Forum For Brahmapur

Forum For Brahmapur This site is only for Brahmapur Development works and advertising of Brahmapur City works

This site is only for Brahmapur Development works and advertising Brahmapur Markets Shopping ,Offices,Commercial,Community,Infrastructure

ଓଡ଼ିଶାରେ ବଢ଼ୁନି
16/08/2026

ଓଡ଼ିଶାରେ ବଢ଼ୁନି

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କ ସହିତ ଗଞ୍ଜାମ ବାସୀ ଅଛନ୍ତି |ଆପଣ ଆଗେ ବଢ଼ନ୍ତୁ |
09/08/2026

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କ ସହିତ ଗଞ୍ଜାମ ବାସୀ ଅଛନ୍ତି |
ଆପଣ ଆଗେ ବଢ଼ନ୍ତୁ |

16/07/2026
06/07/2026

ଆମର ସମସ୍ତ ମାନ୍ୟଗଣ୍ୟ ଅତିଥି ଙ୍କୁ of Odisha ଓ କୁ ହାର୍ଦ୍ଧିକ ସ୍ୱାଗତ💐
ଆପଣ ମାନେ ଜାଣନ୍ତି, ବ୍ରହ୍ମପୁର ଓ ସମଗ୍ର ଦକ୍ଷିଣ ଓଡ଼ିଶାର ଜନସାଧାରଣ ଅନେକ ଆଶା ନେଇ ୨୦୨୪ ରେ ବିଜେଡ଼ି ର ଲେଖା ଛିଡାଇଥିଲେ ଓ ବିଜେପିକୁ ବିପୁଳ ବିଜୟ ଦେଇଥିଲେ। ଗତ ଦୁଇ ବର୍ଷ ରେ ସରକାର ଅନେକ କାମ କରିଛନ୍ତି ସତ କିନ୍ତୁ ଦକ୍ଷିଣ ଓଡ଼ିଶାର ଅନେକ କାମ ବିନା କାରଣରେ ବିଳମ୍ବିତ ହେଉଛି। ଯାହା ଜନସାଧାରଣଙ୍କ ମନରେ ଘୋର ନିରାଶାର ମୁଖ୍ୟ କାରଣ ହୋଇଛି। ତେଣୁ ମାନ୍ୟବର କେନ୍ଦ୍ର ରେଳ -IT ମନ୍ତ୍ରୀ ଓ ଓଡ଼ିଶାର ମାନ୍ୟବର ମୁଖ୍ଯମନ୍ତ୍ରୀ ଙ୍କୁ ଅନୁରୋଧ ଦକ୍ଷିଣାଞ୍ଚଳର ଅନେକ ଦଶକ ପୁରୁଣା ଦାବି ଗୁଡିକୁ ହୃଦୟତାର ସହ ବିଚାର କରି ଯଥା ଶୀଘ୍ର କାମ ଆରମ୍ଭ କରନ୍ତୁ ଯାହା ଏହି ଅନଗ୍ରସର ଅଞ୍ଚଳକୁ ବିକାଶର ଆଲୋକ ଦେଖାଇବ🙏
🇮🇳Demands for Shri Ashwini Vaishnaw ji
1. Modernisation of Brahmapur Railway station with Concourse, Establishment of Rail Depot & Wagon factory at BAM, And commencement of new Railway lines- via , , , completion of & Rail lines

2. Establishment of IT/Tech Park, Expansion of BAM--STPI, Establishment of the proposed 'World Skill Centre'

🇮🇳Demands for Shri Mohan Charan Majhi ji
1. Completion & immediate expansion of Airport work at Rangeilunda, Establishment of a Green Field International Airport & NIPER at BAM.

2. Coastal Road up to Gopalpur, Commencement of Brahmapur -Jeypore and Sambalpur - Brahmapur Expressways, 4 laning of all major roads leading to Brahmapur and completion of Ring Road-- which is going on Since last 10 years.
Prabhati Parida Kanak Vardhan Singh Deo Dr. Pradeep Kumar Panigrahy K Anil Kumar

03/07/2026

ମାନନୀୟ ରେଳମନ୍ତ୍ରୀ ଶ୍ରୀ Ashwini Vaishnaw ଙ୍କୁ ବ୍ରହ୍ମପୁର ରେଳ ଷ୍ଟେସନ କୁ ସ୍ୱାଗତ।
ଆଶା #ବ୍ରହ୍ମପୁର ରେଳ ଷ୍ଟେସନ ର ବିକାଶ ଓ ରୁଫ ପ୍ଲାଜା/ଏୟାର କନକୋର୍ସେ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଛଡ଼ା, ଗୋଳନ୍ଥରା (ବ୍ରହ୍ମପୁର) ରେଳ ଡିପୋ ର ଘୋଷଣା, ବ୍ରହ୍ମପୁର ରୁ ମୁମ୍ବାଇ, ଦିଲ୍ଲୀ, ହାଇଦ୍ରାବାଦ, କୋଲକାତା ଓ ଅଯୋଧ୍ୟା କୁ ନୂତନ ଟ୍ରେନ ଆରମ୍ଭ,
ବ୍ରହ୍ମପୁର ( #ଗୋପାଳପୁର) - ସମ୍ବଲପୁର ( #ରେଢ଼ାଖୋଲ) ଭାୟା #ଫୁଲବାଣୀ
ଗୋପାଳପୁର- ତାଳଚେର ଭାୟା ମା' ତାରା ତାରିଣୀ ଓ
ଗୋପାଳପୁର - #ରାୟଗଡା ନୂତନ ରେଳ ପଥର ଘୋଷଣା ବି କରିବେ🙏
EASTCOASTRailway

27/06/2026

Address

Brahmapur
760001

Website

Alerts

Be the first to know and let us send you an email when Forum For Brahmapur posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Forum For Brahmapur:

Shortcuts

Share