Netaji Pathagar-ନେତାଜୀ ପାଠାଗାର

  • Home
  • India
  • Boudh
  • Netaji Pathagar-ନେତାଜୀ ପାଠାଗାର

Netaji Pathagar-ନେତାଜୀ ପାଠାଗାର Contact information, map and directions, contact form, opening hours, services, ratings, photos, videos and announcements from Netaji Pathagar-ନେତାଜୀ ପାଠାଗାର, Nonprofit Organization, Netaji patagar, Nurpa, Boudh.

AT-Nurpa,Dist-Boudh,To develop our Pathagar , villages,culture,society,social work and other work related to it..-:Members of NETAJI pathagarnetajipathagar23@gmail.

Ganesh puja  #2ᴋ25
31/08/2025

Ganesh puja

#2ᴋ25

Nuakhai juhar  #2ᴋ25
31/08/2025

Nuakhai juhar

#2ᴋ25

ଓଁ ବକ୍ରତୁଣ୍ଡ ମହାକାୟ ସୂର୍ୟକୋଟି ସମପ୍ରଭଃନିର୍ବିଘ୍ନଂ କୁରୁମେ ଦେବ ସର୍ବକାର୍ୟେଷୁ ସର୍ବଦା ।।
28/08/2025

ଓଁ ବକ୍ରତୁଣ୍ଡ ମହାକାୟ ସୂର୍ୟକୋଟି ସମପ୍ରଭଃ
ନିର୍ବିଘ୍ନଂ କୁରୁମେ ଦେବ ସର୍ବକାର୍ୟେଷୁ ସର୍ବଦା ।।

ଅର୍ଦ୍ଧଶତାବ୍ଦୀରୁ ଅଧିକ ପୁରୁଣା ଅନୁଷ୍ଠାନ ନେତାଜୀ ପାଠାଗାର, ନୂର୍ପାର ବାର୍ଷିକ ଉତ୍ସବ ଓ ନେତାଜୀ ଜୟନ୍ତୀ ପାଳନ ଅବସର  କିଛି ପ୍ରତିଯୋଗିତା ।
24/01/2025

ଅର୍ଦ୍ଧଶତାବ୍ଦୀରୁ ଅଧିକ ପୁରୁଣା ଅନୁଷ୍ଠାନ ନେତାଜୀ ପାଠାଗାର, ନୂର୍ପାର ବାର୍ଷିକ ଉତ୍ସବ ଓ ନେତାଜୀ ଜୟନ୍ତୀ ପାଳନ ଅବସର କିଛି ପ୍ରତିଯୋଗିତା ।

ଅର୍ଦ୍ଧଶତାବ୍ଦୀରୁ ଅଧିକ ପୁରୁଣା ଅନୁଷ୍ଠାନ ନେତାଜୀ ପାଠାଗାର, ନୂର୍ପାର ବାର୍ଷିକ ଉତ୍ସବ ଓ ନେତାଜୀ ଜୟନ୍ତୀ ପାଳନ l
24/01/2025

ଅର୍ଦ୍ଧଶତାବ୍ଦୀରୁ ଅଧିକ ପୁରୁଣା ଅନୁଷ୍ଠାନ ନେତାଜୀ ପାଠାଗାର, ନୂର୍ପାର ବାର୍ଷିକ ଉତ୍ସବ ଓ ନେତାଜୀ ଜୟନ୍ତୀ ପାଳନ l

ନେତାଜୀ ପାଠାଗାର ରେ ନେତାଜୀ ଜୟନ୍ତୀ ପାଳନ କଣ୍ଟାମାଳ ବିଧାୟିକା କହ୍ନାଇ ଚରଣ ଡ଼ାଙ୍ଗ ଉପସ୍ଥିତିରେ ।
23/01/2025

ନେତାଜୀ ପାଠାଗାର ରେ ନେତାଜୀ ଜୟନ୍ତୀ ପାଳନ କଣ୍ଟାମାଳ ବିଧାୟିକା କହ୍ନାଇ ଚରଣ ଡ଼ାଙ୍ଗ ଉପସ୍ଥିତିରେ ।

ନେତାଜୀ ଜୟନ୍ତୀ ପାଳନ ଉପଲକ୍ଷେ ମହାନଦୀ ନେତ୍ର ଚିକିତ୍ସାଲୟ ଓ ନେତାଜୀ ପାଠାଗାର ମିଲିତ ଅନୁକୁଲ୍ୟରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ।     #20...
22/01/2025

ନେତାଜୀ ଜୟନ୍ତୀ ପାଳନ ଉପଲକ୍ଷେ ମହାନଦୀ ନେତ୍ର ଚିକିତ୍ସାଲୟ ଓ ନେତାଜୀ ପାଠାଗାର ମିଲିତ ଅନୁକୁଲ୍ୟରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ।

#2025

ମହାନଦୀ ନେତ୍ର ଚିକିତ୍ସାଲୟ ଓ ନେତାଜୀ ପାଠାଗାର ମିଲିତ ଅନୁକୁଲ୍ୟରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ପାଇଁ ସଚେତନା
22/01/2025

ମହାନଦୀ ନେତ୍ର ଚିକିତ୍ସାଲୟ ଓ ନେତାଜୀ ପାଠାଗାର ମିଲିତ ଅନୁକୁଲ୍ୟରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ପାଇଁ ସଚେତନା

Address

Netaji Patagar, Nurpa
Boudh
PIN-762016

Alerts

Be the first to know and let us send you an email when Netaji Pathagar-ନେତାଜୀ ପାଠାଗାର posts news and promotions. Your email address will not be used for any other purpose, and you can unsubscribe at any time.

Share