JAY Jagannatha seva samiti

JAY Jagannatha seva samiti ସାମାଜିକ ସଂଗଠନ,
ସେବା କରିବାକୁ ପ୍ରୟାସ କରିବା।
It is a social service group. our agenda is to help the needy people. our team our pride. selfless service

02/11/2025

କୁଷ୍ଠ ଆଶ୍ରମରେ ଭାଗବତ ପାଠ।

📌 𝗝𝗔𝗬 𝗝𝗔𝗚𝗔𝗡𝗡𝗔𝗧𝗛 𝗦𝗘𝗩𝗔 𝗦𝗔𝗠𝗜𝗧𝗜 𝗧𝗥𝗨𝗦𝗧 📍 𝗙𝗢𝗢𝗗 𝗗𝗜𝗦𝗧𝗥𝗜𝗕𝗨𝗧𝗜𝗢𝗡📍 ୍ନାଥ_ସେବା_ସମିତି_ଟ୍ରଷ୍ଟ ପକ୍ଷରୁ   #ଖାଦ୍ୟ_ବଣ୍ଟନ 💛। #କାଳି_ପୂଜା_ଭସାଣୀ ...
27/10/2025

📌 𝗝𝗔𝗬 𝗝𝗔𝗚𝗔𝗡𝗡𝗔𝗧𝗛 𝗦𝗘𝗩𝗔 𝗦𝗔𝗠𝗜𝗧𝗜 𝗧𝗥𝗨𝗦𝗧
📍 𝗙𝗢𝗢𝗗 𝗗𝗜𝗦𝗧𝗥𝗜𝗕𝗨𝗧𝗜𝗢𝗡📍

୍ନାଥ_ସେବା_ସମିତି_ଟ୍ରଷ୍ଟ ପକ୍ଷରୁ #ଖାଦ୍ୟ_ବଣ୍ଟନ 💛।
#କାଳି_ପୂଜା_ଭସାଣୀ ପର ଦିନ ବିଭିନ୍ନ ସାହି ବଜାର ବନ୍ଦ୍ ହେତୁ କଟକ ବଡ଼ ଡ଼ାକ୍ତରଖାନାରେ ରହିଥିବା ଓ ଆସିଥିବା ନିକଟ ସ୍ଥାନର ଅନ୍ୟାନ୍ୟ ସଭିଙ୍କ ପାଇଁ #ଖାଦ୍ୟର 🌾 ଅନେକ ଅସୁବିଧା ହୁଏ।
ବିଶେଷ ଭାବେ ରୋଗୀ ଚିକିତ୍ସା ପାଇଁ ଆସିଥିବା ଗ୍ରାମାଞ୍ଚଳରୁ ଆସିଥିବା ଲୋକଙ୍କ ନିମନ୍ତେ 🙏।

ତେଣୁ ଚଳିତ ବର୍ଷ #ଟ୍ରଷ୍ଟ ପକ୍ଷରୁ ସନ୍ଧ୍ୟାରେ ମେଡିକାଲ ଦୁଇ ପଟ ଗେଟ୍ ନିକଟରେ #ପ୍ରାୟ_୩୦୦୦ରୁ 💛⭐ ଉର୍ଦ୍ଧ ଲୋକଙ୍କ ନିମନ୍ତେ (ଭାତ,ଡାଲି,ରୁଟି, ଚଣା ଆଳୁଦମ୍) ରାତ୍ରି ଭୋଜନ ପ୍ରବନ୍ଧ କରିଥିଲୁ।

ସେବା ନିମନ୍ତେ ଆମେ ସଦା ସର୍ବଦା ତତ୍ପର,
କେବଳ ଆପଣଙ୍କ ସହଯୋଗ ଲୋଡ଼ା।
ଆମେ ଆମ ସକ୍ଷମ ଅନୁସାରେ ସେବା କରିବାର ପ୍ରୟାସ କରିବୁ।
#ସେବା_ହିଁ_ସଂକଳ୍ପ

ଆମ ସହ ଯୋଗାଯୋଗ କରିବା ପାଇଁ :
9853357537
7008171339
9124617772
Follow on
Facebook: jayjagannathasevasamiti
Twitter Id
Instagram
YouTube channel :
Jay Jagannath seva samiti
Website:www.jayjagannathsevasamiti.com

