Shine Of Sandhya Foundation Cuttack-Odisha

Shine Of Sandhya Foundation Cuttack-Odisha ମାନବ ସେବା ହିଁ ଇଶ୍ଵରଙ୍କ ସେବା

14/05/2026

5th days (ପଞ୍ଚମ ଦିନ)
ଓଡ଼ିଶାର ପ୍ରଥମ ଏକ ଟଙ୍କିଆ ସପିଙ୍ଗି ମହଲ ସାଇନ୍ ଅଫ୍ ସନ୍ଧ୍ୟା ଫାଉଣ୍ଡେସନ୍ ଆରମ୍ଭ କରିଥିବା ଅନୁଷ୍ଠାନ, ଆପଣ ମାନଙ୍କ ଆଶୀର୍ବାଦ ପାଇଁ 7th ଥର ହୋଇପାରିଛି 🙏
ଆପଣ ମାନେ ବ୍ୟବହାର ନ କରୁଥିବା କି ଅନାଆବଶ୍ୟକ ମନେ କରୁଥିବା ଜିନିଷ ପତ୍ର ଗୁଡାକୁ ନ ଫୋପାଡ଼ି ଆମ ଅନୁଷ୍ଠାନ କୁ ଦେବାକୁ ଅନୁରୋଧ.....
Shine of sandhya foundation
8917428261
#


09/05/2026

ଏ Video ଟି ଦେଖିଲା ପରେ ବହୁତ କଷ୍ଟ ଲାଗିବ ଆଉ ଦୁଃଖ ମଧ୍ୟ ଲାଗିବ 🥺ଆଜି କାଲି ଲୋକ ମାନଙ୍କ ଭିତରୁ ମାନବିକତା ହଜିଗଲାଣି... କିଏ ଗାଈ ର ଗୋଡ ହାଣି ଦେଲନି ତ କିଏ ଗାଡି ଚଢ଼େଇ ମାରି ଦେଲନି... ଆମ ପ୍ରିୟ ର ଭାଇ ସୋମିୟ ଭାଇ ଙ୍କ ମୁହଁରୁ ଶୁଣି ପାରିବେ ଆଉ 🙏ଦେଖିପାରିବେ ମଧ୍ୟ କେମିତି ଅବସ୍ଥାରେ ପଶୁ, ପକ୍ଷୀ ମାନଙ୍କୁ ରାସ୍ତା କଡ଼ରୁ ଉଦ୍ଧାର କରି ଆଣି ରଖିଛନ୍ତି,
ସତରେ ଭାଇ ଆପଣ ଆଉ ଆପଣଙ୍କ ସହଯୋଗୀ ମାନଙ୍କୁ ହୃଦୟରୁ ଧନ୍ୟବାଦ 🙏🙏🙏


ନୂଆ ପୁରୁଣା ପୋଷାକ ପତ୍ର ଓ ଅନ୍ୟାନ ସାମଗ୍ରୀ କୁ ନେଇ 👍ଓଡ଼ିଶାର ପ୍ରଥମ ଏକ ଟଙ୍କିଆ ସପିଙ୍ଗି ମହଲ 🙏ସାଇନ୍ ଅଫ୍ ସନ୍ଧ୍ୟା ଫାଉଣ୍ଡେସନ୍ ଆରମ୍ଭ କ...
21/04/2026

ନୂଆ ପୁରୁଣା ପୋଷାକ ପତ୍ର ଓ ଅନ୍ୟାନ ସାମଗ୍ରୀ କୁ ନେଇ 👍
ଓଡ଼ିଶାର ପ୍ରଥମ ଏକ ଟଙ୍କିଆ ସପିଙ୍ଗି ମହଲ 🙏ସାଇନ୍ ଅଫ୍ ସନ୍ଧ୍ୟା ଫାଉଣ୍ଡେସନ୍ ଆରମ୍ଭ କରିଥିବା ଅନୁଷ୍ଠାନ, ଆପଣ ମାନଙ୍କ ଆଶୀର୍ବାଦ ପାଇଁ 7th ଥର ହୋଇପାରିଛି 🙏
ନଦୀ ଯେତେବେଳେ ପାହାଡରୁ ବାହାରେ, ସେତେବେଳେ ତା' ପାଖରେ ନକ୍ସା ନଥାଏ, କିନ୍ତୁ ସେ ନିଜ ଚେଷ୍ଟାରେ ସମୁଦ୍ର ପର୍ଯ୍ୟନ୍ତ ପହଞ୍ଚିଯାଏ। ତେଣୁ ଚେଷ୍ଟା ଜାରି ରଖନ୍ତୁ, ରାସ୍ତା ଆପେ ଆପେ ମିଳିଯିବ🙏ଜୟ ମା ସନ୍ତୋଷୀ 🙏






