Sri Sri Chandrasekhar Jew Youth Club

Sri Sri Chandrasekhar Jew Youth Club Contact information, map and directions, contact form, opening hours, services, ratings, photos, videos and announcements from Sri Sri Chandrasekhar Jew Youth Club, Community Center, AT-DEOGAN , PO-KAPILASH, PS-GONDIA, Dhenkanal.

୭୯ତମ ସ୍ବାଧିନତା ଦିବସ ଉପଲକ୍ଷେ ଆପଣଙ୍କୁ ଶୁଭେଚ୍ଛା ଓ ଶୁଭକାମନା ।💐🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳
15/08/2025

୭୯ତମ ସ୍ବାଧିନତା ଦିବସ ଉପଲକ୍ଷେ ଆପଣଙ୍କୁ ଶୁଭେଚ୍ଛା ଓ ଶୁଭକାମନା ।💐
🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳

ପବିତ୍ର ରଥଯାତ୍ରା ଉପଲକ୍ଷେ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ୟୁଥ୍ କ୍ଲବ୍ ଦେଓଗାଁ କପିଳାସ ତରଫରୁ ଦେଓଗାଁ ରଥଯାତ୍ରାରେ ଦହିପାଣି ବଣ୍ଟନ କାର୍ଯ୍ୟକ...
27/06/2025

ପବିତ୍ର ରଥଯାତ୍ରା ଉପଲକ୍ଷେ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ୟୁଥ୍ କ୍ଲବ୍ ଦେଓଗାଁ କପିଳାସ ତରଫରୁ ଦେଓଗାଁ ରଥଯାତ୍ରାରେ ଦହିପାଣି ବଣ୍ଟନ କାର୍ଯ୍ୟକ୍ରମ।🙏

🙏ଜୟ ଜଗନ୍ନାଥ🙏
🙏ଜୟ ବାବା ଚନ୍ଦ୍ରଶେଖର🙏

ଆମ କ୍ଲବର ସଦସ୍ୟ ଦିପୁ'ର ବାହାଘର ଭୋଜିରେ କ୍ଲବର ସମସ୍ତ ସଦସ୍ୟଙ୍କ ସହ ଯୋଗଦେଇ ବିବାହ ଭୋଜିର ମଜା ନେଲୁ। 💞💐Congratulations Dipu 💐💞 Wish ...
02/05/2025

ଆମ କ୍ଲବର ସଦସ୍ୟ ଦିପୁ'ର ବାହାଘର ଭୋଜିରେ କ୍ଲବର ସମସ୍ତ ସଦସ୍ୟଙ୍କ ସହ ଯୋଗଦେଇ ବିବାହ ଭୋଜିର ମଜା ନେଲୁ। 💞💐

Congratulations Dipu 💐💞 Wish u happy married life ❣️💞

08/04/2025

💞 PROUD MOMENTS OF C.S. YOUTH CLUB😍💞
❣️ଆମ କ୍ଲବ୍ ଆମ ଗର୍ବ❣️🇮🇳
💐💐💐💐💐💐💐💐

ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ୟୁଥ୍ କ୍ଲବର ବାର୍ଷିକ ଉତ୍ସବ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି।ରାଜ୍ୟ ସରକାରଙ୍କ କ୍ୟାବିନେଟ୍ ମନ୍ତ୍ରୀ ଶ୍ରୀଯ...
06/04/2025

ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ୟୁଥ୍ କ୍ଲବର ବାର୍ଷିକ ଉତ୍ସବ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି।ରାଜ୍ୟ ସରକାରଙ୍କ କ୍ୟାବିନେଟ୍ ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ଏହି କାର୍ଯ୍ୟକ୍ରମରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସମାଜରେ ବିଭିନ୍ନ ଦିଗରେ ନାଁ କମେଇଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

05/04/2025

ଆସନ୍ତାକାଲି ଆମ ୟୁଥ୍ କ୍ଲବର ବାର୍ଷିକ ଉତ୍ସବ।ଆସିବାକୁ ଭୁଲିବେନି।ଜୟ ଜଗନ୍ନାଥ।ଜୟ ବାବା ଚନ୍ଦ୍ରଶେଖର। 🙏💐

03/04/2025
ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ୟୁଥ୍ କ୍ଲବର ୫ମ ବାର୍ଷିକ ଉତ୍ସବ ଓ ସାଂସ୍କୃତିକ ମହୋତ୍ସବକୁ ଆପଣଙ୍କୁ ସ୍ବାଗତ।ତା- ୦୬.୦୪.୨୦୨୫ (ରବିବାର)ସ୍ଥାନ-...
01/04/2025

ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ୟୁଥ୍ କ୍ଲବର ୫ମ ବାର୍ଷିକ ଉତ୍ସବ ଓ ସାଂସ୍କୃତିକ ମହୋତ୍ସବକୁ ଆପଣଙ୍କୁ ସ୍ବାଗତ।

ତା- ୦୬.୦୪.୨୦୨୫ (ରବିବାର)
ସ୍ଥାନ- ଦେଓଗାଁ,କପିଳାସ

Address

AT-DEOGAN , PO-KAPILASH, PS-GONDIA
Dhenkanal
759016

Telephone

9439973427

Website

Alerts

Be the first to know and let us send you an email when Sri Sri Chandrasekhar Jew Youth Club posts news and promotions. Your email address will not be used for any other purpose, and you can unsubscribe at any time.

Share