Samarpan Odisha

Samarpan Odisha Empowering Community and Society.

स्वयं के लिए योग, समाज के लिए समर्पण।
21/06/2026

स्वयं के लिए योग, समाज के लिए समर्पण।

17/06/2026

ଜଳସେବା ମାନବ ସେବା ପ୍ରତି ଆମର ସମର୍ପଣର ଏକ ସୁନ୍ଦର ପ୍ରତିଫଳନ।

ଏହି ସେବା ଯାତ୍ରାରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସହଯୋଗ କରିଥିବା ପ୍ରତ୍ୟେକ ସହଯୋଗୀଙ୍କୁ ଆମର ଆନ୍ତରିକ କୃତଜ୍ଞତା।

ଆପଣଙ୍କ ବିଶ୍ୱାସ ଓ ସହଯୋଗ ହିଁ ଆମକୁ ସେବାର ପଥରେ ଆଗକୁ ବଢ଼ିବାର ପ୍ରେରଣା ଦେଇଥାଏ।

16/06/2026

ଅକ୍ଷୟ ତୃତୀୟାରୁ ପବିତ୍ର ରଜ ସଂକ୍ରାନ୍ତି ପର୍ଯ୍ୟନ୍ତ ଚାଲିଥିବା ସମର୍ପଣର ଜଳସେବା କେବଳ ଶୋଷ ମେଣ୍ଟାଇବାର ପ୍ରୟାସ ନୁହେଁ, ବରଂ ସମାଜ ପ୍ରତି ଆମର କର୍ତ୍ତବ୍ୟବୋଧର ଏକ ଛୋଟ ପ୍ରତିବଦ୍ଧତା।

ଏହି ମହତ୍ କାର୍ଯ୍ୟରେ ସହଯୋଗ କରିଥିବା ସମସ୍ତ ସ୍ୱେଚ୍ଛାସେବୀ, ସହଯୋଗୀ ଓ ଶୁଭେଚ୍ଛୁଙ୍କୁ ଆମର ଅନ୍ତରିକ କୃତଜ୍ଞତା।

ସମାଜର ସେବା ପାଇଁ ଆମର ପ୍ରୟାସ ଆଗକୁ ମଧ୍ୟ ନିରନ୍ତର ଜାରି ରହିବ।

ସମର୍ପଣ – ସେବା, ସଂକଳ୍ପ ଓ ସମାଜ ପାଇଁ। 🇮🇳

15/06/2026

ଆଜି ପବିତ୍ର ରଜ ସଂକ୍ରାନ୍ତି ଉପଲକ୍ଷେ, ଅକ୍ଷୟ ତୃତୀୟା ଠାରୁ ଆମ 'ସମର୍ପଣ' ପରିବାର ପକ୍ଷରୁ ଆରମ୍ଭ ହୋଇଥିବା ଜଳସେବା କାର୍ଯ୍ୟକ୍ରମ ଆଜି ତାହାର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି।

ଏହି ଉତ୍କୃଷ୍ଟ ମହତ୍ କାର୍ଯ୍ୟରେ ଦୀର୍ଘ ଦେଢ଼ ମାସ ଧରି ନିଷ୍ଠା ଓ ସମର୍ପଣର ସହିତ ନିଜକୁ ନିୟୋଜିତ କରିଥିବା ଆମ ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ଅନ୍ତଃକରଣରୁ ଅଶେଷ ଧନ୍ୟବାଦ।

ଆପଣମାନଙ୍କର ସ୍ନେହ, ସହଯୋଗ ଓ ସହାୟତା ଆମକୁ ଆଗାମୀ ଦିନରେ ମଧ୍ୟ ଏଭଳି ସେବାମୂଳକ କାର୍ଯ୍ୟ ଜାରି ରଖିବା ପାଇଁ ପ୍ରେରଣା ଦେଇ ଆସିବ।

ସେବା ହିଁ ସମର୍ପଣ।

ସମାରୋହ ଉତ୍ସବରେ ଆପଣଙ୍କୁ ସାଦର ଆମନ୍ତ୍ରଣ। 🙏🕙 Time: 10:00 AM📍 Venue: Chandi Chak, Cuttackଆସନ୍ତୁ, ଏହି ସେବା ଯାତ୍ରାର ସମାପନ ଉତ୍ସବ...
14/06/2026

ସମାରୋହ ଉତ୍ସବରେ ଆପଣଙ୍କୁ ସାଦର ଆମନ୍ତ୍ରଣ। 🙏

🕙 Time: 10:00 AM
📍 Venue: Chandi Chak, Cuttack

ଆସନ୍ତୁ, ଏହି ସେବା ଯାତ୍ରାର ସମାପନ ଉତ୍ସବରେ ସାମିଲ ହୋଇ ଆମକୁ ଉତ୍ସାହିତ କରନ୍ତୁ। ଆପଣଙ୍କର ଉପସ୍ଥିତି ଆମ ପାଇଁ ଅମୂଲ୍ୟ।

 proudly continues its Jal Seva initiative to provide relief, care, and support to the community during the scorching su...
13/05/2026

proudly continues its Jal Seva initiative to provide relief, care, and support to the community during the scorching summer.

One year of   — a proud reminder of the courage, sacrifice, and unwavering commitment of our armed forces towards the na...
07/05/2026

One year of — a proud reminder of the courage, sacrifice, and unwavering commitment of our armed forces towards the nation. 🇮🇳

We pay our heartfelt tribute to the brave heroes who stood strong in service of the motherland.

Empowering communities through simple acts of care.
30/04/2026

Empowering communities through simple acts of care.

28/04/2026

A proud moment where dreams meet determination.
The foundation of Pratyaksh 5 Star Hotel stands strong on the remarkable achievements of our founder Mr. Prabhat Kumar Pradhan and their vision for the future.

Address

Chandi Chhak
Cuttack

Alerts

Be the first to know and let us send you an email when Samarpan Odisha posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share