AMAN Helping Hands

AMAN Helping Hands Contact information, map and directions, contact form, opening hours, services, ratings, photos, videos and announcements from AMAN Helping Hands, Nonprofit Organization, Bhubaneswar.

"We Make A Living By What We GET"
"But We Make A Life By What We GIVE"...
A-pproximately
M-eaningful
A-ssociation For
N-eedy Peoples
�Helping Hands�

Youtube- Instagram-

15/08/2026

"Education in the most powerful weapon which you can use to change the world."        AMAN Helping Hands
11/08/2026

"Education in the most powerful weapon which you can use to change the world."






AMAN Helping Hands

AMAN Helping Hands AMAN HELPING HANDS (ଅମନ୍ ହେଲ୍ପିଙ୍ଗ୍ ହାଣ୍ଡସ୍)    #ଜୀବନଧାରା  #ସୁନାବେଶ  #ବଡ଼ଦାଣ୍ଡ ସୁନାବେଶ ସେବା କାର୍ଯ୍ୟରେ...
28/07/2026

AMAN Helping Hands
AMAN HELPING HANDS (ଅମନ୍ ହେଲ୍ପିଙ୍ଗ୍ ହାଣ୍ଡସ୍)

#ଜୀବନଧାରା
#ସୁନାବେଶ
#ବଡ଼ଦାଣ୍ଡ

ସୁନାବେଶ ସେବା କାର୍ଯ୍ୟରେ ଆର୍ଥିକ ରୂପରେ, ସାମଗ୍ରୀ ଏବଂ ଶାରୀରିକ ଭାବରେ ଉପସ୍ଥିତ ରହି ସାହାଯ୍ୟ ସହଯୋଗ କରିଥିବା ସମସ୍ତ ବଦାନ୍ୟ ସହୃଦୟ ବ୍ୟକ୍ତି ବିଶେଷ ମାନଙ୍କୁ ଆମ ପରିବାର ତରଫରୁ ହୃଦୟରୁ ଧନ୍ୟବାଦ ସହିତ କୃତଜ୍ଞତା ଜ୍ଞାପନ କରୁଛୁ ।🙏🏻❤️

ଆପଣ ମାନଙ୍କ ଭଲପାଇବା ହିଁ ଆମ ପରିବାରକୁ ସାହସ ଦେଇ ସେବା କାର୍ଯ୍ୟକୁ ସଫଳ କରିବାରେ ସହାୟ ହୋଇଛି।❤️

ଧନ୍ୟବାଦ୍ ସହିତ ବହୁତ୍ ସାରା ଭଲପାଇବା ଆମ AHH ପରିବାର ର ପ୍ରତ୍ୟେକ ଭାଇ ଭଉଣୀଙ୍କୁ ...ସେମାନଙ୍କର ହୃଦୟର ସହିତ ଭଲପାଇବା ସହିତ ଅକ୍ଲାନ୍ତ ପରିଶ୍ରମ ଦେଇ ସେବା କାର୍ଯ୍ୟକୁ ସଫଳ କରିଥିବାରୁ ।🙏🏻🙏🏻🙏🏻❤️

AMAN Helping Hands AMAN HELPING HANDS (ଅମନ୍ ହେଲ୍ପିଙ୍ଗ୍ ହାଣ୍ଡସ୍)    #ଜୀବନଧାରା  #ଅନ୍ନମିତ୍ର  #ସୁନାବେଶ  #ବଡ଼ଦାଣ୍ଡ ସୁନାବେଶ ସେ...
28/07/2026

AMAN Helping Hands
AMAN HELPING HANDS (ଅମନ୍ ହେଲ୍ପିଙ୍ଗ୍ ହାଣ୍ଡସ୍)

#ଜୀବନଧାରା
#ଅନ୍ନମିତ୍ର
#ସୁନାବେଶ
#ବଡ଼ଦାଣ୍ଡ

ସୁନାବେଶ ସେବା କାର୍ଯ୍ୟରେ ଆର୍ଥିକ ରୂପରେ, ସାମଗ୍ରୀ ଏବଂ ଶାରୀରିକ ଭାବରେ ଉପସ୍ଥିତ ରହି ସାହାଯ୍ୟ ସହଯୋଗ କରିଥିବା ସମସ୍ତ ବଦାନ୍ୟ ସହୃଦୟ ବ୍ୟକ୍ତି ବିଶେଷ ମାନଙ୍କୁ ଆମ ପରିବାର ତରଫରୁ ହୃଦୟରୁ ଧନ୍ୟବାଦ ସହିତ କୃତଜ୍ଞତା ଜ୍ଞାପନ କରୁଛୁ ।🙏🏻❤️

