Choudhury Bazar Durga Panchayat Committee

Choudhury Bazar Durga Panchayat Committee Contact information, map and directions, contact form, opening hours, services, ratings, photos, videos and announcements from Choudhury Bazar Durga Panchayat Committee, 753001, OD, Cuttack.

ସକାଳ ଖବର - କଟକ ସିଟି -୩୦/୦୩/୨୦୨୪
30/03/2024

ସକାଳ ଖବର - କଟକ ସିଟି -୩୦/୦୩/୨୦୨୪

ଆଜି ମା ଗଜଲକ୍ଷ୍ମୀ ଙ୍କ ଅର୍ଣ୍ଣକୋର୍ଟ  ରେ ଆମ ବଜାର କୁ ଏକ ଖୁସି ଖବର ମିଳିଛି।❤️🥰ସୌଭାଗ୍ୟ ର ବିଷୟ ଏହା କି ଚଳିତ ବର୍ଷ ଦୁର୍ଗା ପୂଜା ରେ ଟାଇ...
01/11/2023

ଆଜି ମା ଗଜଲକ୍ଷ୍ମୀ ଙ୍କ ଅର୍ଣ୍ଣକୋର୍ଟ ରେ ଆମ ବଜାର କୁ ଏକ ଖୁସି ଖବର ମିଳିଛି।❤️🥰
ସୌଭାଗ୍ୟ ର ବିଷୟ ଏହା କି ଚଳିତ ବର୍ଷ ଦୁର୍ଗା ପୂଜା ରେ ଟାଇମ୍ସ ଅଫ ଇଣ୍ଡିଆ ମିଡିଆ ପକ୍ଷ ରୁ ଶ୍ରୀ ଶ୍ରୀ ଦୁର୍ଗା ପଞ୍ଚାୟତ କମିଟି ଚୌଧୁରୀ ବଜାର କୁ ଦୁଇଟି ସମ୍ମାନ ମିଳିଛି।🫶🏻😍
#ଶ୍ରେଷ୍ଠ_ମଣ୍ଡପ ଓ #ଶ୍ରେଷ୍ଠ_ଉଞ୍ଚ_ଅଭିଳାଷ_ସମ୍ପର୍ଣ_ମଣ୍ଡପ_ ପାଇଁ ଆମ ବଜାର କୁ ସମ୍ମାନିତ କରାଯାଇଛି ତେଣୁ ଟାଇମ୍ସ ଅଫ ଇଣ୍ଡିଆ ର ସମସ୍ତ କର୍ତ୍ତା ଙ୍କୁ ଶ୍ରୀ ଶ୍ରୀ ଦୁର୍ଗା ପଞ୍ଚାୟତ କମିଟି ଚୌଧୁରୀ ବଜାର ପକ୍ଷରୁ ଅଶେଷ ଅଶେଷ ଧନ୍ୟବାଦ ଜ୍ଞାପନ କରାଯାଉଛି।🙏🏻🚩



Address

753001, OD
Cuttack
753001

Website

Alerts

Be the first to know and let us send you an email when Choudhury Bazar Durga Panchayat Committee posts news and promotions. Your email address will not be used for any other purpose, and you can unsubscribe at any time.

Share