାନିୟ କଲେଜ୍ ଛକ ଜଗତସିଂହପୁର ...
23/01/2025

ନେତାଜୀ ଫାଉଣ୍ଡେସନ୍ ତରଫରୁ ନେତାଜୀ ଜୟନ୍ତୀ ପାଳିତ

ନେତାଜୀ ସୁବାସ ଚନ୍ଦ୍ର ବୋସ୍ ଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ସ୍ଥାନିୟ କଲେଜ୍ ଛକ ଜଗତସିଂହପୁର ଠାରେ ନେତାଜୀ ଫାଉଣ୍ଡେସନ୍ ର କର୍ମକର୍ତ୍ତା ଙ୍କ ଦ୍ବାରା ନେତାଜୀ ଙ୍କ ପ୍ରତିମୁର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହି କାର୍ୟ୍ଯକ୍ରମ ରେ ଫାଉଣ୍ଡେସନ୍ ର ଉପଦେଷ୍ଟା ସମିତ୍ କୁମାର୍ ଲେଙ୍କା , ସଭାପତି ଅବନୀ କାନ୍ତ ଦାଶ , ଏବଂ ରାଜେସ୍ ସାସମଲ, ରୁଦ୍ର ଆଚାର୍ଯ୍ୟ, ପ୍ରୁଥିରାଜ୍ ହାତି ଉପସ୍ଥିତ ରହି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।
Er Samit Kumar Lenka
Abani Kanta Dash
Rudra Acharya

24/01/2023
ନେତାଜୀ ସୁଭାଷ ଚନ୍ଦ୍ର ଵୋଷଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ସ୍ଥାନୀୟ କଲେଜ ଛକ,ଜଗତସିଂହପୁର ଠାରେ ନେତାଜୀ ଫାଉଣ୍ଡେଶନ ର ଉପଦେଷ୍ଟା ତଥା ଜିଲ୍ଲା ଛା...
23/01/2023

ନେତାଜୀ ସୁଭାଷ ଚନ୍ଦ୍ର ଵୋଷଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ସ୍ଥାନୀୟ କଲେଜ ଛକ,ଜଗତସିଂହପୁର ଠାରେ ନେତାଜୀ ଫାଉଣ୍ଡେଶନ ର ଉପଦେଷ୍ଟା ତଥା ଜିଲ୍ଲା ଛାତ୍ର ବିଜେଡି ସଭାପତି ଇଂ ସମିତ କୁମାର ଲେଙ୍କା ଓ କର୍ମକର୍ତ୍ତାମାନେ ନେତାଜୀଙ୍କ ପ୍ରତିମୂର୍ତ୍ତୀରେ ପୃଷ୍ପମାଲ୍ୟ ଅର୍ପଣ କଲେ।

ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କର ଜନ୍ମ ଜୟନ୍ତିରେ ନେତାଜୀ ଫାଉଣ୍ଡେସନ ତରଫରୁ ଜଗତସିଂହପୁର କଲେଜ ଛକ ଠାରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି।
23/01/2022

ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କର ଜନ୍ମ ଜୟନ୍ତିରେ ନେତାଜୀ ଫାଉଣ୍ଡେସନ ତରଫରୁ ଜଗତସିଂହପୁର କଲେଜ ଛକ ଠାରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି।

ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ବରପୁତ୍ର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀରେ  ବିନମ୍ର ଶ୍ରଦ୍ଧାଞ୍ଜଳି। ତାଙ୍କ ଦେଶଭକ୍ତି ଓ ସ...
23/01/2022

ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ବରପୁତ୍ର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀରେ ବିନମ୍ର ଶ୍ରଦ୍ଧାଞ୍ଜଳି। ତାଙ୍କ ଦେଶଭକ୍ତି ଓ ସାହସ ଭାରତ ଇତିହାସରେ ଗୌରବମୟ ଗାଥା ହୋଇ ରହିଛି। ଦେଶ ଓ ଜାତି ପାଇଁ ନେତାଜୀଙ୍କ ଅସୀମ ତ୍ୟାଗକୁ କେହି କେବେ ଭୁଲିପାରିବ ନାହିଁ।

Address

Jagatsinghpur
754103

Telephone

+917008841826

Website

Alerts

Be the first to know and let us send you an email when Netaji Foundation posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Netaji Foundation:

Share