ଆପଣ ମାନଙ୍କ ଭଲପାଇବା ହିଁ ଆମ ପରିବାରକୁ ସାହସ ଦେଇ ସେବା କାର୍ଯ୍ୟକୁ ସଫଳ କରିବାରେ ସହାୟ ହୋଇଛି।❤️

ଧନ୍ୟବାଦ୍ ସହିତ ବହୁତ୍ ସାରା ଭଲପାଇବା ଆମ AHH ପରିବାର ର ପ୍ରତ୍ୟେକ ଭାଇ ଭଉଣୀଙ୍କୁ ...ସେମାନଙ୍କର ହୃଦୟର ସହିତ ଭଲପାଇବା ସହିତ ଅକ୍ଲାନ୍ତ ପରିଶ୍ରମ ଦେଇ ସେବା କାର୍ଯ୍ୟକୁ ସଫଳ କରିଥିବାରୁ ।🙏🏻🙏🏻🙏🏻❤️

ଭାଇ ଜଣଙ୍କ ପୁରୀ ରୁ Missing ଅଛନ୍ତି ଯଦି କେହି ସନ୍ଧାନ ପାଆନ୍ତି ତେବେ ତଳେ ଦିଆ ଯାଇଥିବା ନମ୍ୱର୍ ରେ ଯୋଗାଯୋଗ କରିବାକୁ ଅନୁରୋଧ।🙏🏻🙏🏻🙏🏻ଏବଂ...
28/07/2026

ଭାଇ ଜଣଙ୍କ ପୁରୀ ରୁ Missing ଅଛନ୍ତି ଯଦି କେହି ସନ୍ଧାନ ପାଆନ୍ତି ତେବେ ତଳେ ଦିଆ ଯାଇଥିବା ନମ୍ୱର୍ ରେ ଯୋଗାଯୋଗ କରିବାକୁ ଅନୁରୋଧ।🙏🏻🙏🏻🙏🏻

ଏବଂ post ଟିକୁ share କରିବାକୁ ଅନୁରୋଧ ଯାହା ଫଳରେ ଭାଇ ଜଣଙ୍କ ତାଙ୍କ ପରିବାର ପାଖରେ ପହଞ୍ଚି ପାରିବେ।🙏🏻🙏🏻🙏🏻

Name - Balaram Bauta
Age-38
Father - Purushottam Bauta
At - Bachhalo
Po - Naugaonhat
Ps - Naugaon
Block - Naugaon
Dist - Jagatsinghpur
Contact -7848803906,7205336063

27/07/2026

ଆମ ଅଳିଆ....
ଆମ ଦାୟିତ୍ୱ.....

25/07/2026
ଚଳିତ ମାସ ଆସନ୍ତା ତା 25 ଜୁଲାଇ 2026 ରିଖ ଦିନ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ସୁନାବେଶ ଅବସରରେ ପୁରୀ ବଡ଼ ଦାଣ୍ଡରେ ଦୂର ଦୂରାନ୍ତରୁ ଆସୁଥିବା...
19/07/2026

ଚଳିତ ମାସ ଆସନ୍ତା ତା 25 ଜୁଲାଇ 2026 ରିଖ ଦିନ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ସୁନାବେଶ ଅବସରରେ ପୁରୀ ବଡ଼ ଦାଣ୍ଡରେ ଦୂର ଦୂରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ପାଇଁ ଆମ AHH ପରିବାର ତରଫରୁ ପ୍ରତିବର୍ଷ ଭଳି ଏ ବର୍ଷ ବି ଜୀବନ ଧାରା (ଜଳଛତ୍ର) ଏବଂ ଅନ୍ନମିତ୍ର ସେବାକାର୍ଯ୍ୟ ର ଆୟୋଜନ ହେଉଛି।

ପରିବାର ର ସମସ୍ତ ଭାଇ ଭଉଣୀ ମାନଙ୍କୁ ଅନୁରୋଧ ଉକ୍ତ ସେବା କାର୍ଯ୍ୟରେ ଯୋଗଦେଇ ସହଯୋଗ କରି ସେବା କାର୍ଯ୍ୟଟିକୁ ସଫଳ କରିବାରେ ସହାୟ ହେବେ ।🙏🏻🙏🏻🙏🏻

ଏଥି ସହିତ ଯଦି କୌଣସି ଭାଇ ଭଉଣୀ ସେବା କାର୍ଯ୍ୟପାଇଁ ସ୍ୱଇଚ୍ଛାରେ ଯୋଗଦେଇ ସାହାଯ୍ୟ ସହଯୋଗ କରିବାକୁ ଚାହାଁନ୍ତି ତେବେ ଆମେ ଆପଣକଂ ଅପେକ୍ଷାରେ।🙏🏻🙏🏻❤️

