Ama Sambala

Ama Sambala This organization is basically work for Education, Health Sector & other Social work.

ଶୁଭ ଜନ୍ମାଷ୍ଟମୀ। ଜୟ ଶ୍ରୀ କୃଷ୍ଣ।
04/09/2026

ଶୁଭ ଜନ୍ମାଷ୍ଟମୀ। ଜୟ ଶ୍ରୀ କୃଷ୍ଣ।

ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ 'ଆମ ସମ୍ବଳ' ସଂଗଠନ ପକ୍ଷରୁ ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।
27/08/2026

ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ 'ଆମ ସମ୍ବଳ' ସଂଗଠନ ପକ୍ଷରୁ ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।

ସ୍ୱାଧୀନତାର ଏହି ୮୦ତମ ମହୋତ୍ସବରେ, ଆମେ ପ୍ରଣାମ କରୁଛୁ ସେହି ବୀର ସଂଗ୍ରାମୀମାନଙ୍କୁ ଯେଉଁମାନଙ୍କ ତ୍ୟାଗ ଯୋଗୁଁ ଆଜି ଆମେ ମୁକ୍ତ ପବନରେ ନିଶ୍...
15/08/2026

ସ୍ୱାଧୀନତାର ଏହି ୮୦ତମ ମହୋତ୍ସବରେ, ଆମେ ପ୍ରଣାମ କରୁଛୁ ସେହି ବୀର ସଂଗ୍ରାମୀମାନଙ୍କୁ ଯେଉଁମାନଙ୍କ ତ୍ୟାଗ ଯୋଗୁଁ ଆଜି ଆମେ ମୁକ୍ତ ପବନରେ ନିଶ୍ୱାସ ନେଉଛୁ । ସମସ୍ତଙ୍କୁ ସ୍ୱାଧୀନତା ଦିବସର ହାର୍ଦ୍ଦିକ ଶୁଭେଚ୍ଛା । ଜୟ ହିନ୍ଦ୍ 🇮🇳🇮🇳🇮🇳

ତାରିଖ: ୧୫/୦୮/୨୦୨୬  ସମୟ: ଅପରାହ୍ନ ୩ ଘଟିକା
14/08/2026

ତାରିଖ: ୧୫/୦୮/୨୦୨୬ ସମୟ: ଅପରାହ୍ନ ୩ ଘଟିକା

ଖବରକାଗଜ ପୃଷ୍ଠାରୁ...କଟକ ୪୨ ମଉଜା ବଉଳକୁଦ ସ୍ଥିତ ସ୍ବର୍ଣ୍ଣଦେବୀ ଫୁଟବଲ ପଡ଼ିଆ ପରିସରରେ ବୃକ୍ଷ ରୋପଣ
05/08/2026

ଖବରକାଗଜ ପୃଷ୍ଠାରୁ...
କଟକ ୪୨ ମଉଜା ବଉଳକୁଦ ସ୍ଥିତ ସ୍ବର୍ଣ୍ଣଦେବୀ ଫୁଟବଲ ପଡ଼ିଆ ପରିସରରେ ବୃକ୍ଷ ରୋପଣ

ଗତ ତା ୦୨.୦୮.୨୦୨୬ ରିଖ ରବିବାର ଦିନ 'ଆମ ସମ୍ବଳ' ସଂଗଠନ ଏବଂ 'ସମ୍ବାଦ' ସାହିତ୍ୟଘରର ମିଳିତ ସହଯୋଗରେ ୪୨ ମଉଜା ବଉଳକୁଦ ସ୍ଥିତ ସ୍ବର୍ଣ୍ଣଦେବୀ...
03/08/2026

ଗତ ତା ୦୨.୦୮.୨୦୨୬ ରିଖ ରବିବାର ଦିନ 'ଆମ ସମ୍ବଳ' ସଂଗଠନ ଏବଂ 'ସମ୍ବାଦ' ସାହିତ୍ୟଘରର ମିଳିତ ସହଯୋଗରେ ୪୨ ମଉଜା ବଉଳକୁଦ ସ୍ଥିତ ସ୍ବର୍ଣ୍ଣଦେବୀ ଫୁଟବଲ ପଡ଼ିଆ ପରିସରରେ ବୃକ୍ଷରୋପଣ।

ଖବର କାଗଜ ପୃଷ୍ଠାରୁ...କାର୍ଗିଲ ବିଜୟ ଦିବସ ପାଳନ
28/07/2026

ଖବର କାଗଜ ପୃଷ୍ଠାରୁ...
କାର୍ଗିଲ ବିଜୟ ଦିବସ ପାଳନ

'ଆମ ସମ୍ବଳ' ସଂଗଠନ ପକ୍ଷରୁ ୨୭ତମ କାର୍ଗିଲ ବିଜୟ ଦିବସ ମା' ଗଡ଼ଚଣ୍ଡୀଙ୍କ ମନ୍ଦିର, କଟକ ପରିସରରେ ପାଳନ କରାଯାଇଥିଲା। ଏହି ଅବସରରେ ୧୦୮ ପ୍ରଦୀ...
27/07/2026

'ଆମ ସମ୍ବଳ' ସଂଗଠନ ପକ୍ଷରୁ ୨୭ତମ କାର୍ଗିଲ ବିଜୟ ଦିବସ ମା' ଗଡ଼ଚଣ୍ଡୀଙ୍କ ମନ୍ଦିର, କଟକ ପରିସରରେ ପାଳନ କରାଯାଇଥିଲା। ଏହି ଅବସରରେ ୧୦୮ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇ ବୀର ଶହୀଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।

ମାତୃଭୂମିର ସୁରକ୍ଷା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ସେହି ବୀର ସନ୍ତାନମାନଙ୍କୁ କାର୍ଗିଲ ବିଜୟ ଦିବସରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି । ଜ...
26/07/2026

ମାତୃଭୂମିର ସୁରକ୍ଷା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ସେହି ବୀର ସନ୍ତାନମାନଙ୍କୁ କାର୍ଗିଲ ବିଜୟ ଦିବସରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି । ଜୟ ହିନ୍ଦ୍

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ଅବସରରେ 'ଆମ ସମ୍ବଳ' ସଂଗଠନ ପକ୍ଷରୁ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁ ...
24/07/2026

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ଅବସରରେ 'ଆମ ସମ୍ବଳ' ସଂଗଠନ ପକ୍ଷରୁ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁ ଶ୍ରୀଜଗନ୍ନାଥ ସମସ୍ତଙ୍କର ମଙ୍ଗଳ କରନ୍ତୁ। ଜୟ ଶ୍ରୀ ଜଗନ୍ନାଥ

Address

Daraji Sahi, Chandinichowk Cuttack
Cuttack
753002

Telephone

+917205773760

Website

Alerts

Be the first to know and let us send you an email when Ama Sambala posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Ama Sambala:

Shortcuts

Share