19/04/2026
କଟକ ଗାନ୍ଧୀ ଭବନ ଠାରେ ଆୟୋଜିତ ପ୍ରାଦେଶିକ ସର୍ବୋଦୟ ସମାଜ ସମ୍ମିଳନୀରେ ଉତ୍କଳ ସର୍ବୋଦୟ ମଣ୍ଡଳର ସଭାପତି ମିହିର ପ୍ରତାପ ଦାସ ଓ
ସାଧାରଣ ସମ୍ପାଦକ ଆର୍ଯ୍ୟଭଟ୍ଟ ମହାନ୍ତିଙ୍କୁ ସର୍ଵସମ୍ମତି କ୍ରମେ ନିର୍ବାଚିତ ହୋଇଥିବାରୁ ଉଭୟଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ସହ ଉଭୟଙ୍କ ଦୃଢ଼ ଓ ପ୍ରେରଣାଦାୟକ ନେତୃତ୍ୱ ପାଇଁ ଆଗାମୀ ଦିନରେ ଓଡ଼ିଶାରେ ସର୍ବୋଦୟ ଆନ୍ଦୋଳନ ଆହୁରି ସଶକ୍ତ ହେବ ବୋଲି ଆମ ଆଶା ଓ ବିଶ୍ଵାସ। ଜୟ ଜଗତ !