20/04/2026

3rd days (ତୃତୀୟ ଦିନ
ଓଡ଼ିଶାର ପ୍ରଥମ ଏକ ଟଙ୍କିଆ ସପିଙ୍ଗି ମହଲ ସାଇନ୍ ଅଫ୍ ସନ୍ଧ୍ୟା ଫାଉଣ୍ଡେସନ୍ ଆରମ୍ଭ କରିଥିବା ଅନୁଷ୍ଠାନ, ଆପଣ ମାନଙ୍କ ଆଶୀର୍ବାଦ ପାଇଁ 7th ଥର ହୋଇପାରିଛି 🙏

ଆପଣ ମାନେ ବ୍ୟବହାର ନ କରୁଥିବା କି ଅନାଆବଶ୍ୟକ ମନେ କରୁଥିବା ଜିନିଷ ପତ୍ର ଗୁଡାକୁ ନ ଫୋପାଡ଼ି ଆମ ଅନୁଷ୍ଠାନ କୁ ଦେବାକୁ ଅନୁରୋଧ.....
ଖରାପ ସମୟ ଜୀବନରେ ଥରେ ନୁହେଁ, ଅନେକ ଥର ଆସିଥାଏ। ଆଉ ସେହି ଖରାପ ସମୟ ସବୁ ବେଳେ ଶିକ୍ଷା ଦିଏ, ଦୁନିଆରେ କେହି କାହାର ନୁହେଁ.... ସତ କର୍ମ ସତ ପଥରେ ରହିଲେ, ପ୍ରଭୁ ସବୁବେଳେ ତୁମ ସାଙ୍ଗରେ ରହିବେ.... କର୍ମ ଅନୁସାରେ ଫଳ ଭାଗବତ ରେ ପ୍ରଭୁ କହିଛନ୍ତି 🙏🙏🙏






16/04/2026

ବରିଷ୍ଠ ନାଗରିକ ସପ୍ତାହର ଶୁଭେଚ୍ଛା

*ଆପଣ କ’ଣ କମାଇବା ଉଚିତ?*
1. ଲୁଣ
2. ଚିନି
3. ଧଳା ମଇଦା
4. କ୍ଷୀର ଉତ୍ପାଦ
5. ପ୍ରକ୍ରିୟାକୃତ ଖାଦ୍ୟ
6. ଯୁକ୍ତିତର୍କ
7. ଅନାବଶ୍ୟକ ବିବାଦ

*ଆପଣ କ’ଣ ଖାଇବା ଉଚିତ?*
୧. ପନିପରିବା
୨. ମସୁର ଡାଲି
୩. ବାଦାମି/ଡାଲି
୪. ଶୁଖିଲା ଫଳ
୫. ଥଣ୍ଡା-ଚାପି ତେଲ (ଜିତପ୍ତା, ନଡ଼ିଆ)
୬. ଫଳ
୭. ପ୍ରକୃତିରୁ ଯେକୌଣସି ତିକ୍ତ ଜିନିଷ
୮. ଆପଣଙ୍କର ଦୁଃଖକୁ ଗିଳି ଆଗକୁ ବଢ଼ନ୍ତୁ

*ଏହି ତିନୋଟି ଜିନିଷକୁ ଭୁଲି ଯିବାକୁ ଚେଷ୍ଟା କରନ୍ତୁ:*
୧. ଆପଣଙ୍କର ବୟସ
୨. ଆପଣଙ୍କର ଅତୀତ
୩. ଆପଣଙ୍କର ଅଭିଯୋଗ
୪. ସମ୍ପର୍କୀୟମାନଙ୍କ ଦ୍ୱାରା ହୋଇଥିବା ଆଘାତ

