Lovestar social work trust

Lovestar social work trust *ମାନବ ସେବା ହିଁ ମାଧବ ସେବା। ଜୀବନରେ ଯେତେ କଷ୍ଟ ଆସୁ ମଧ୍ଯ ଆମେ ସମାଜ ସେବୀ ମାନେ କେବେ ପଛେଇ ବୁ ନାହଁ। 🙏🙏

ଆମ ଲଭଷ୍ଟାର ସୋସିଆଲ୍ ୱାର୍କ ଟ୍ରଷ୍ଟ ପରିବାର ତରଫରୁ ପ୍ରଜ୍ଞା ଦିଦିଙ୍କୁ ତାଙ୍କ ଜନ୍ମଦିନ ର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଭଗବାନ କରନ୍ତୁ...
02/08/2026

ଆମ ଲଭଷ୍ଟାର ସୋସିଆଲ୍ ୱାର୍କ ଟ୍ରଷ୍ଟ ପରିବାର ତରଫରୁ ପ୍ରଜ୍ଞା ଦିଦିଙ୍କୁ ତାଙ୍କ ଜନ୍ମଦିନ ର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଭଗବାନ କରନ୍ତୁ ତାଙ୍କୁ ଏବଂ ତାଙ୍କ ପରିବାର କୁ ଭଲରେ ରଖନ୍ତୁ "ଜୟ ଜଗନ୍ନାଥ" 🙏🙏🙏

ଆମ ଲଭଷ୍ଟାର ସୋସିଆଲ୍ ୱାର୍କ ଟ୍ରଷ୍ଟ ପରିବାର ତରଫରୁ ଶ୍ରଦ୍ଧାଞ୍ଜଳି ଦିଦିଙ୍କୁ ତାଙ୍କ ଜନ୍ମଦିନ ର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଭଗବାନ କ...
31/07/2026

ଆମ ଲଭଷ୍ଟାର ସୋସିଆଲ୍ ୱାର୍କ ଟ୍ରଷ୍ଟ ପରିବାର ତରଫରୁ ଶ୍ରଦ୍ଧାଞ୍ଜଳି ଦିଦିଙ୍କୁ ତାଙ୍କ ଜନ୍ମଦିନ ର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଭଗବାନ କରନ୍ତୁ ତାଙ୍କୁ ଏବଂ ତାଙ୍କ ପରିବାର କୁ ଭଲରେ ରଖନ୍ତୁ "ଜୟ ଜଗନ୍ନାଥ" 🙏🙏🙏

ଆମ ଲଭଷ୍ଟାର ସୋସିଆଲ୍ ୱାର୍କ ଟ୍ରଷ୍ଟ ପରିବାର ତରଫରୁ ଷଷ୍ଠ  ବାର୍ଷିକ ବିନମ୍ର ଶ୍ରଦ୍ଧାଞ୍ଜଳି ମାନବ ପ୍ରେମୀ ଆଦିତ୍ୟ ଭାଇ,,ସତରେ କିଛି ପୁଣ୍ୟାତ...
30/07/2026

ଆମ ଲଭଷ୍ଟାର ସୋସିଆଲ୍ ୱାର୍କ ଟ୍ରଷ୍ଟ ପରିବାର ତରଫରୁ ଷଷ୍ଠ ବାର୍ଷିକ ବିନମ୍ର ଶ୍ରଦ୍ଧାଞ୍ଜଳି ମାନବ ପ୍ରେମୀ ଆଦିତ୍ୟ ଭାଇ,,ସତରେ କିଛି ପୁଣ୍ୟାତ୍ମା ଆମ ପାଖରେ ସବୁଦିନ ପାଇଁ ସ୍ମୃତି ହେଇ ରହିଯାନ୍ତି,,,ଦେଖୁ ଦେଖୁ ଛଅ ବର୍ଷ ପୁରିଗଲା,, ବେଳେବେଳେ ଲାଗେ ସତରେ ତମେ ଫେରିଆସନ୍ତକି,,ପୁଣି ଆଗ ଭଳି ଆମେ ନିଃସ୍ଵାର୍ଥ ଭାବରେ ସମାଜ ସେବା କରନ୍ତେ, ଆପଣ ଯେଉଁଠି ବି ରୁହନ୍ତୁ ଆପଣ ସବୁବେଳେ ଆମକୁ ଶକ୍ତି ଦିଅନ୍ତୁ ଆମେ ସବୁ ଗରିବ ଅସହାୟ ଲୋକଙ୍କ ପାଖକୁ ଯାଇ ସାହାଯ୍ୟ ସହଯୋଗ ର ହାତ ବଢ଼ାଇ ପାରିବୁ।

