Surakhya Bhubaneswar

Surakhya Bhubaneswar Contact information, map and directions, contact form, opening hours, services, ratings, photos, videos and announcements from Surakhya Bhubaneswar, Non-Governmental Organization (NGO), plot no 322 PROJECT WATER Niladri Vihar, Chandrasekharpur, Bhubaneswar.

ରାଜଧାନୀର ଅନ୍ୟତମ ଅଗ୍ରଣୀ ସ୍ବେଛାସେବୀ ସଂଗଠନ "ସୁରକ୍ଷା"ପକ୍ଷରୁ ସ୍ଥାନୀୟ ଲୁମ୍ବିନୀବିହାରସ୍ଥିତି ପ୍ରୋଜେକ୍ଟ ୱାଟର ପରିସରରେ 79 ତମ ସ୍ୱାଧୀନ...
15/08/2025

ରାଜଧାନୀର ଅନ୍ୟତମ ଅଗ୍ରଣୀ ସ୍ବେଛାସେବୀ ସଂଗଠନ "ସୁରକ୍ଷା"ପକ୍ଷରୁ ସ୍ଥାନୀୟ ଲୁମ୍ବିନୀବିହାରସ୍ଥିତି ପ୍ରୋଜେକ୍ଟ ୱାଟର ପରିସରରେ 79 ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି l

ଅନୁଷ୍ଠାନର ଉପଦେଷ୍ଟା ତଥା ବରିଷ୍ଟ ସାମ୍ବାଦିକ ସୁଧାଂଶୁ ମହାପାତ୍ର ଙ୍କ ଅଧକ୍ଷତରେ ଆୟୋଜିତ ଏହି ଉତ୍ସବ ରେ ସ୍ଥାନୀୟ କର୍ପୋରେଟର ଶ୍ରୀମତୀ ମୋନାଲିସା ସାହୁ ମୁଖ୍ୟ ଅତିଥି ଓ ବରିଷ୍ଠ ସାହିତ୍ୟିକ କବି ତଥା ଓଡିଶା ର ଜଣେ ସୁପରିଚିତ ସାମାଜିକକର୍ମୀ ଶ୍ରୀମତୀ ବନ୍ଦନା ପଣ୍ଡା ମହୋଦୟା ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଥିଲେ ଯେ ପ୍ରତ୍ୟେକଙ୍କ ମନରେ ଦେଶପ୍ରେମର ଭାବନା ଜାଗ୍ରତ ହେବା ଜରୁରୀ
ସମ୍ପାଦକ କେଶବ ରଣା ଧନ୍ୟବାଦ ଦେଇଥିବାବେଳେ ନିର୍ଦ୍ଧେଶିକା ମିଲି ରଣା, ବରିଷ୍ଟ ସଭ୍ୟା / ସଭ୍ୟ ପଦ୍ମଲୋଚନ ସାହୁ, ବିଚିତ୍ରାନନ୍ଦ ରାଉତରାୟ, ଅମ୍ବିକା ପରିଡା, ଦେବ ଚୌଧୁରୀ, ସୁବାଶିଷ ପଟ୍ଟନାୟକ,ଦୁଷ୍ମନ୍ତ ବେହେରା, ଲୋକନାଥ ଦାଶ ଓ ବାଦଲ ଜେନା ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ଟିକୁ ସଫଳମଣ୍ଡିତ କରିଥିଲେ l

03/10/2024

The wealth of the entire country seems to have been diverted to Gujarat where factories are being set up in every village. How can people of other states get development if they have voted for the growth of Gujarat ?????

06/06/2024

ଓଡିଶା ରେ ରହୁନଥିବା ଓଡିୟା ମାନଙ୍କଙ୍କୁ ମାତ୍ରାଧିକ ପ୍ରେମ କରି BSKY ଭଳି ଜନପ୍ରିୟ ଯୋଜନାକୁ ବନ୍ଦକରବା କଥା କହି ଆପଣ ଯେଉଁ ଓଡିୟା ଲୋକମାନେ ବିଜେପି କୁ ଭୋଟଦେଇ ଡବଲ ଇଂଜିନ ଆଣିଲେ ସେମାନଙ୍କ ପ୍ରତି ବେଇମାନି ନୁହେଁ କି ମାମାଶ୍ରୀ ??