*ଏଗୁଡ଼ିକର ବିଶେଷ ଯତ୍ନ ନିଅନ୍ତୁ:*
୧. ଆପଣଙ୍କର ପରିବାର
୨. ଆପଣଙ୍କର ବନ୍ଧୁ
୩. ଆପଣଙ୍କର ସକାରାତ୍ମକ ଚିନ୍ତାଧାରା
୪. ଏକ ସଫା ଏବଂ ଖୁସି ଘର
୫. ଆଗାମୀ ସମ୍ଭାବ୍ୟ କଷ୍ଟକର ସମୟ ପାଇଁ ଯଥେଷ୍ଟ ସମ୍ବଳ ସଞ୍ଚୟ କରନ୍ତୁ

*ଏହି ଅଭ୍ୟାସଗୁଡ଼ିକୁ ଗ୍ରହଣ କରନ୍ତୁ:*
୧. ସର୍ବଦା ହସୁଥାଅ
୨. ନିୟମିତ ବ୍ୟାୟାମ
୩. ଆପଣଙ୍କର ଓଜନ ବଜାୟ ରଖନ୍ତୁ
୪. ଯଦିଓ ଆପଣଙ୍କର ଜିଭ ମିଠା ନୁହେଁ, ମିଠା କହିବା ଶିଖନ୍ତୁ
୫. ଅନ୍ୟମାନଙ୍କୁ ଶୁଣିବାର ଅଭ୍ୟାସ ବିକଶିତ କରନ୍ତୁ

*ଅନୁସରଣ କରିବାକୁ ଛଅଟି ଜୀବନଶୈଳୀ ଅଭ୍ୟାସ:*
୧. ଶୋଷ ଲାଗିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ନାହିଁ - ନିୟମିତ ପାଣି ପିଅନ୍ତୁ
୨. ଆପଣ କ୍ଳାନ୍ତ ହେବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ନାହିଁ - ସମୟରେ ବିଶ୍ରାମ ନିଅନ୍ତୁ
୩. ଅସୁସ୍ଥ ହେବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ନାହିଁ - ନିୟମିତ ଯାଞ୍ଚ କରାନ୍ତୁ।
୪। ଚମତ୍କାର ପାଇଁ ଅପେକ୍ଷା କରନ୍ତୁ ନାହିଁ।
୫। ନିଜ ଉପରେ ବିଶ୍ୱାସ ରଖନ୍ତୁ।
୬। ସର୍ବଦା ସକାରାତ୍ମକ ରୁହନ୍ତୁ ଏବଂ ଏକ ଉଜ୍ଜ୍ୱଳ ଭବିଷ୍ୟତ ବିଷୟରେ ଚିନ୍ତା କରନ୍ତୁ।
୭। ଗୋଟିଏ ସ୍ଥାନରେ ଅଧିକ ସମୟ ପାଇଁ ବସି ରୁହନ୍ତୁ ନାହିଁ।

*ଆପଣଙ୍କର ୪୭ ରୁ ୯୦ ବର୍ଷ ବୟସର ବନ୍ଧୁ ଅଛନ୍ତି କି? ତେବେ ସେମାନଙ୍କୁ ଏହି ବାର୍ତ୍ତା ପଠାଇବାକୁ ନିଶ୍ଚିତ କରନ୍ତୁ!*

🌹
*"ବରିଷ୍ଠ ନାଗରିକ ସପ୍ତାହର ଶୁଭେଚ୍ଛା!*

*ସମସ୍ତଙ୍କୁ ସୁସ୍ଥ ଏବଂ ଆନନ୍ଦମୟ ଜୀବନ କାମନା କରୁଛି!"*

12/04/2026

https://www.facebook.com/share/v/14UYfwmXPNJ/

ପ୍ରତକ୍ଷ୍ୟ ଭାବେ ହଉ କି ପରୋକ୍ଷ୍ୟ ଭାବେ ହଉ
ସେବା ହିଁ ଜୀବନର ମୂଳ ମନ୍ତ୍ର ହଉ 🙏🙏
Thanks to CMC
ଖରାପ ସମୟ ଜୀବନରେ ଥରେ ନୁହେଁ, ଅନେକ ଥର ଆସିଥାଏ। ଆଉ ସେହି ଖରାପ ସମୟ ସବୁ ବେଳେ ଶିକ୍ଷା ଦିଏ, ଦୁନିଆରେ କେହି କାହାର ନୁହେଁ.... କେବଳ କର୍ମ ହିଁ ଜୀବନର ସବୁକିଛି 🙏




