IDIOT INDIA

IDIOT INDIA Contact information, map and directions, contact form, opening hours, services, ratings, photos, videos and announcements from IDIOT INDIA, Non-Governmental Organization (NGO), Dhenkanal.

ଅଂଶୁଘାତ ରୁ ରକ୍ଷା ପାଇଁ ସଚେତନତା ଉଦ୍ଦେଶ୍ୟ ରେ ପ୍ରକାଶିତ
26/03/2026

ଅଂଶୁଘାତ ରୁ ରକ୍ଷା ପାଇଁ ସଚେତନତା ଉଦ୍ଦେଶ୍ୟ ରେ ପ୍ରକାଶିତ

Our dedicated MDA volunteer, Mahapratapi Janmajay Mahima, fosters positive change in the Biradia Sabar Sahi Community by...
23/01/2026

Our dedicated MDA volunteer, Mahapratapi Janmajay Mahima, fosters positive change in the Biradia Sabar Sahi Community by creating awareness on mass drug administration and filariasis awareness on 3/08/2025.

🌱 ଜଳବାୟୁ ସହନଶୀଳ କୃଷି କୁ ଆପଣାଇବାର ସମୟ ଆସିଛି 🌾ବଦଳୁଥିବା ଜଳବାୟୁ ପରିସ୍ଥିତିରେ ପାରମ୍ପରିକ କୃଷି ପ୍ରଣାଳୀ ଆହ୍ୱାନର ସମ୍ମୁଖୀନ। ଅନିୟମିତ...
23/01/2026

🌱 ଜଳବାୟୁ ସହନଶୀଳ କୃଷି କୁ ଆପଣାଇବାର ସମୟ ଆସିଛି 🌾
ବଦଳୁଥିବା ଜଳବାୟୁ ପରିସ୍ଥିତିରେ ପାରମ୍ପରିକ କୃଷି ପ୍ରଣାଳୀ ଆହ୍ୱାନର ସମ୍ମୁଖୀନ। ଅନିୟମିତ ବର୍ଷା, ତାପମାନ ବୃଦ୍ଧି ଓ ପ୍ରାକୃତିକ ବିପର୍ଯ୍ୟୟର ପ୍ରଭାବକୁ ମୁକାବିଲା କରିବା ପାଇଁ ଜଳବାୟୁ ସହନଶୀଳ କୃଷି ହେଉଛି ଆଗାମୀ ଦିନର ଆଶା।
ଦେଶୀ ବିଜ, ମିଲେଟ୍ସ, ସୁସ୍ଥ ମାଟି ପରିଚାଳନା, ଜଳ ସଂରକ୍ଷଣ ଓ ପ୍ରାକୃତିକ କୃଷି ଅପନାଇଲେ—କୃଷକ ଆତ୍ମନିର୍ଭର ହେବେ, ଭବିଷ୍ୟତ ସୁରକ୍ଷିତ ହେବ।
ଆସନ୍ତୁ, ଆଜିଠାରୁ କୃଷିକୁ ଆଲିଙ୍ଗନ କରିବା। 🌾🌍





🚜 District Level Farm Mechanisation Mela 🌾The District Level Farm Mechanisation Mela was successfully organized at Palli...
22/01/2026

🚜 District Level Farm Mechanisation Mela 🌾
The District Level Farm Mechanisation Mela was successfully organized at Pallishree Mela Padia, Mahisapat, Dhenkanal.
The mela showcased modern agricultural machinery and innovative technologies aimed at enhancing farm productivity, reducing drudgery, and promoting sustainable farming practices.
Farmers actively participated, interacted with experts, and gained practical insights on the use of advanced farm equipment for improved livelihoods.
Such initiatives play a vital role in empowering farmers and strengthening the agricultural sector.
🌱

