Brahmapur Startups

Brahmapur Startups Brahmapur Startups is a community for early stage startups. We have always been helping business in Brahmapur. Ideas - Digital - Growth

Brahmapur Startups is a community for early stage startups, for those who are thinking about starting up, those who have just started their business and those who are looking to grow!

17/02/2026
21/12/2025

ଡ଼ିସେମ୍ବର ୩୧ ପୂର୍ବରୁ ବ୍ରହ୍ମପୁର ସହର ତଳି ପଞ୍ଚାୟତକୁ Berhampur Municipal Corporation ରେ ମିଶ୍ରଣ ପାଇଁ ବିଜ୍ଞପ୍ତି ଜାରୀ କରିବକୁ ନଗର ଉନ୍ନୟନ ମନ୍ତ୍ରୀଙ୍କୁ ଭେଟି ଦାବୀ ଜଣାଇଲା ସହର ତଳି ମିଳିତ କ୍ରିୟାନୁଷ୍ଠାନ କମିଟି

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବ୍ରହ୍ମପୁର ଗସ୍ତରେ ଆସି ଗ୍ରେଟର୍ ବ୍ରହ୍ମପୁର ଘୋଷଣା କରିଥିଲେ l ତେବେ ଘୋଷଣାର ବିଜ୍ଞପ୍ତି ଯଦି ଚଳିତ ମାସ ୩୧ ତାରିଖ ସୁଦ୍ଧା ବିଜ୍ଞପ୍ତି ପ୍ରକାଶ ନ ପାଇବ ତେବେ ଆଉ ଗ୍ରେଟର ବ୍ରହ୍ମପୁର କାର୍ଯ୍ୟ ଅଧୁରା ରହିଯିବ l ଏନେଇ ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ର ଏକ ପ୍ରତିନିଧି ମଣ୍ଡଳୀ ଭୁବନେଶ୍ୱର ଠାରେ ଡାଇରେକ୍ଟର ମୁନିସିପାଲ ଆଡମିନିଷ୍ଟ୍ରେସନ ଅରବିନ୍ଦ ଡାକୁଆଙ୍କୁ ସାକ୍ଷାତ କରି ଜନଗଣନା କାର୍ଯକ୍ରମ ଆରମ୍ଭ ପରୀପ୍ରେକ୍ଷୀରେ କୌଣସି ଅଞ୍ଚଳର ପ୍ରଶାସନିକ ପରିସୀମା ପରିବର୍ତ୍ତନ କରିବା ନିମନ୍ତେ ଧାର୍ଯ୍ୟ କରାଯାଇଥିବା ଡିସେମ୍ବର ୩୧ ତାରିଖ ପୂର୍ବରୁ ମିଶ୍ରଣ ନିମନ୍ତେ ଆବଶ୍ୟକୀୟ ପ୍ରକ୍ରିୟାକୁ ସାରି ବିଜ୍ଞପ୍ତି ଜାରି କରିବାକୁ ଅନୁରୋଧ କରିଛନ୍ତି ।

ଏଠାରେ ସୂଚନାଯୋଗ୍ୟ ଯେ ୨୦୨୬ ରେ ଆଗାମୀ ଜନ ଗଣନା ଆରମ୍ଭ ହେବାକୁ ଥିବା ପରୀପ୍ରେକ୍ଷୀରେ ସରକାରଙ୍କ ତରଫରୁ ଯେ କୌଣସି ଗ୍ରାମ,ଗ୍ରାମ ପଞ୍ଚାୟତ , ବ୍ଲକ, ଉପଖଣ୍ଡ ତଥା ଜିଲ୍ଲା ସୀମା ନିର୍ଦ୍ଧାରଣ ଓ ପରିବର୍ତ୍ତନ ନିମନ୍ତେ ଡ଼ିସେମ୍ବର ୩୧ ତାରିଖ ପୂର୍ବରୁ ସାରିବାକୁ ନିର୍ଦ୍ଧେଶ ରହିଛି। ଏ ନେଇ ଡାଇରେକ୍ଟରଙ୍କୁ ଚେତେଇ ଦିଆଯିବା ସହ ଏଥିରେ ବିଳମ୍ବ ପ୍ରସଙ୍ଗକୁ ଅଯଥା ଜଟିଳତା ଆମନ୍ତ୍ରଣ କରିବ ବୋଲି କୁହାଯାଇଥିଲା ।