10/04/2026

ଓଡ଼ିଶାର ପ୍ରଥମ ଏକ ଟଙ୍କିଆ ସପିଙ୍ଗି ମହଲ ଆରମ୍ଭ କରିଥିବା ଅନୁଷ୍ଠାନ, ଆପଣ ମାନଙ୍କ ଆଶୀର୍ବାଦ ପାଇଁ 7th ଥର ହୋଇପାରିଛି 🙏

କର୍ମର ଅଦାଲତରେ ଯୁକ୍ତି ଚାଲେ ନାହିଁ, ସେଠାରେ କେବଳ ହିସାବ ହୋଇଥାଏ । ଆଜି ଯେତେ ବିଷ ବାଣ୍ଟିବେ, କାଲି ସେତେ ନିଜେ ପିଇବାକୁ ପଡ଼ିବ.. ଏଠାରେ ପ୍ରତ୍ୟେକଙ୍କର ପାଳି ନିଶ୍ଚିତ ଆସେ ତେଣୁ କର୍ମ ଭଲ କରିଚାଲ... ସ୍ୱମ୍ନା ଲୋକ ତ ବହୁତ କିଛି କହିବେ ଯେତେ ଯାହା କଲେ ମଧ୍ୟ ଏ କଳିଯୁଗ ରେ ଭାଇ.. ତେଣୁ ସୁନ୍ଦର କର୍ମ ନେଇକି ସ୍ୱର୍ଗ କୁ ଯିବା 🙏


09/04/2026

ଓଡ଼ିଶାର ପ୍ରଥମ ଏକ ଟଙ୍କିଆ ସପିଙ୍ଗି ମହଲ ଆରମ୍ଭ କରିଥିବା ଅନୁଷ୍ଠାନ
ଆପଣମାଙ୍କ ଭଲ ପାଇବା ପାଇଁ 7th ଥର ହୋଇପାରିଛି.. 🙏
କାହାକୁ ଟଙ୍କା ଦେଇକି ସେବା କରିବା ଅପେକ୍ଷା ନିଜ କର୍ମ ମୟ ଜୀବନରୁ କିଛି ସମୟ ବାହାର କରି ନିଜେ ଖରାରେ ପରିଶ୍ରମ କରିବା, 😌ଆକାଶ ପାତାଳର ଫରକ୍, ଉଦାହରଣ... ଆଖି ଆଗରେ ଥିବା ମଣିଷ ଟିଏ ଯାହାଙ୍କ ହାତରୁ ଶୁଭାରମ୍ଭ ହେଇଥିଲା clothing bank ସେଇଠୁ ଆମ ଅନୁଷ୍ଠାନ ର Chairperson ଙ୍କ ମନକୁ ଏକ idea ଆସିଲା ଏତେ କପଡା ପତ୍ର କରିବା କଣ, କେତେ ବାଣ୍ଟିବା, ତେଣୁ ସ୍ୱାଭିମାନ ଶବ୍ଦ ଟିକୁ ଆଖି ଆଗରେ ରଖି ଅନୁଷ୍ଠାନ ର ପେ୍ସିଡେଣ୍ଟ ମଧୁମିତା Madam ଙ୍କ ସହିତ ସମସ୍ତ ମେମ୍ବର ମାନେ ମନସ୍ତ କଲେ...ଯାହାର ନାମ ଦିଆଗଲା ଏକ ଟଙ୍କିଆ ସପିଙ୍ଗି ମହଲ.. 10 ଟା ପଛେ ନିଅ କିନ୍ତୁ ଏକ ଟଙ୍କା ଦିଅ👍🙏