19/01/2026

ଢେଙ୍କାନାଳ କୁ ଆସିବେ ମଣ୍ଟୁ ଛୁରିଆ

ଝିଅ ପଢିବ, ଆଉ ବଢିବ 📚✨ଯେତେବେଳେ ଝିଅ ପଢେ,ସେତେବେଳେ ପରିବାର ଆଲୋକିତ ହୁଏ,ସମାଜ ସଶକ୍ତ ହୁଏ,ଓ ଦେଶର ଭବିଷ୍ୟତ ଉଜ୍ଜ୍ୱଳ ହୁଏ।ଆସନ୍ତୁ—ପ୍ରତ୍ୟେ...
18/01/2026

ଝିଅ ପଢିବ, ଆଉ ବଢିବ 📚✨
ଯେତେବେଳେ ଝିଅ ପଢେ,
ସେତେବେଳେ ପରିବାର ଆଲୋକିତ ହୁଏ,
ସମାଜ ସଶକ୍ତ ହୁଏ,
ଓ ଦେଶର ଭବିଷ୍ୟତ ଉଜ୍ଜ୍ୱଳ ହୁଏ।
ଆସନ୍ତୁ—
ପ୍ରତ୍ୟେକ ଝିଅଙ୍କୁ ଶିକ୍ଷାର ଅଧିକାର ଦେବା,
ସ୍ୱପ୍ନକୁ ଡାନା ଦେବା,
ଆତ୍ମନିର୍ଭର ଭାରତ ଗଢ଼ିବା।
ଝିଅ ପଢିବ, ନିଶ୍ଚୟ ଆଗକୁ ବଢିବ! 🌸
#ଝିଅପଢିବଆଉବଢିବ



ଢେଙ୍କାନାଳ ମହୋତ୍ସବ ମଞ୍ଚରେ ଦର୍ଶକଙ୍କ ପାଇଁ ଏକ ଅନନ୍ୟ ଆକର୍ଷଣ —📅 ୨୧ ତାରିଖ👉 ଲୋକପ୍ରିୟ ବ୍ୟଙ୍ଗ କବି ଜ୍ଞାନ ହୋତା ଯୋଗ ଦେଇ ବ୍ୟଙ୍ଗ କବିତା ...
18/01/2026

ଢେଙ୍କାନାଳ ମହୋତ୍ସବ ମଞ୍ଚରେ ଦର୍ଶକଙ୍କ ପାଇଁ ଏକ ଅନନ୍ୟ ଆକର୍ଷଣ —
📅 ୨୧ ତାରିଖ
👉 ଲୋକପ୍ରିୟ ବ୍ୟଙ୍ଗ କବି ଜ୍ଞାନ ହୋତା ଯୋଗ ଦେଇ ବ୍ୟଙ୍ଗ କବିତା ମାଧ୍ୟମରେ ସଡ଼କ ସୁରକ୍ଷା ସଚେତନତା ବାର୍ତ୍ତା ଦେବେ।
📅 ୨୨ ତାରିଖ
👉 ପ୍ରସିଦ୍ଧ ବ୍ୟଙ୍ଗ କବି ବ୍ରଜ ସୁବୁଦ୍ଧି ନିଜ ରସାତ୍ମକ ଶୈଳୀରେ କବିତା ପାଠ କରି ସଡ଼କ ସୁରକ୍ଷାର ଗୁରୁତ୍ୱ ଉପସ୍ଥାପନ କରିବେ।
✨ ହାସ୍ୟ, ବ୍ୟଙ୍ଗ ଓ ସନ୍ଦେଶର ସୁନ୍ଦର ସମ୍ମିଳନ —
ସୁରକ୍ଷିତ ସଡ଼କ, ସୁନ୍ଦର ଜୀବନ ର ବାର୍ତ୍ତା ସହ
ସମସ୍ତଙ୍କୁ ଆମନ୍ତ୍ରଣ 🙏

