01/05/2026
ପବିତ୍ର ବୁଦ୍ଧ ପୂର୍ଣ୍ଣିମା ଅବସରରେ Social Welfare Organisations Kalahandi ପରିବାର ତରଫରୁ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ଆସନ୍ତୁ ସମସ୍ତେ ଭଗବାନ ବୁଦ୍ଧଙ୍କ ସତ୍ୟ, ଅହିଂସା ଓ ଶାନ୍ତିର ବାର୍ତ୍ତାକୁ ପାଥେୟ କରି ସୁନ୍ଦର ସମାଜ ଗଠନରେ ସହାୟକ ହେବା।
Regards - Social Welfare Organisation Kalahandi 🙏