12/04/2026
https://www.facebook.com/share/v/1B1gsFfy7U/
*Spot Stroke Save Lives | Glimpses of IFI Foundation's Youth Awareness Movement at UN (Auto) College*
ବ୍ରେନ୍ ଷ୍ଟ୍ରୋକ୍ ବା ମସ୍ତିଷ୍କାଘାତ ଆଜି ସାରା ବିଶ୍ୱରେ ଏକ ବଡ଼ ଜନସ୍ୱାସ୍ଥ୍ୟ ଆହ୍ୱାନ ପାଲଟିଛି। ଓ୍ୱାର୍ଲ୍ଡ ଷ୍ଟ୍ରୋକ୍ ଅର୍ଗାନାଇଜେସନ୍ର ତଥ୍ୟ ଅନୁଯାୟୀ ବିଶ୍ୱରେ ପ୍ରତି ଚାରି ସେକେଣ୍ଡରେ ଜଣେ ବ୍ୟକ୍ତି ଷ୍ଟ୍ରୋକ୍ରେ ପ୍ରାଣ ହରାଉଛନ୍ତି। ଉଚ୍ଚ ରକ୍ତଚାପ, ଅନିୟନ୍ତ୍ରିତ ମଧୁମେହ, ମୋଟାପଣ, ଅସ୍ୱାସ୍ଥ୍ୟକର ଜୀବନଶୈଳୀ କାରଣରୁ ବ୍ରେନ୍ ଷ୍ଟ୍ରୋକ୍ ଘଟଣା ବଢ଼ିବାରେ ଲାଗିଛି। କେବଳ ବୟସ୍କ ନୁହନ୍ତି, ଯୁବପିଢ଼ି ମଧ୍ୟ ଏହାର ଶିକାର ହେଉଛନ୍ତି।
ଷ୍ଟ୍ରୋକ୍ର ମୁକାବିଲା ପାଇଁ ଏହାର ଲକ୍ଷଣକୁ ଜାଣିବା ଜରୁରୀ। ଯଦି ଆପଣଙ୍କ ଆଖପାଖରେ କାହାର ଶରୀରର ସନ୍ତୁଳନ ବିଗିଡ଼ିବା, ଆଖିକୁ ଝାପସା ଦେଖାଯିବା, ମୁହଁ ବଙ୍କା ହେବା କିମ୍ବା କଥା ଅସ୍ପଷ୍ଟ ହେବା ଭଳି ସମସ୍ୟା ଦେଖାଦିଏ, ତେବେ ଏହାକୁ ଅବହେଳା ନ କରି ତୁରନ୍ତ ନିକଟସ୍ଥ ଚିକିତ୍ସାଳୟକୁ ନେଇଯାଆନ୍ତୁ। ସଠିକ୍ ସମୟରେ ଚିକିତ୍ସା ମିଳିଲେ ଜଣଙ୍କର ବହୁମୂଲ୍ୟ ଜୀବନ ବଞ୍ଚିପାରିବ।
IFI Foundation, in collaboration with U.N. (Autonomous) College of Science & Technology, Adaspur, brought together bright young minds, educators, and health experts to ignite a powerful movement against one of the world’s most silent yet devastating health threats— . Over 200 students and faculty pledged as during the , IFI Stroke Initiative’s collective youth health awareness programme.
By equipping participants with the knowledge for prevention and management of the condition in identifying early warning signs, responding swiftly, and promoting timely diagnosis, we are committed to building youth as catalysts who don't just react to stroke—but actively work to stop it before it strikes.
For the 4th year in a row, this six-month-long campaign, which kicked off from on April 7, 2026, will continue till , October 29, 2026, creating widespread public health awareness and community-level change in fighting against this silent killer in and beyond. We extend our gratitude to all participants and partners in continuing to take forward this shared responsibility to the next level.
IFI calls upon every young individual to rise as a changemaker and become a stroke spotter. Together, we can turn knowledge into power, action into impact, and vision into reality—moving closer, step by step, toward a stroke-free world.
Watch | Comment | Share