ବିଶେଷ ଧନ୍ୟବାଦ୍ 🙏🙏 Kuna Tripathy ମହୋଦୟଙ୍କୁ।

25/10/2025

ଅନ୍ନ ଦାନ,
Gate no 2
ଭସାଣି ବାସି ରେ ବଜାର ବନ୍ଦ୍ ନିମନ୍ତେ ଖାଦ୍ୟ ବଣ୍ଟନ।

25/10/2025

ଅନ୍ନ ଦାନ,
ଭସାଣି ବାସି ରେ ବଜାର ବନ୍ଦ୍ ନିମନ୍ତେ ଖାଦ୍ୟ ବଣ୍ଟନ।

𝗝𝗔𝗬 𝗝𝗔𝗚𝗔𝗡𝗡𝗔𝗧𝗛 𝗦𝗘𝗩𝗔 𝗦𝗔𝗠𝗜𝗧𝗜 𝗧𝗥𝗨𝗦𝗧𝗗𝗜𝗪𝗔𝗟𝗜 🎇 𝗦𝗘𝗩𝗔 ⚫‼️⚫ #କୁଷ୍ଠ_ଆଶ୍ରମରେ_ମାଟି ଦିପରେ_ଦୀପାବଳି_ପାଳନ। #ଆଲୋକର_ପର୍ବ_ଦୀପାବଳିରେ  ୍ନାଥ_ସେ...
22/10/2025

𝗝𝗔𝗬 𝗝𝗔𝗚𝗔𝗡𝗡𝗔𝗧𝗛 𝗦𝗘𝗩𝗔 𝗦𝗔𝗠𝗜𝗧𝗜 𝗧𝗥𝗨𝗦𝗧
𝗗𝗜𝗪𝗔𝗟𝗜 🎇 𝗦𝗘𝗩𝗔 ⚫‼️⚫
#କୁଷ୍ଠ_ଆଶ୍ରମରେ_ମାଟି ଦିପରେ_ଦୀପାବଳି_ପାଳନ।

#ଆଲୋକର_ପର୍ବ_ଦୀପାବଳିରେ
୍ନାଥ_ସେବା_ସମିତି_ଟ୍ରଷ୍ଟ
ପରିବାର ପକ୍ଷରୁ #କଟକ ପୋତା ପୋଖରୀ ସ୍ଥିତ #କୁଷ୍ଠ_ଆଶ୍ରମରେ ଥିବା ବୃଦ୍ଧ ବାପା ମାଙ୍କ ପାଖେ ପହଞ୍ଚି,
#ବାପା_ମାଆଙ୍କ ସଭିଙ୍କ ଘରେ ମନ୍ଦିର ଓ ଅନ୍ୟ ସମସ୍ତ ସ୍ଥାନରେ #ମାଟି_ଦୀପ ଲଗାଇ ଖୁସିର #ଆଲୋକ ପ୍ରକାଶ କରିବା ସହ #ମିଠା ଖୁଆଇ ସଭିଙ୍କ ଚରଣ ସ୍ପର୍ଶ କରି କିଛି ଖୁସିର ମୁହୂର୍ତ୍ତ ବାଣ୍ଟିବାର ପ୍ରୟାସ କରିଥିଲୁ।
ଆମ ଏହି ଛୋଟ ପ୍ରୟାସ ବାପା ମାଙ୍କ ହୃଦୟରେ ଯଦି ଖୁସି ଦେଇ ପାରିଥିବ ତେବେ ଆମ କାର୍ଯ୍ୟ ସମ୍ପନ୍ନ କରିଥିବାରୁ ଅତ୍ୟନ୍ତ ଖୁସି ମନେ କରିବୁ।

ସେବା ନିମନ୍ତେ ଆମେ ସଦା ସର୍ବଦା ତତ୍ପର,
କେବଳ ଆପଣଙ୍କ ସହଯୋଗ ଲୋଡ଼ା।
ଆମେ ଆମ ସକ୍ଷମ ଅନୁସାରେ ସେବା କରିବାର ପ୍ରୟାସ କରିବୁ।
#ସେବା_ହିଁ_ସଂକଳ୍ପ

ଆମ ସହ ଯୋଗାଯୋଗ କରିବା ପାଇଁ :
9853357537
7008171339
9124617772
Follow on
Facebook: jayjagannathasevasamiti
Twitter Id
Instagram
YouTube channel :
Jay Jagannath seva samiti
Website:www.jayjagannathsevasamiti.com

 ୍ନାଥ_ସେବା_ସମିତି_ଟ୍ରଷ୍ଟ_ପରିବାରର_୭ମ_ଜନ୍ମଦିନ_ଦିବସଯେଁଉଠାରୁ ଏହି ପରିବାର ଆରମ୍ଭ କରିଥିଲା ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ  #ମାଳି_ସାହି...
02/10/2025

