23/03/2026
ତା - 23/03/2026 ରିଖ ଦିନ
ଭଞ୍ଜ ୱେଲଫର ଟ୍ରଷ୍ଟ ତରଫରୁ ଠଣାପଲ୍ଲୀ ଗ୍ରାମର (ଗ୍ରାମ ପଞ୍ଚାୟତ ମୋଟାବାଡ଼ି , ବୁଗୁଡ଼ା) କୁନ୍ତୀ ପ୍ରଧାନ , (ବୟସ - ୫୧) ଅସହାୟ ମହିଳାଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରାଗଲା । ସେ ଦୀର୍ଘ ୧୨ ବର୍ଷ ଅଜଣା ରୋଗ ରେ ପୀଡିତ ଏବଂ ଏକ ମାତ୍ର ପୁତ୍ର ରାଘବ ପ୍ରଧାନ (୧୬) ବିକଳାଙ୍ଗ ।
ଏହି କାର୍ଯ୍ୟକ୍ରମ ରେ ଭଞ୍ଜ ୱେଲଫର ଟ୍ରଷ୍ଟ ର ସଭାପତି - ରାଜ୍ କୁମାର ସାହୁ , ସମ୍ପାଦକ - ସୁନୀଲ କୁମାର ରଥ , କୋଷାଧ୍ୟକ୍ଷ - ଭାନୁ ପ୍ରସାଦ ପଣ୍ଡା, ମନୋରଞ୍ଜନ ପ୍ରଧାନ , ଅନିଲ ସାହୁ , ରାମପାଦ ମହାରଣା , ରାମଚନ୍ଦ୍ର ଗୌଡ଼ , ଅଜୟ ବେହେରା ,କାହ୍ନୁଚରଣ ସାହୁ ଉପସ୍ଥିତ ଥିଲେ ।