Mulnivasi Student & Youth Front, Odisha

Mulnivasi Student & Youth Front, Odisha Mulnivasi Student & Youth Front is a social organization which agitating the community of SC,ST,OBC. and Religious Minority peoples.

Commemorating the life and legacy of Guru Ravidas, a champion of equality, justice, and human rights, whose teachings co...
12/02/2025

Commemorating the life and legacy of Guru Ravidas, a champion of equality, justice, and human rights, whose teachings continue to inspire and empower marginalized communities worldwide.


ତ୍ୟାଗମୁର୍ତ୍ତି ମାତା ରାମବାଇ ଆମ୍ବେଡକରଙ୍କ ୧୨୭ ତମ ଜୟନ୍ତୀ (୦୭/୦୨/୧୮୯୮) ଅବସରରେ ତ୍ୟାଗ, ବଳିଦାନ ଓ ସାହସର ମୂର୍ତ୍ତିମନ୍ତ ପ୍ରତୀକ ମାତାଙ୍...
07/02/2025

ତ୍ୟାଗମୁର୍ତ୍ତି ମାତା ରାମବାଇ ଆମ୍ବେଡକରଙ୍କ ୧୨୭ ତମ ଜୟନ୍ତୀ (୦୭/୦୨/୧୮୯୮) ଅବସରରେ ତ୍ୟାଗ, ବଳିଦାନ ଓ ସାହସର ମୂର୍ତ୍ତିମନ୍ତ ପ୍ରତୀକ ମାତାଙ୍କୁ ମୂଳନିବାସୀ ଛାତ୍ର ଓ ଯୁବ ସାମ୍ମୁଖ୍ୟ ପକ୍ଷରୁ କୋଟି କୋଟି ନମନ।

🪔🪷💙

Paying tribute to Jogendra Nath Mandal on his birth anniversary—a distinguished scholar, devoted social reformer, and un...
29/01/2025

Paying tribute to Jogendra Nath Mandal on his birth anniversary—a distinguished scholar, devoted social reformer, and unwavering advocate against caste oppression.

A distinguished statesman, he worked tirelessly to secure Dr. Ambedkar's place in the Constituent Assembly, significantly shaping India's constitutional path.

His enduring legacy of justice and empowerment continues to inspire generations.

🙏💙🪷🪔

ସମ୍ବିଧାନ ସଭା ରେ ଆଦିବାସୀ ମାନଙ୍କ ସ୍ବାର୍ଥ ପାଇଁ ଲଢେ଼ଇ କରିବା ସହିତ ସମଗ୍ର ନିସ୍ପେସିତ ବର୍ଗର ଅଧିକାର ପାଇଁ ବାବାସାହେବ ଆମ୍ବେଦକରଙ୍କୁ ପୂ...
03/01/2025

ସମ୍ବିଧାନ ସଭା ରେ ଆଦିବାସୀ ମାନଙ୍କ ସ୍ବାର୍ଥ ପାଇଁ ଲଢେ଼ଇ କରିବା ସହିତ ସମଗ୍ର ନିସ୍ପେସିତ ବର୍ଗର ଅଧିକାର ପାଇଁ ବାବାସାହେବ ଆମ୍ବେଦକରଙ୍କୁ ପୂର୍ଣ୍ଣ ସହଯୋଗ କରିଥିବା ଏବଂ ସ୍ଵର୍ଣ୍ଣ ପଦକ ବିଜୟୀ ହକି ଖେଳାଳୀ ମାରାଙ୍ଗଗୋମକେ ଜୟପାଲ ସିଂହ ମୁଣ୍ଡା ଙ୍କ ଜନ୍ମ ଦିନରେ କୋଟି ନମନ୍ 🙏🙏

ଜୁହାର୍ 🙏🏾ଭାରତର ପ୍ରଥମ ନାରୀ ଶିକ୍ଷୟତ୍ରୀ କ୍ରାନ୍ତି ଜ୍ୟୋତି ମାତା ସାବିତ୍ରୀ ବାଈ ଫୁଲେଙ୍କ ଜନ୍ମ ବାର୍ଷିକୀ ଅବସରରେ ଆମେ ଆପଣଙ୍କୁ ଏକ ଆଲୋଚନ...
03/01/2025

ଜୁହାର୍ 🙏🏾

ଭାରତର ପ୍ରଥମ ନାରୀ ଶିକ୍ଷୟତ୍ରୀ କ୍ରାନ୍ତି ଜ୍ୟୋତି ମାତା ସାବିତ୍ରୀ ବାଈ ଫୁଲେଙ୍କ ଜନ୍ମ ବାର୍ଷିକୀ ଅବସରରେ ଆମେ ଆପଣଙ୍କୁ ଏକ ଆଲୋଚନା ପାଇଁ ନିମନ୍ତ୍ରଣ କରୁଛୁ ।

ସମୟ : ସନ୍ଧ୍ୟା ୭ ଟା ୩୦
ତାରିଖ : ୦୩ ଜାନୁଆରୀ ୨୦୨୫ (ଆଜି)

Platform - Google meet

DM for link 🖇️

ଜୟ ଭୀମ !ଜୟ ସାବିତ୍ରୀ !ଆଜି ୦୩ ଜାନୁଆରୀ ୨୦୨୫, ଭାରତର ପ୍ରଥମ ନାରୀ ଶିକ୍ଷୟତ୍ରୀ କ୍ରାନ୍ତି ଜ୍ୟୋତି ମାତା ସାବିତ୍ରୀ ବାଈ ଫୁଲେଙ୍କ ଜନ୍ମ ବାର...
03/01/2025

ଜୟ ଭୀମ !
ଜୟ ସାବିତ୍ରୀ !