17/01/2026

ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମବାର୍ଷିକୀ ଉପଲକ୍ଷେ ଢେଙ୍କାନାଳରେ “ଏକତା ଓ ରାଷ୍ଟ୍ରନିର୍ମାଣ ଦୌଡ଼” 🇮🇳
ଲୋହପୁରୁଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମବାର୍ଷିକୀ ଅବସରରେ ଢେଙ୍କାନାଳ ଜିଲ୍ଲା ପ୍ରଶାସନଙ୍କ ଉଦ୍ୟମରେ “ଏକତା ଓ ରାଷ୍ଟ୍ରନିର୍ମାଣ ଦୌଡ଼” ସଫଳତାର ସହିତ ଆୟୋଜିତ ହୋଇଛି।
ଜିଲ୍ଲାର ବିଭିନ୍ନ ବର୍ଗର ଲୋକ, ଯୁବକ-ଯୁବତୀ, ଛାତ୍ରଛାତ୍ରୀ ଓ ସରକାରୀ କର୍ମଚାରୀମାନେ ଏହି ଦୌଡ଼ରେ ଅଂଶଗ୍ରହଣ କରି ଦେଶର ଏକତା, ଅଖଣ୍ଡତା ଓ ରାଷ୍ଟ୍ରନିର୍ମାଣ ପ୍ରତି ସମର୍ପଣ ପ୍ରଦର୍ଶନ କରିଥିଲେ।
ଲୋହପୁରୁଷଙ୍କ ଆଦର୍ଶ ଓ ଦେଶପ୍ରେମର ସନ୍ଦେଶକୁ ସାଧାରଣ ଜନତାଙ୍କ ମଧ୍ୟରେ ପହଞ୍ଚାଇବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଥିଲା।
ଜୟ ହିନ୍ଦ 🇮🇳 | ଏକତା ହେଉଛି ଆମ ଶକ୍ତି





🌾 ଜିଲ୍ଲାସ୍ତରୀୟ ମାଣ୍ଡିଆ ମଣ୍ଡି ଉଦଘାଟନ 🌾ଘାଟିପିରି PACS ରେ ଆୟୋଜିତ ଜିଲ୍ଲାସ୍ତରୀୟ ରାଗି କ୍ରୟ କାର୍ଯ୍ୟକ୍ରମର ଶୁଭ ଉଦଘାଟନ ମାନ୍ୟବର ଜିଲ୍...
17/01/2026

🌾 ଜିଲ୍ଲାସ୍ତରୀୟ ମାଣ୍ଡିଆ ମଣ୍ଡି ଉଦଘାଟନ 🌾
ଘାଟିପିରି PACS ରେ ଆୟୋଜିତ ଜିଲ୍ଲାସ୍ତରୀୟ ରାଗି କ୍ରୟ କାର୍ଯ୍ୟକ୍ରମର ଶୁଭ ଉଦଘାଟନ ମାନ୍ୟବର ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ଦ୍ୱାରା କରାଯାଇଛି।
ଏହି ଅବସରରେ ସମ୍ମାନିତ CDAO ସାର୍, BDO ସାର୍, ADO–ଢେଙ୍କାନାଳ, Scheme Officer–SAA, BAO–ଓଡାପଡା, DPC–SAA, ଘାଟିପିରି PACS ର ସଭାପତି ଏବଂ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
ରାଗି ଚାଷୀମାନଙ୍କ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

Review and planning meeting for Ragi procurement under Sri Anna Avijan in Odapada block of Dhenkanal District.          ...
25/12/2025

Review and planning meeting for Ragi procurement under Sri Anna Avijan in Odapada block of Dhenkanal District.
゚viralシfypシ゚viralシ ゚

ଶ୍ରୀ ଅନ୍ନ ଅଭିଯାନ ରେ ସରକାର କିଣିବେ ମାଣ୍ଡିଆ
24/12/2025

ଶ୍ରୀ ଅନ୍ନ ଅଭିଯାନ ରେ ସରକାର କିଣିବେ ମାଣ୍ଡିଆ

Address

Dhenkanal
759001

Alerts

Be the first to know and let us send you an email when IDIOT INDIA posts news and promotions. Your email address will not be used for any other purpose, and you can unsubscribe at any time.

Share