23/11/2025
ଚୌଦ୍ଵାର ପୌରପାଳିକା ଅଞ୍ଚଳର 12 ନମ୍ୱର ୱାର୍ଡ ବାସିନ୍ଦା ଶ୍ରୀଯୁକ୍ତ ରାଖଲ ସେଠୀ ନାମକ ଜଣେ ବ୍ୟକ୍ତି ଦୁର୍ଘଟଣାର ଶିକାର ହେବାପରେ ଡାହାଣ ପଟ ଗୋଡଟି ଭାଙ୍ଗିଯାଇ ଥିବାରୁ ଓ ପରେ ଅପରେସନ ହୋଇ ବର୍ତ୍ତମାନ ଶଯ୍ୟାଶାୟୀ ଥିବା ବେଳେ ଖବର ପାଇ ସେ wheel chair ମାଧ୍ୟମରେ କିପରି ଚଳପ୍ରଚଳ କରିବେ ସେଥିପାଇଁ Youth for Seba ଟିମ ତରଫରୁ ଏକ wheel chair ପ୍ରଦାନ କରାଗଲା !!!
ଜୟ ଜଗନ୍ନାଥ 🚩
ଆପଣଙ୍କ ନଜରରେ ଯଦି କୌଣସି ବ୍ୟକ୍ତିବିଶେଷଙ୍କ ନିମନ୍ତେ wheel chair ହେଉ ବା Tricycle ଆବଶ୍ୟକ ହୋଇଥାଏ ତେବେ ଆମ ସହ ଯୋଗାଯୋଗ କରନ୍ତୁ !!!
094385 19663 (ଅଫିସ)
7377172089
9861982263