୍ନାଥ_ସେବା_ସମିତି_ଟ୍ରଷ୍ଟ_ପରିବାରର_୭ମ_ଜନ୍ମଦିନ_ଦିବସ
ଯେଁଉଠାରୁ ଏହି ପରିବାର ଆରମ୍ଭ କରିଥିଲା ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ #ମାଳି_ସାହି #ମା_ଚମ୍ପା_ଦେବୀ ଙ୍କ ପ୍ରାଙ୍ଗଣରେ ଗ୍ରୁପ୍ ଉନ୍ନତି ପାଇଁ ପୂଜା ଅର୍ଚ୍ଚନା କରି ମାଙ୍କ କରୁଣା ଭିକ୍ଷା ମାଗିଥିଲୁ।

#ମହାପ୍ରଭୁ_ଶ୍ରୀଜଗନ୍ନାଥଙ୍କ ଅସୀମ ଆର୍ଶିବାଦ ଓ ଆପଣମାନଙ୍କ ସହଯୋଗ ଭଲପାଇବା ପାଉ ପାଉ ଆଜି ଆମ ୍ନାଥ_ସେବା_ସମିତି_ଟ୍ରଷ୍ଟ ୭ମ ବର୍ଷର ସଫଳ ଯାତ୍ରା ପୁରଣ କରିଛୁ।
ଆପଣମାନଙ୍କ ସହଯୋଗ ଓ ବିଶ୍ୱାସ ଆମମାନଙ୍କ ପ୍ରକୃତ ଶକ୍ତି।
" #ମୁଁ" ନୁହେଁ " #ଆମେ" ରେ ବିଶ୍ୱାସ ରଖିଥିବା ଏହି ପରିବାର।
ଆପଣଙ୍କ ଭଲପାଇବା,ବିଶ୍ୱାସ,ସହାନୁଭୂତି ଆମ ସହ ଏମିତି ରହିଥାଉ।🙏

ପୁଣିଥରେ ଆପଣ ସଭିଙ୍କୁ ଟ୍ରଷ୍ଟ ପରିବାରର ଜନ୍ମଦିନ ଶୁଭେଛା ଓ ଅଭିନନ୍ଦନ।
ସେବା ହିଁ ସଂକଳ୍ପ,
Help others.

01/10/2025

ନିଶା ମୁକ୍ତ ଭସାଣି,
ଡିଜେ ମୁକ୍ତ ରୋଷଣୀ,
ପଲିଥିନ ମୂକ୍ତ ଧରଣୀ।
Commissionerate Police Bhubaneswar-Cuttack
କମିଶନରେଟ ପୋଲିସ କଟକ ସହରାଞ୍ଚଳ ତରଫରୁ ଗୀତ ମାଧ୍ୟମ ସହର ବାସୀଙ୍କୁ ସଚେତନ କରାଯାଇଛି।
ଏହି ଭିନ୍ନ ପ୍ରୟାସକୁ ଆମେ ସଭିଁଏ ସହଯୋଗର ହାତ ବଢ଼ାଇବା।

 #ରକ୍ତ_ଦାତା, #ଜୀବନ_ଦାତା #ଜାତୀୟ_ସ୍ୱେଚ୍ଛାକୃତ୍_ରକ୍ତଦାନ_ଦିବସ ଉପଲକ୍ଷେ ରେଡକ୍ରସ ତରଫରୁ  ୍ନାଥ_ସେବା_ସମିତି_ଟ୍ରଷ୍ଟ ପରିବାରକୁ ସମ୍ମାନିତ...
01/10/2025

#ରକ୍ତ_ଦାତା, #ଜୀବନ_ଦାତା
#ଜାତୀୟ_ସ୍ୱେଚ୍ଛାକୃତ୍_ରକ୍ତଦାନ_ଦିବସ ଉପଲକ୍ଷେ ରେଡକ୍ରସ ତରଫରୁ ୍ନାଥ_ସେବା_ସମିତି_ଟ୍ରଷ୍ଟ ପରିବାରକୁ ସମ୍ମାନିତ କରିଥିବାରୁ ବହୁତ୍ ବହୁତ୍ ଧନ୍ୟବାଦ୍।

28/09/2025
27/09/2025

Address

ବଢେଇ ସାହି, ବାସ୍ତରି ମଠ, BADHEI SAHI, BASTORI MATHA
Cuttack
753001

Alerts

Be the first to know and let us send you an email when JAY Jagannatha seva samiti posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to JAY Jagannatha seva samiti:

Share