Khushi Bantiba Seva Foundation

Call Directions Contact the organization

Khushi Bantiba Seva Foundation ସେବା ପାଇଁ ସମର୍ପିତ

19/08/2026

ବୃଷଭ ମହାଦେବଙ୍କ ଶବ ସଂସ୍କାର — ଆମର ସେବା, ଆମର ଧର୍ମ 🙏

13/08/2026

🐄🙏 ଅଣଦେଖା କରନ୍ତୁ ନାହିଁ… ଗୋମାତାଙ୍କୁ ସମ୍ମାନର ସହ ଶେଷ ବିଦାୟ ଦିଅନ୍ତୁ 🙏

ବୃଷଭ ମହାଦେବ ଭୁବନ ବାଇପାସ୍ ଅଞ୍ଚଳରେ NH ଉପରେ ସଡ଼କ ଦୁର୍ଘଟଣାରେ ବୃଷଭ ମହାଦେବଙ୍କ ଜୀବନ ଚାଲିଯାଇଥିଲା। ଖବର ପାଇ ଖୁସି ବାଣ୍ଟିବା ସେବା ଫାଉଣ୍ଡେସନ ପକ୍ଷରୁ 1033 ରେ କଲ୍ କରାଯାଇ ମୃତ ଗୋମାତାଙ୍କ ଶବ ସଂସ୍କାର ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଇଥିଲା। 🙏

👉 NH ଉପରେ ଯଦି କୌଣସି ଗୋମାତା ସଡ଼କ ଦୁର୍ଘଟଣାରେ ମୃତ ଅବସ୍ଥାରେ ପଡ଼ିଥିବା ଦେଖନ୍ତି, ଦୟାକରି ଅଣଦେଖା କରନ୍ତୁ ନାହିଁ।

📞 1033 ରେ କଲ୍ କରି ଜଣାନ୍ତୁ।
ମୃତ ଗୋମାତାଙ୍କ ଶବକୁ ରାସ୍ତା ଉପରେ ପଡ଼ି ରହିବାକୁ ନଦେଇ, ସମ୍ମାନର ସହିତ ଶେଷ ବିଦାୟ ଦେବାରେ ସହଯୋଗ କରନ୍ତୁ। 🙏🐄

ଆପଣଙ୍କ ଗୋଟିଏ ଫୋନ୍ କଲ୍… ଜଣେ ଅସହାୟ ଜୀବକୁ ଶେଷ ସମ୍ମାନ ଦେଇପାରିବ। ❤️

ଖୁସି ବାଣ୍ଟିବା ସେବା ଫାଉଣ୍ଡେସନ
🙏 ସେବା ହିଁ ଆମର ପରିଚୟ 🙏

#ଗୋମାତା #ଗୋସେବା #1033 #ଶବସଂସ୍କାର #ସଡ଼କଦୁର୍ଘଟଣା ମାନବିକତା

21/07/2026

ମାନବିକତା ହିଁ ସର୍ବୋଚ୍ଚ ଧର୍ମ।" 🙏🐄
ବିପଦ ସମୟରେ ସାହସର ସହ ଆଗେଇ ଆସି ଶ୍ରୀ ବିପିନ୍ ବିହାରୀ ଦାସ ଭାଇଙ୍କ ଅମୂଲ୍ୟ ସହଯୋଗ ଓ ନିଷ୍ଠାପୂର୍ଣ୍ଣ ପ୍ରୟାସରେ ଗୋମାତାଙ୍କ ଉଦ୍ଧାର କାର୍ଯ୍ୟ ସଫଳ ହୋଇଥିଲା। ତାଙ୍କର ଏହି ସେବାଭାବ ଓ ସାହସ ସମସ୍ତଙ୍କ ପାଇଁ ପ୍ରେରଣାଦାୟକ। ଧନ୍ୟବାଦ ଭାଇ 🙏❤️

18/07/2026

🙏 ସେବା କାର୍ଯ୍ୟ ସମାପ୍ତ – କିନ୍ତୁ ସେବାର ସଙ୍କଳ୍ପ ଜାରି ରହିବ 🙏
ପବିତ୍ର ରଥଯାତ୍ରା ଅବସରରେ ଖୁସି ବାଣ୍ଟିବା ସେବା ଫାଉଣ୍ଡେସନ ପରିବାର ପକ୍ଷରୁ ଆୟୋଜିତ ଭକ୍ତମାନଙ୍କ ସେବା କାର୍ଯ୍ୟ ସଫଳତାର ସହ ସମାପ୍ତ ହୋଇଛି।

18/12/2025

ଗୋ ମାତାଙ୍କ ସେବା ରେ ଖୁସି ବାଣ୍ଟିବା ସେବା ଫାଉଣ୍ଡେସନ ସଦସ୍ୟ , ଜୟ ଜୟ ଗୋ ସେବା 🚩🚩🚩

Address

Dhenkanal
759017

Telephone

+918480216664

Website

Alerts

Be the first to know and let us send you an email when Khushi Bantiba Seva Foundation posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Khushi Bantiba Seva Foundation:

Shortcuts

Share