Hamara Bhadrak

Hamara Bhadrak Infotainment Portal , Advertising And Promotion . Social Media Promotion/Marketing . An Initiative By Youths Of Bhadrak . We do Digital Newscasting.

Tihidi Police nabbed 5 nos. of interdistrict dacoits.ତିହିଡ଼ି ପୋଲିସ ଦ୍ବାରା ୫ ଟି ଆନ୍ତର ଜିଲ୍ଲା ଡକାୟତ ଧରା ପଡ଼ିଛନ୍ତି।        ...
08/01/2025

Tihidi Police nabbed 5 nos. of interdistrict dacoits.
ତିହିଡ଼ି ପୋଲିସ ଦ୍ବାରା ୫ ଟି ଆନ୍ତର ଜିଲ୍ଲା ଡକାୟତ ଧରା ପଡ଼ିଛନ୍ତି।

Odisha Police Organisation District Administration,Bhadrak

କିଏ ସେ ଭଦ୍ରକର ଯୁବ ବିଧାୟକ ଯିଏ କି ଏହି ଦୁଇ ଠକ ସହିତ ମଉଜ ମଜ୍ଲିସ ରେ ସାମିଲ୍ ହୁଅନ୍ତି ?କାହିଁକି ପୋଲିସ ଚୁପ୍ ?                      ...
07/01/2025

କିଏ ସେ ଭଦ୍ରକର ଯୁବ ବିଧାୟକ ଯିଏ କି ଏହି ଦୁଇ ଠକ ସହିତ ମଉଜ ମଜ୍ଲିସ ରେ ସାମିଲ୍ ହୁଅନ୍ତି ?
କାହିଁକି ପୋଲିସ ଚୁପ୍ ?

Odisha Police Organisation Central Bureau of Investigation - CBI CMO Odisha

ଆମେ ପୁଣି ଫେରୁଛୁ ଏକ ନୂଆ ଢଙ୍ଗରେ।Stay Tune for more updates.
07/01/2025

ଆମେ ପୁଣି ଫେରୁଛୁ ଏକ ନୂଆ ଢଙ୍ଗରେ।
Stay Tune for more updates.

ଭଦ୍ରକ: ଟାଉନ ଥାନାରେ ଏତଲା ଦେଲେ  #ଭଦ୍ରକ ପୌରପାଳିକା ନିର୍ବାହୀ ଯନ୍ତ୍ରୀ |ଆଜି ପୌରପାଳିକା ରେ ଥିଲା କାଉନ୍ସିଲ ବୈଠକ, ବୈଠକ ସାରିବା ପରେ ପୌ...
27/05/2022

ଭଦ୍ରକ: ଟାଉନ ଥାନାରେ ଏତଲା ଦେଲେ #ଭଦ୍ରକ ପୌରପାଳିକା ନିର୍ବାହୀ ଯନ୍ତ୍ରୀ |

ଆଜି ପୌରପାଳିକା ରେ ଥିଲା କାଉନ୍ସିଲ ବୈଠକ, ବୈଠକ ସାରିବା ପରେ ପୌରପାଳିକା ନିର୍ବାହୀ ଅଧିକାରୀ ଦେବୀପ୍ରସାଦ ରାଉତ ଙ୍କୁ କିଛି ଶାସକ ଦଳର ନେତା ଦୂର୍ବେବହାର କରିବା ଅଭିଯୋଗ ଆଣି ଥାନାରେ ଏତଲା ଦେଲେ ନିର୍ବାହୀ ଯନ୍ତ୍ରୀ ଦେବୀପ୍ରସାଦ ରାଉତ |

ଯଦି ଏକ ସରକାରୀ ଅଫିସର କୁ ବିଧାୟକଙ୍କ ପାଖ ଲୋକ ଏମିତି କରିପାରନ୍ତି ତେବେ ଭଦ୍ରକରେ ରହୁଥିବା ସାଧାରଣ ବର୍ଗ ଲୋକଙ୍କୁ କିଏ ପଚାରେ ।
ବିଧାୟକଙ୍କୁ ପ୍ରଶ୍ନ ଏମିତି ଆଉ କେତେ ଅଫିସ ରେ ଡରେଇ ଧମକାଇ ନିଜ ଦଳୀୟ ଲୋକଙ୍କ କାମ କରୁଛନ୍ତି ଆପଣ ।

19/04/2022

ଯାହା କେବେ ହେଇନଥିଲା ତାହା ହେବାରେ ଲାଗିଛି,
ନୂତନ ପୌରାଧକ୍ଷା ଙ୍କ କମାଲ ,
ଭଦ୍ରକ ସହରର ଗୁରୁତ୍ୱପୂର୍ଣ୍ଣ ଜାଗାରେ ଲାଗିଲା ସିସି କ୍ୟାମେରା ।
ସୂଚନା ଅନୁଯାୟୀ ଏହି ସିସି କ୍ୟାମେରା ଭଦ୍ରକ ପୌରପାଳିକା ତରଫରୁ ଲଗାଯାଇଛି ।