ଆଜି ୦୩ ଜାନୁଆରୀ ୨୦୨୫, ଭାରତର ପ୍ରଥମ ନାରୀ ଶିକ୍ଷୟତ୍ରୀ କ୍ରାନ୍ତି ଜ୍ୟୋତି ମାତା ସାବିତ୍ରୀ ବାଈ ଫୁଲେଙ୍କ ଜନ୍ମ ବାର୍ଷିକୀ ଅବସରରେ ସମସ୍ତଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା ।

" ପାଣି, ପବନ, ମଣିଷ ପାଇଁ ପୃଥିବୀ ବଂଚାଅ  କୋଇଲା, ବକ୍ସାଇଟ୍ ଚନ୍ଦ୍ର ପୃଷ୍ଠରେ ଖୋଜ । "            ~ ମୂଳନିବାସୀ ଛାତ୍ର ଓ ଯୁବ ସାମ୍ମୁଖ୍ୟ...
02/01/2025

" ପାଣି, ପବନ, ମଣିଷ ପାଇଁ ପୃଥିବୀ ବଂଚାଅ
କୋଇଲା, ବକ୍ସାଇଟ୍ ଚନ୍ଦ୍ର ପୃଷ୍ଠରେ ଖୋଜ । "

~ ମୂଳନିବାସୀ ଛାତ୍ର ଓ ଯୁବ ସାମ୍ମୁଖ୍ୟ, ଓଡ଼ିଶା

Saluting the brave Mahar warriors on the 207th anniversary of Bhima Koregaon Shaurya Divas. This day stands as a powerfu...
01/01/2025

Saluting the brave Mahar warriors on the 207th anniversary of Bhima Koregaon Shaurya Divas. This day stands as a powerful symbol of the fight against oppression and injustice, and a testament to unwavering bravery and resilience.


୨ ଜାନୁଆରୀ - ବିସ୍ଥାପନ ବିରୋଧ ଦିବସକଳିଙ୍ଗନଗରରେ ହୋଇଥିବା ଆଦିବାସୀ ମାନଙ୍କ ସେହି ଗଣହତ୍ୟା କେବଳ ହତ୍ୟା ନଥିଲା । ତାହା ଥିଲା ସମଗ୍ର ଆଦିବାସ...
29/12/2024

୨ ଜାନୁଆରୀ - ବିସ୍ଥାପନ ବିରୋଧ ଦିବସ

କଳିଙ୍ଗନଗରରେ ହୋଇଥିବା ଆଦିବାସୀ ମାନଙ୍କ ସେହି ଗଣହତ୍ୟା କେବଳ ହତ୍ୟା ନଥିଲା । ତାହା ଥିଲା ସମଗ୍ର ଆଦିବାସୀ - ମୂଳନିବାସୀ ମାନଙ୍କ ପାଇଁ ଏକ ଧମକ୍ । ମାଟିକୁ ଭଲପାଉଥିବା ପ୍ରତିଟି ମଣିଷ ବିରୁଦ୍ଧରେ ଏକ ପ୍ରୟୋଜିତ ବର୍ବରତା ।

ଏକର ଏକର ମାଟି, କୋଟି କୋଟି ଗଛ, ଶହ ଶହ ଝରଣା, ଆକାଶ ଆକାଶ ପବନ, ମୁଲକ ମୁଲକ ମଣିଷ ଗିଳି ପକାଉଥିବା ସର୍କାର୍ ସମର୍ଥିତ କମ୍ପାନୀ ଆଦିବାସୀ ବହୁଳ ଏକ ରାଜ୍ୟକୁ ହିଁ ବାସଚ୍ୟୁତ କରିଦେବ ।

ହାତରେ ହାତ ଛନ୍ଦି, ସ୍ବରରେ ସ୍ବର ମିଳେଇ ବିସ୍ଥାପନ ବିରୋଧରେ ଏକାଠି ହେବାର ବେଳ ଇଏ ।

Find yourself in this convention and cherish the indigenous world view.
27/12/2024

Find yourself in this convention and cherish the indigenous world view.


26/12/2024

Don't let the green smile turn into red sadness !

Join us in the convention to reflect your commitment to save Gandhamardan.


Address

Plot No. E/34, GGP Colony, Rasulgarh
Bhubaneswar
751010

Telephone

7327999775

Alerts

Be the first to know and let us send you an email when Mulnivasi Student & Youth Front, Odisha posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Mulnivasi Student & Youth Front, Odisha:

Share