24/09/2026
ରୁଦ୍ରାଂଶ ନାୟକ ଙ୍କ ଜନ୍ମ ଦିନ ଉପଲକ୍ଷେ (ମନୋରଞ୍ଜନ ନାୟକ ଓ ମୋନାଲିସା ପରିଡ଼ା, ବିରିବନ୍ଧ) ପିପୁଲ୍ ଫର୍ ସେବା ବୃଦ୍ଧାଶ୍ରମ ର ଅନ୍ତେବାସୀ ଙ୍କ ପାଇଁ ଗ୍ରୋଷରୀ ସହିତ ଖାଇବା ବ୍ୟବସ୍ଥା କରି ଥିବାରୁ ଆଶ୍ରମ ବାସୀ ଙ୍କ ତରଫରୁ ଢେର୍ ସାରା ଭଲ ପାଇବା ଓ ଆଶୀର୍ବାଦ |ଋଦ୍ରାଂଶ ଙ୍କ ଚଲାପଥ କୁସୁମିତ ହେଉ ଓ ଭବିଷ୍ୟତ ଉଜ୍ଜଳ ମୟ ହେଉ ଏହା ଆମର ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ନିକଟରେ ପ୍ରାର୍ଥନା 🙏🙏