Odisha kranti bahini trust

Directions

Odisha kranti bahini trust ଜୟ ଜଗନ୍ନାଥ
ସମାଜ ସେବା ହିଁ ଏକମାତ୍ର ପୁଣ୍ୟ ପଥ ମାନବ ସେବା ହିଁ ମାଧବ ସେବା

31/10/2024

ଓଡ଼ିଶା କ୍ରାନ୍ତି ବାହିନୀ ଟ୍ରଷ୍ଟ ର ହ୍ବାଟସପ ଗ୍ରୁପ ରେ ଯୋଗଦାନ ଦେଇ ସେବା କାର୍ଯ୍ୟ ରେ ନିଜକୁ ସମର୍ପିତ କରିବା ପାଇଁ
ହ୍ବାଟସପ କରନ୍ତୁ 9354506106 ରେ

30/10/2024

🙏ଅନ୍ୟ ର ସଫଳତା ଦେଖି ଯେଉଁ ମାନେ ଖୁସି ହୁଅନ୍ତି
ସେମାନେ ନିଶ୍ଚିତ ସମାଜ ମଙ୍ଗଳ କାରି ଙ୍କ ମଧ୍ୟରୁ ଜଣେ🙏
ଆଉ ଯେଉଁ ମାନେ ଇର୍ଷା କରନ୍ତି ?

30/10/2024

ଓଡ଼ିଶା କ୍ରାନ୍ତି ବାହିନୀ ଟ୍ରଷ୍ଟ କଟକ ଜିଲ୍ଲା ର ସମସ୍ତ ଆଇଡି କାର୍ଡ ଧାରୀ ଙ୍କ ଅବଗତ ନିମନ୍ତେ ଜଣାଇ ଦିଆଯାଉଛି ଯେ ସମସ୍ତେ ଆଗାମୀ ସେବା କାର୍ଯ୍ୟ ରେ ଯୋଗଦାନ ଦେବାପାଇଁ 9354506106 ରେ ହ୍ବାଟସପ ମେସେଜ କରନ୍ତୁ।

30/10/2024

ପର ଘର କଥା ଲୁଚି ଛପି ଶୁଣୁଥିବା
ବ୍ୟକ୍ତି ର ଚରିତ୍ର କେଉଁ କ୍ୟାଟାଗରି ରେ ଗଣା

27/08/2024

ମଳୟ ପବନ ବାଜିଲେ ଯେମିତି
ନିମ୍ବ ବୃକ୍ଷ ଚନ୍ଦନ ରେ ପରିଣତ ହୋଇଯାଏ।
ସେହିପରି ଖଳ ପ୍ରକୃତିର ଲୋକ ସାଧୁ ସଙ୍ଗତରେ ରହିଲେ ସାଧୁ ହୋଇଯାଏ।🙏🙏🙏

https://youtu.be/aRVFz5LsBU8?si=DKDvC98Onn4DjJehଓଡ଼ିଶା କ୍ରାନ୍ତି ବାହିନୀ ଟ୍ରଷ୍ଟ ର ଓଡ଼ିଶା ରସମସ୍ତ ମେମ୍ବର ମାନଙ୍କୁ  ଅନୁରୋଧ ଆଇଡ...
25/08/2024

https://youtu.be/aRVFz5LsBU8?si=DKDvC98Onn4DjJeh

ଓଡ଼ିଶା କ୍ରାନ୍ତି ବାହିନୀ ଟ୍ରଷ୍ଟ ର ଓଡ଼ିଶା ରସମସ୍ତ ମେମ୍ବର ମାନଙ୍କୁ ଅନୁରୋଧ ଆଇଡି କାର୍ଡ ପାଇଁ ହ୍ବାଟସପ କରନ୍ତୁ 9354506106

କ୍ରାନ୍ତି ବାହିନୀ ଟ୍ରଷ୍ଟ ପକ୍ଷରୁ ବୃକ୍ଷ ରୋପଣ ଓ ସଚେତନତା କାର୍ଯ୍ୟକ୍ରମ

Address

Cuttack

Website

Alerts

Be the first to know and let us send you an email when Odisha kranti bahini trust posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share