🙏🏻ଧନ୍ଯବାଦ 🙏🏻
Aman Helping Hands ❤️

17/07/2026

Celebrating my 8th year on Facebook. Thank you for your continuing support. I could never have made it without you. 🙏🤗🎉

ପବିତ୍ର ରଥଯାତ୍ରା ଅବସରରେ ତଥା ଆମ AMAN Helping Hands ପରିବାର ର 9ମ ଜନ୍ମ ଦିବସରେ ଆମ ପରିବାର ତରଫରୁ ପ୍ରଶାନ୍ତି ବିହାର ସ୍ଥିତ ଶିବ ମନ୍ଦି...
17/07/2026

ପବିତ୍ର ରଥଯାତ୍ରା ଅବସରରେ ତଥା ଆମ AMAN Helping Hands ପରିବାର ର 9ମ ଜନ୍ମ ଦିବସରେ ଆମ ପରିବାର ତରଫରୁ ପ୍ରଶାନ୍ତି ବିହାର ସ୍ଥିତ ଶିବ ମନ୍ଦିର ପ୍ରାଙ୍ଗଣରେ ଏକ ଛୋଟ ଅଙ୍ଗଦାନ ଶିବିର ର ଆୟୋଜନ କରାଯାଇଥିଲା।

ଉକ୍ତ ଶିବିରରେ ମୁଖ୍ୟ ଅତିଥି ଭାବରେ ଶ୍ରୀ ଶିରୀଶ ଚନ୍ଦ୍ର ଦାସ ମହୋଦୟ ମୁଖ୍ୟ ଅତିଥି ଭାବରେ ଯୋଗ ଏବଂ ସମ୍ମାନୀୟ ଅତିଥି ଭାବରେ ଶ୍ରୀ ପଦ୍ମଲୋଚନ ନାୟକ ମହୋଦୟ, ଶ୍ରୀ ମନୋରଞ୍ଜନ ଦାଶ ମହୋଦୟ , ଶ୍ରୀମତୀ ଉମା ଦେବୀ ପାଢ଼ୀ ମହୋଦୟା, ଶ୍ରୀମତୀ ବବିତା ପରିଡ଼ା ମହୋଦୟା, ଶ୍ରୀ ସୁରେନ୍ଦ୍ର ପୋଥାଳ ମହୋଦୟ, ଶ୍ରୀ ଆନନ୍ଦ ଚନ୍ଦ୍ର ଗୁରୁ ଙ୍କ ସମେତ ଖଟୁ ଚରଣ ବିଶ୍ୱାଳ ମହୋଦୟ ଯୋଗ ଦେଇ ନିଜର ବହୁ ମୂଲ୍ୟ ସମୟ ଦେଇ ସୁନ୍ଦର ମୂଲ୍ୟବାନ ଶବ୍ଦ ମାନ କହି ଆମକୁ ପ୍ରେରଣା ଯୋଗାଇଥିବାରୁ ଆମେ ସମସ୍ତ ଗୁରୁଜନଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରୁଛୁ।
ଏଥି ସହିତ ଧନ୍ୟବାଦ୍ ସହିତ କୃତଜ୍ଞତା ଜ୍ଞାପନ କରୁଛୁ ମନ୍ଦିର ର ଭାଗବତ ନନା ଙ୍କ ସମେତ ସମସ୍ତ ସେବକ ମଣ୍ଡଳୀ ଙ୍କୁ ସମସ୍ତ ପ୍ରକାର ର ସହଯୋଗର ହାତ ବଢ଼ାଇ ସେବା କାର୍ଯ୍ୟ ଟିକୁ ସଫଳ କରିବାରେ ସହଯୋଗ କରିଥିବାରୁ।🙏🏻🙏🏻🙏🏻

ଏଥି ସହିତ ଆମ AMAN HELPING HANDS (ଅମନ୍ ହେଲ୍ପିଙ୍ଗ୍ ହାଣ୍ଡସ୍) ପରିବାର ର ଯେଉଁ ଭାଇ ଭଉଣୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସୁଚାରୁ ରୂପରେ ତୁଲାଇ ସଫଳ କରିଥିଲେ ସେମାନଙ୍କୁ ମଧ୍ୟ ଅଶେଷ ଅଶେଷ ଧନ୍ୟବାଦ୍।🙏🏻🙏🏻❤️


Address

Bhubaneswar
751001

Opening Hours

Monday 9am - 7pm
Tuesday 9am - 7pm
Wednesday 9am - 7pm
Thursday 9am - 7pm
Friday 9am - 7pm
Saturday 9am - 7pm
Sunday 9am - 5pm

Telephone

7978380093

Alerts

Be the first to know and let us send you an email when AMAN Helping Hands posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to AMAN Helping Hands:

Shortcuts

Share