Er.Sudarshan JENA memorial Foundation

Er.Sudarshan JENA memorial Foundation SJM CARE FOUNDATION

16/07/2026
ସ୍ୱର୍ଗତ ସୁଦର୍ଶନ ଜେନାଙ୍କ ଭକ୍ତି, ସରଳତା ଓ ସମାଜ ପ୍ରତି ନିଷ୍ଠା ଆଜି ମଧ୍ୟ ଆମ ପାଇଁ ପ୍ରେରଣା।ତାଙ୍କ ସ୍ମୃତିକୁ ଶତ ଶତ ପ୍ରଣାମ।ଜୟ ଜଗନ୍ନାଥ...
10/07/2026

ସ୍ୱର୍ଗତ ସୁଦର୍ଶନ ଜେନାଙ୍କ ଭକ୍ତି, ସରଳତା ଓ ସମାଜ ପ୍ରତି ନିଷ୍ଠା ଆଜି ମଧ୍ୟ ଆମ ପାଇଁ ପ୍ରେରଣା।
ତାଙ୍କ ସ୍ମୃତିକୁ ଶତ ଶତ ପ୍ରଣାମ।

ଜୟ ଜଗନ୍ନାଥ।

🌼 Happy Deba Snana Purnima! 🌼On this sacred occasion of Deba Snana Purnima, may the divine blessings of Mahaprabhu Shri ...
29/06/2026

🌼 Happy Deba Snana Purnima! 🌼

On this sacred occasion of Deba Snana Purnima, may the divine blessings of Mahaprabhu Shri Jagannath, Lord Balabhadra, and Devi Subhadra shower peace, good health, prosperity, and happiness upon everyone.

At SJM CARE FOUNDATION, we believe that true devotion is reflected through compassion, service, and humanity. Let us come together to spread kindness, uplift lives, and strengthen our communities.

Jai Jagannath! 🙏

Warm Wishes from
SJM CARE FOUNDATION
Care • Compassion • Community • Change

CommunityFirst Odisha FestivalOfFaith SocialImpact TogetherForChange

🕯️ In Loving Memory of Late Er. Sudarshan Jena11 years may have passed, but your vision, values, and inspiration remain ...
20/06/2026

🕯️ In Loving Memory of Late Er. Sudarshan Jena

11 years may have passed, but your vision, values, and inspiration remain with us every day. Your legacy continues to guide and inspire generations.

🌹 Forever in our hearts. Forever in our memories.

Team SJM
14/04/2026

Team SJM

🙏 SJM FOUNDATION🙏(ଇଂ. ସୁଦର୍ଶନ ଜେନା ସ୍ମୃତି ଟ୍ରଷ୍ଟ)ସାଦର ନିମନ୍ତ୍ରଣପବିତ୍ର ଓଡ଼ିଆ ନବବର୍ଷ (ମହା ବିଷୁବ ସଂକ୍ରାନ୍ତି) ଓ ପଣା ସଂକ୍ରାନ୍...
13/04/2026

🙏 SJM FOUNDATION🙏
(ଇଂ. ସୁଦର୍ଶନ ଜେନା ସ୍ମୃତି ଟ୍ରଷ୍ଟ)
ସାଦର ନିମନ୍ତ୍ରଣ
ପବିତ୍ର ଓଡ଼ିଆ ନବବର୍ଷ (ମହା ବିଷୁବ ସଂକ୍ରାନ୍ତି) ଓ ପଣା ସଂକ୍ରାନ୍ତିର ଶୁଭ ଅବସରରେ,
SJM Foundation ପକ୍ଷରୁ ଆୟୋଜିତ ପ୍ରସାଦ ବିତରଣ ଓ ସାମାଜିକ ସମ୍ମିଳନ କାର୍ଯ୍ୟକ୍ରମକୁ
ଆପଣଙ୍କୁ ଆମେ ସାଦର ନିମନ୍ତ୍ରଣ ଜଣାଉଛୁ।
ବିଶେଷ ଆକର୍ଷଣ – ଶୀତଳ ଭୋଗ ବିତରଣ:
(ଟଙ୍କ ପାଣି, ଦହି ପଖାଳ ଓ ବାଡିଆ ଡାଲମା)
ତାରିଖ: ୧୪ ଏପ୍ରିଲ ୨୦୨୬
ସମୟ: ଦୁପର ୧୨ଟାରୁ
ସ୍ଥାନ: ମଙ୍ଗଳା ମନ୍ଦିର, ମହାନଦୀ ବିହାର, କଟକ
ଆପଣଙ୍କ ଗରିମାମୟ ଉପସ୍ଥିତି ଏହି ପବିତ୍ର ଅବସରକୁ ଆହୁରି ଗୌରବମୟ କରିବ।
ଆପଣଙ୍କ ଶୁଭାଗମନ ପ୍ରତୀକ୍ଷାରେ

ରିତେଶ ଜେନା
9337303629
🙏

Address

Mahanadi Vihar Road, Mahanadi Vihar, Gandharpur
Cuttack
753004

Alerts

Be the first to know and let us send you an email when Er.Sudarshan JENA memorial Foundation posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Er.Sudarshan JENA memorial Foundation:

Shortcuts

Share