ସେହିପରି କମିଟି କର୍ମକର୍ତ୍ତା ମାନେ ଲୋକସେବା ଭବନରେ ପଂଚାୟତରାଜ ବିଭାଗ ଆଡିସିନାଲ ସେକ୍ରେଟାରୀ ସୂର୍ଯ୍ୟ ନାରାୟଣ ଦାସଙ୍କୁ ସାକ୍ଷାତ କରି ପଞ୍ଚାୟତ ମିଶ୍ରଣ ନେଇ ଆଲୋଚନା କରିଥିଲେ।

ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର Dr. Krushna Chandra Mahapatra ଙ୍କୁ ତାଙ୍କ ବାସଭବନ କାର୍ଯ୍ୟାଳୟରେ ସାକ୍ଷାତ କରି ମିଶ୍ରଣ ସମ୍ପର୍କରେ ବିସ୍ତ୍ରୁତ ଆଲୋଚନା କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରୀପ୍ରେକ୍ଷୀରେ ଡ଼ିସେମ୍ବର ୩୧ ପୂର୍ବରୁ ଏ ନେଇ ବିଜ୍ଞପ୍ତି ପ୍ରକାଶର ରହିଥିବା ଆବଶ୍ୟକତା ସମ୍ପର୍କରେ ମନ୍ତ୍ରୀଙ୍କୁ ଅବଗତ କରିଥିଲେ। ଡ଼ିସେମ୍ବର ୩୧ ପୂର୍ବରୁ ଏହି ପ୍ରକ୍ରିୟାକୁ ଚୂଡ଼ାନ୍ତ ରୁପ ଦେବାର ପ୍ରୟାସ କରାଯାଉଛି ବୋଲି ମନ୍ତ୍ରୀ କହିଥିଲେ। ଜିଲ୍ଲା ପ୍ରଶାସନ ଦ୍ବାରା ପ୍ରସ୍ତାବ ବିଭାଗ ନିକଟରେ ପହଞ୍ଚିବାରେ ସାମାନ୍ୟ ବିଳମ୍ବ ହୋଇଥିବାରୁ ଏଥିରେ ବିଳମ୍ବ ଘଟିଛି ବୋଲି କହିଥିଲେ।

26/11/2025
Berhampur Municipal Corporation clears merger of 13 more panchayats amid push for urban expansion
20/08/2025

Berhampur Municipal Corporation clears merger of 13 more panchayats amid push for urban expansion

Berhampur Municipal Corporation (BeMC) approves merging 13 panchayats for urban expansion, aiming at integrated development and addressing infrastructural needs.

Brahmapur Airport: Years of dream shattered
12/08/2025

Brahmapur Airport: Years of dream shattered

Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'S...

https://youtu.be/DKQmLUQbu4g?si=OrSQF6me8klvoRZl
02/08/2025

https://youtu.be/DKQmLUQbu4g?si=OrSQF6me8klvoRZl

ଟଙ୍କା ପାଇଁ ଅଧାରେ ଅଟକିଛି ବ୍ରହ୍ମପୁର ସହରର ବିକାଶ । ବିଇଏମସି ପାଖରେ ନାହିଁ ପର୍ଯ୍ୟାପ୍ତ ଟଙ୍କା । ସହରର ଉନ୍ନୟନମ.....

Address

Brahmapur
761001

Alerts

Be the first to know and let us send you an email when Brahmapur Startups posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Brahmapur Startups:

Share