ଧନ୍ୟ ତୁମ ରାଜନୀତି,ଯେଉଁ ରାଜ୍ୟ ରେ Child Labour ପାଇଁ ଅନେକ ଆଇନ ରହିଛି ସେଇ ରାଜ୍ୟର ଏକ ଜିଲ୍ଲାରେ ଭଦ୍ରକ ବିଧାୟକଙ୍କ ଆଦେଶ କ୍ରମେ ବିଜେଡି...
13/03/2022

ଧନ୍ୟ ତୁମ ରାଜନୀତି,
ଯେଉଁ ରାଜ୍ୟ ରେ Child Labour ପାଇଁ ଅନେକ ଆଇନ ରହିଛି ସେଇ ରାଜ୍ୟର ଏକ ଜିଲ୍ଲାରେ ଭଦ୍ରକ ବିଧାୟକଙ୍କ ଆଦେଶ କ୍ରମେ ବିଜେଡି ଦଳର ପ୍ରଚାର ଚିହ୍ନ ଧରି ରାତିରେ ଛୋଟ ଛୋଟ ପିଲା ବାଉଁଶ ଉପରେ ଚଡି ଦଳୀୟ କାମ କରୁଛନ୍ତି ।

ଭଦ୍ରକ ଜିଲ୍ଲା Child Labour ସଂସ୍ଥା ଚୁପ କାହିଁକି ?

ମୋର ଅନୁରୋଧ ଯଥା ଶୀଘ୍ର ଏହି ପିଲାଙ୍କୁ ନେଇ କାମ କରୁଥିବା ବ୍ୟକ୍ତିଙ୍କୁ ଦଣ୍ଡ ଦିଆଯାଉ ଓ ବିଧାୟକ ଙ୍କୁ ଏକ Notice ଜାରି କରାଯାଉ ।

Global March Against Child Labour Save the Children India Pranab Prakash Das CMO Odisha District Administration,Bhadrak

11/03/2022

ସ୍ୱାଭିମାନ ର ଲଢ଼େଇ,
ଆମ ଲଢ଼େଇ ।
ଭଦ୍ରକ ପୌରାଞ୍ଚଳ ମାଙ୍ଗୁଛି ହକ୍ ।

ବେପାରୀ ନିଜ ଗାଁ କୁ ଯାଅ ।
ଏ ଅଞ୍ଚଳ ଆମର ତମ ମିଛ ପ୍ରତିଶ୍ରୁତି ଆଉ ଲୋକେ ଶୁଣିବେ ନାହିଁ ।

ଭଦ୍ରକ ବାସୀ ବିକ୍ରୀ ପାର୍ଟି ନୁହଁନ୍ତି ଆପଣ କିଣିନେବେ ।
ଭଦ୍ରକ ବାସୀ ହେଉଛନ୍ତି ସ୍ୱାଭିମାନି ।
ନିଜ ସ୍ୱାଭିମାନ କୁ ବିକିବେ ନାହିଁ ।

Gulmaki Habib Jahid Habib

Today On   BJD leaders along with MLA hosted flag .This is picture of flag hosting and after flag hosting .Requesting Bh...
26/01/2022

Today On BJD leaders along with MLA hosted flag .
This is picture of flag hosting and after flag hosting .
Requesting Bhadrak Police to take fine ,
These politician with MLA didn't wear mask and didn't maintain social distance .
Govt rules are for only general people .
What about MLA and Others ?
Please look into this matter and take necessary action .

CMO Odisha Naveen Patnaik Pranab Prakash Das Mo Sarkar 5T

25/01/2022

ସମୟ ଏମିତି ଆସିବ ,
ମାନ୍ୟବର ଭଦ୍ରକ ଛାଡ଼ି ଭୁବନେଶ୍ୱର ରେ ଥିବା ବାସ ଭବନରେ ବିଶ୍ରାମ କରିବେ ,
ନହେଲେ କାଉନସିଲର ନିର୍ବାଚନରେ କାଉନସିଲର ପଦ ପାଇଁ ପ୍ରାର୍ଥୀ ହେବେ ।
କିନ୍ତୁ ଭଦ୍ରକ ବାସୀ ସବୁ ଜଣିଗଲେନି ଆଉ ମାନ୍ୟବର ହେବାର Chance ନାହିଁ ।

ମିଛ କହିବା ବନ୍ଦ କରି କାମ କର ,
ଟଙ୍କା ଦେଇ ଟିକେଟ ନେଇଛ ମାନେ କଣ ସବୁ ବିକି ପକାଅ ।

Address

Bhubaneswar

Website

Alerts

Be the first to know and let us send you an email when Hamara Bhadrak posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Hamara Bhadrak:

Shortcuts

Share