13/10/2025
serve smile foundetion କଟକ
ଆଜି ତା 13.10.25. ସୋମବାର ଦିନ କାକଟ ପୁର ନିବାସୀ ଶ୍ରୀମତୀ ମିତାଲି ମଧୁମିତା ଙ୍କ ପରିବାର ତରଫରୁ 2ବସ୍ତା ପୁରୁଣା ବସ୍ତ୍ର ଆମ କାର୍ଯ୍ୟଳୟ ରେ ପହଞ୍ଚିଚି! ଏହି ମହତ ଚିନ୍ତାଧାରା କୁ ଆମ ପରିବାର ତରଫରୁ ହୃଦୟ ରୁ ସୁଧୁବାଦ ଜଣଉଛୁ 👏👏👏