"One Man Army"  ଏତେ ସୁନ୍ଦର ପୋଗ୍ରାମ କରି ସମାଜକୁ ଏତେ ସୁନ୍ଦର ବାର୍ତା ଦେଉଛନ୍ତି, ପ୍ରଭୁ ଜଗତର ନାଥ ଜଗନ୍ନାଥ ଆପଣଙ୍କୁ ଏମିତି ଆଶୀର୍ବାଦ ...
03/04/2026

"One Man Army" ଏତେ ସୁନ୍ଦର ପୋଗ୍ରାମ କରି ସମାଜକୁ ଏତେ ସୁନ୍ଦର ବାର୍ତା ଦେଉଛନ୍ତି, ପ୍ରଭୁ ଜଗତର ନାଥ ଜଗନ୍ନାଥ ଆପଣଙ୍କୁ ଏମିତି ଆଶୀର୍ବାଦ କରୁଥାନ୍ତୁ. ଆଉ ନାୟ ର ପ୍ରତିକ ହୋଇ ରହିଥାନ୍ତୁ... ସତ୍ୟ ମେବ ଜୟ ତେ.... ଜିତେନ୍ଦ୍ର ସାହୁ ଭାଇ....🙏🙏🙏




02/04/2026

ପ୍ରଥମ ଦିନ (1 Days)
ଏକ ଟଙ୍କିଆ ସପିଙ୍ଗି ମହଲ 🙏
ଓଡ଼ିଶାରେ ପ୍ରଥମେ ଆରମ୍ଭ କରିଥିବା ଅନୁଷ୍ଠାନ SHINE OF SANDHYA FOUNDATION,ଆପଣମାନଙ୍କ ଭଲ ପାଇବା ପାଇଁ ସପ୍ତମ ଥର (7th) ହୋଇ ପାରିଛି, ସୁଶ୍ରୀ ସୀତଲ ବସ୍ତିଆ ମ୍ୟାଡ଼ାମ ସ୍ୱଚ୍ଛ ମନରେ ଆସି Inauguration କରିଥିଲେ, ସେଥିପାଇଁ ଅନୁଷ୍ଠାନ ପକ୍ଷରୁ ଧନ୍ୟବାଦ ଜ୍ଞାପନ କରୁଛୁ 🙏

ଖାସ୍ କରି ଅନୁଷ୍ଠାନ ର President ମଧୁମିତା ମ୍ୟାଡ଼ାମ, ସନ୍ଧ୍ୟା ବିଶ୍ୱାଳ ମ୍ୟାଡ଼ାମ,ବନିତା ମ୍ୟାଡ଼ାମ ଙ୍କ ସହିତ ବରାଳ ବାବୁ, ଜିତେନ୍ଦ୍ର ବାବୁ, ସାନ ଭଉଣୀ ରୁନି କୁ ଯେତେ ଧନ୍ୟବାଦ ଦେଲେ ବି କମ୍ ପଡିବ.. ଏତେ ଖରା ରେ 24 hours Service ଦେଇଛନ୍ତି ତାହା ଭାଷାରେ ପରି ପ୍ରକାଶ କରି ହେବ ନାହିଁ... କଥାରେ ଅଛି ଅଧେ କର୍ମ ହେଲେ ଅଧେ ଧର୍ମ 🙏
ଶେଷରେ ଅନୁଷ୍ଠାନ ପକ୍ଷରୁ ଧନ୍ୟବାଦ୍ ଜଣାଉଛୁ CMC Commissioner Madam & ବାଦାମବାଡ଼ି ଥାନା IIC Sir ଙ୍କ ସହିତ ଉପସ୍ଥିତ ଥିବା ସମସ୍ତ କର୍ମକର୍ତ୍ତା ଓ ଅତିଥି ବୃନ୍ଦ ମାନଙ୍କ ସହଯୋଗ ପାଇଁ ବହୁତ ସୁନ୍ଦର ଭାବରେ ହୋଇପାରିଛି 🙏

#ଏକଟଙ୍କିଆସପିଙ୍ଗିମହଲ










Address

Odisha
Cuttack
753002

Telephone

+918260297184

Website

Alerts

Be the first to know and let us send you an email when Shine Of Sandhya Foundation Cuttack-Odisha posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Shine Of Sandhya Foundation Cuttack-Odisha:

Share