Bandhu

Bandhu ବନ୍ଧୁ
ସବା ଶେଷ ମଣିଷର
BANDHU
Of the last man

ବନ୍ଧୁ ସ୍ୱର-୫
16/07/2026

ବନ୍ଧୁ ସ୍ୱର-୫

Enjoy the videos and music you love, upload original content, and share it all with friends, family, and the world on YouTube.

ଯୋଗ କେବଳ ଏକ ବ୍ୟାୟାମ ନୁହେଁ, ଏହା ସୁସ୍ଥ ଶରୀର, ଶାନ୍ତ ମନ ଏବଂ ସୁସଂଗଠିତ ଜୀବନର ମୂଳମନ୍ତ୍ର। ନିୟମିତ ଯୋଗାଭ୍ୟାସ ଦ୍ୱାରା ଶାରୀରିକ ସୁସ୍ଥତ...
20/06/2026

ଯୋଗ କେବଳ ଏକ ବ୍ୟାୟାମ ନୁହେଁ, ଏହା ସୁସ୍ଥ ଶରୀର, ଶାନ୍ତ ମନ ଏବଂ ସୁସଂଗଠିତ ଜୀବନର ମୂଳମନ୍ତ୍ର। ନିୟମିତ ଯୋଗାଭ୍ୟାସ ଦ୍ୱାରା ଶାରୀରିକ ସୁସ୍ଥତା ବୃଦ୍ଧି ପାଏ, ମାନସିକ ଚାପ ହ୍ରାସ ପାଏ, ଏକାଗ୍ରତା ବୃଦ୍ଧି ହୁଏ ଏବଂ ଜୀବନରେ ସକାରାତ୍ମକ ଶକ୍ତିର ସଞ୍ଚାର ଘଟେ।
ଏହି ପବିତ୍ର ଅବସରରେ ବନ୍ଧୁ ଘରେ ଆସନ୍ତାକାଲି ସକାଳ ୮:୦୦ ଘଟିକାରେ ଆୟୋଜିତ ଯୋଗ ଦିବସ ପାଳନ କାର୍ଯ୍ୟକ୍ରମରେ ଆପଣଙ୍କର ସାଦର ଉପସ୍ଥିତି ଓ ସକ୍ରିୟ ଅଂଶଗ୍ରହଣ କାମନା କରୁଛୁ।
🙏🙏🙏

ଓଡ଼ିଶା ଶତାବ୍ଦୀ ସାଥି ଶିବିର -୨୦୨୬
07/06/2026

ଓଡ଼ିଶା ଶତାବ୍ଦୀ ସାଥି ଶିବିର -୨୦୨୬

ଓଡ଼ିଶା ଶତାବ୍ଦୀ ସାଥି ଶିବିର-୨୦୨୬୫ - ୭ ଜୁନ ୨୦୨୬ବନ୍ଧୁଘର, ଲଙ୍କାପଡ଼ା, ଜଗତସିଂହପୁର୧୦ ଟି ଜିଲ୍ଲା ରୁ ୬୪ ଜଣ ଚୟନୀତ ଶିବିରରାର୍ଥୀ ଯୋଗଦେବ...
04/06/2026

ଓଡ଼ିଶା ଶତାବ୍ଦୀ ସାଥି ଶିବିର-୨୦୨୬
୫ - ୭ ଜୁନ ୨୦୨୬
ବନ୍ଧୁଘର, ଲଙ୍କାପଡ଼ା, ଜଗତସିଂହପୁର
୧୦ ଟି ଜିଲ୍ଲା ରୁ ୬୪ ଜଣ ଚୟନୀତ ଶିବିରରାର୍ଥୀ ଯୋଗଦେବେ l

Odisha Shatabdi Sathi Shibira is a part of this...
04/06/2026

Odisha Shatabdi Sathi Shibira is a part of this...

04/06/2026

ଆଦରର ବନ୍ଧୁ, ନମସ୍କାର। ଆଶା ଭଲରେ ଥିବେ।

ଆସନ୍ତା ଜୁନ ୫,୬,୭ ବନ୍ଧୁଘର, ଲଙ୍କାପଡା ଠାରେ ଆୟୋଜିତ ହେବାକୁ ଯାଉଛି ଓଡିଶା ଶତାବ୍ଦୀ ସାଥି ଶିବିର। ପଚାଶ ରୁ ଅଧିକ ଯୁବକ ଯୁବତୀଙ୍କୁ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଯୋଗ ଦେବେ।
ଏଥିରୁ ଚୟନିତ ହେବେ ଓଡ଼ିଶା ଶତାବ୍ଦୀ ସେବାବ୍ରତୀ। ସେମାନଙ୍କ ଦାଇତ୍ବ ରେ ଚାଲିବ ଆନନ୍ଦକେନ୍ଦ୍ର। ସେମାନଙ୍କ ଶୈକ୍ଷିକ ତଥା ବୃତିଗତ ବିକାଶ ନିଶ୍ଚିତ କରାଯିବ୲ର ବ୍ୟବସ୍ଥା ହେବ।
ଓଡିଶାକୁ ଯେବେ ପୁରୁଥିବ ଶହେବର୍ଷ, ଅନ୍ତତଃ ଶହେଟି ମଣିଷ ପ୍ରସ୍ତୁତ ଥିବେ- ସମ୍ବେଦନଶୀଳ ଓ ପ୍ରତିଭାବନ୍ତ,
ଯିଏ
୧। ଓଡ଼ିଶା ତଥା ସମାଜ ଯୁଝୁଥିବା ସମସ୍ୟାକୁ ସାମ୍ନା କରିବେ ତାର ସମାଧାନ କରିବା ପାଇଁ;
୨। ଓଡ଼ିଶାର ଭବିଷ୍ୟତକୁ ସ୍ବପ୍ନ ଦେଖିବେ ଓ ତାକୁ ସାକାର କରିବାକୁ ହେବେ ଆଗଭର;
୩। ଓଡ଼ିଶାର ସୁଖରେ, ଦୁଃଖରେ, ସମୃଦ୍ଧିରେ, ସଂକଳ୍ପ ରେ ଦେଖିବେ ନିଜର ଦୁଃଖ, ସୁଖ, ସମୃଦ୍ଧି ଓ ସଂକଳ୍ପ।

ଜଣେ ଶିବିରାର୍ଥୀଙ୍କ ଖର୍ଚ୍ଚ ଦୁଇ ହଜାର ଟଙ୍କା। ଆପଣଙ୍କ ସହଯୋଗ କାମନା କରୁଛୁ।
ସଂଜୟ କୁମାର ସ୍ବାଇଁ,
ସମ୍ପାଦକ, ବନ୍ଧୁ

24/04/2026
Sudhanshu Mohan Rout Tarakanta Nayak Bandhu way to recognise the Matrushakti
23/04/2026

Sudhanshu Mohan Rout
Tarakanta Nayak
Bandhu way to recognise the Matrushakti

14/04/2026

Address

Jagatsinghapur
754134

Alerts

Be the first to know and let us send you an email when Bandhu posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Bandhu:

Shortcuts

Share