With BABU BHAI PRODUCTIONs – I just got recognised as one of their top fans! 🎉
30/07/2026

With BABU BHAI PRODUCTIONs – I just got recognised as one of their top fans! 🎉

ଆମ ଲଭଷ୍ଟାର ସୋସିଆଲ ୱାର୍କ ଟ୍ରଷ୍ଟ ତରଫରୁ ମହେଶ ବେହେରା ଙ୍କ ଜନ୍ମଦିନ ରେ  ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ । ସମାଜ ସେବା ପାଇ ତାଙ୍କ ମନ ...
28/07/2026

ଆମ ଲଭଷ୍ଟାର ସୋସିଆଲ ୱାର୍କ ଟ୍ରଷ୍ଟ ତରଫରୁ ମହେଶ ବେହେରା ଙ୍କ ଜନ୍ମଦିନ ରେ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ । ସମାଜ ସେବା ପାଇ ତାଙ୍କ ମନ ସବୁବେଳେ ବ୍ୟାକୁଳ ହୋଇ ଥାଏ , ସଦା ମାନବ ସେବା କରିବା ପାଇଁ ତାଙ୍କ ରକ୍ତ ରେ କୁଟି କୁଟି ଭରି ରହିଛି ସ୍ନେହ ଶର୍ଧା ଆଦର ଓ ଭଲ ପାଇବା । ଭଗବାନ କରନ୍ତୁ ତାଙ୍କୁ ଏବଂ ତାଙ୍କର ପରିବାର କୁ ସବୁବେଳେ ଭଲ ରେ ରଖନ୍ତୁ।

ଆମ ଲଭଷ୍ଟାର ସୋସିଆଲ ୱାର୍କ ଟ୍ରଷ୍ଟ ତରଫରୁ ଦିଗାମ୍ବର ଭାଇ ଙ୍କୁ ତାଙ୍କ ଜନ୍ମଦିନ ର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ।ଭଗବାନ କରନ୍ତୁ ତାଙ୍କ...
28/07/2026

ଆମ ଲଭଷ୍ଟାର ସୋସିଆଲ ୱାର୍କ ଟ୍ରଷ୍ଟ ତରଫରୁ ଦିଗାମ୍ବର ଭାଇ ଙ୍କୁ ତାଙ୍କ ଜନ୍ମଦିନ ର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ।ଭଗବାନ କରନ୍ତୁ ତାଙ୍କୁ ଏବଂ ତାଙ୍କର ପରିବାର କୁ ଭଲରେ ରଖନ୍ତୁ। ତାଙ୍କ ଜନ୍ମଦିନ ଅବସରରେ ସେ ଆମ ଲଭଷ୍ଟାର ସୋସିଆଲ ୱାର୍କ ଟ୍ରଷ୍ଟ ର ଚେୟାରମ୍ୟାନ କିଷାନ ଭାଇ କୁ ଯୋଗାଯୋଗ କରି ଭୁବନେଶ୍ୱର ସ୍ଥିତ ସୁନ୍ଦରପଦା ସ୍ଥିତ ପିପୁଲ ଫର୍ ସେବା ବୃଦ୍ଧା ଆଶ୍ରମ ରେ ରହୁଥିବା ବାପା, ମାଁ ଙ୍କୁ ରାତ୍ରି ଭୋଜନ ବଣ୍ଟନ କହିଥିଲେ। ଏହି କାର୍ୟ୍ଯକ୍ରମ ରେ ଆମ ଲଭଷ୍ଟାର ସୋସିଆଲ ୱାର୍କ ଟ୍ରଷ୍ଟ ର ସେକ୍ରେଟାରୀ ବିଜୟ ଭାଇ, ଉପସ୍ଥିତ ରହି ସାହାୟ୍ଯ ସହଯୋଗ କରି କାର୍ୟ୍ଯକ୍ରମ କୁ ଭଲରେ ଭଲରେ ସଫଳ କରିଥିଲେ।

Address

NEAR JAGANNATH TEMPLE MANCHESWARPATRA SAHI MANCHESWAR
Bhubaneswar
751017

Telephone

+918895131198

Website

Alerts

Be the first to know and let us send you an email when Lovestar social work trust posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Lovestar social work trust:

Shortcuts

Share