25/05/2024

ନିଜର ସୁରକ୍ଷା ପାଇଁ ଉଚ୍ଚ ପ୍ରଶିକ୍ଷିତ SPG ଆଉ ଦେଶର ସୁରକ୍ଷା ପାଇଁ ଅଗ୍ନିବୀର ବାଃ ବାଃ ରେଆତ୍ମଘୋଷିତ ବିଶ୍ୱଗୁରୁ l

15/02/2024
28/01/2024
ରାଜଧାନୀ ର ଅନ୍ୟତମ ଅଗ୍ରଣୀ ସ୍ଵେଛାସେବି ସଂଗଠନ " ସୁରକ୍ଷା " ପକ୍ଷରୁ ଆଜି ପୂର୍ବାହ୍ନ ରେ ସ୍ଥାନୀୟ ଲୁମ୍ବିଣୀବିହାର ସ୍ଥିତ ପ୍ରୋଜେକଟ ୱାଟର ପ...
26/01/2024

ରାଜଧାନୀ ର ଅନ୍ୟତମ ଅଗ୍ରଣୀ ସ୍ଵେଛାସେବି ସଂଗଠନ " ସୁରକ୍ଷା " ପକ୍ଷରୁ ଆଜି ପୂର୍ବାହ୍ନ ରେ ସ୍ଥାନୀୟ ଲୁମ୍ବିଣୀବିହାର ସ୍ଥିତ ପ୍ରୋଜେକଟ ୱାଟର ପରିସରରେ 75ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି
ଏଥିରେ ସ୍ଥାନୀୟ 14ନମ୍ବର ୱାର୍ଡ ର କର୍ପୋରେଟର ଶ୍ରୀମତୀ ମୋନାଲିସା ସାହୁ ମୁଖ୍ୟ ଅତିଥିଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରି କଷ୍ଟଲବ୍ଧ ସ୍ୱାଧୀନତା ର ସୁରକ୍ଷା ଆଜିର ବଡ ଆବଶ୍ୟକତା ବୋଲି କହିଥିଲେ l ଅନୁଷ୍ଠାନ ର ଉପଦେଷ୍ଟା ସୁଧାଂଶୁ ମହାପାତ୍ର ଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବ ରେ ସଭାନେତ୍ରୀ ଶ୍ରୀମତୀ ବନ୍ଦନା ପଣ୍ଡା, ନିର୍ଦ୍ଧେଶିକା ମିଲି ରଣା, ବରିଷ୍ଟ କାର୍ଯ୍ୟକର୍ତା ଦେବ ଚୌଧୁରୀ, ପଦ୍ମଲୋଚନ ସାହୁ, ବିଚିତ୍ରାନନ୍ଦ ରାଉତରାୟ, ଧରଣୀଧର ବିଶ୍ୱାଳ ଶକ୍ତି ମହାପାତ୍ର, ରିଙ୍କୁ ମହାନ୍ତି, ଦୁଷ୍ମନ୍ତ ବେହେରା, ଶ୍ରୀମତୀ ରୁଣୁବାଳା ପ୍ରଧାନ, ସୋନାଲି ଦାସ, ଶ୍ରୀମତୀ ସୁକାନ୍ତି କର ବିଦୁତପ୍ରଭା ବେହେରା ପ୍ରମୁଖ ଯୋଗଦେଇଥିଲେ l ଶେଷରେ ଅନୁଷ୍ଠାନର ସମ୍ପାଦକ କେଶବ ରଣା ଧନ୍ୟବାଦ ଅର୍ପଣ କରିଥିଲେ l

ଶୁଭଜନ୍ମ ଦିବସରେ ଢ଼େରସାରା ଶୁଭେଚ୍ଛା ଓ ଶୁଭକାମନା | ...ସମାଜସେବା କ୍ଷେତ୍ରରେ ଜଣେ ସମର୍ପିତ  ପ୍ରତିଭା | ଅହଙ୍କାର ବିବର୍ଜିତ ଜଣେ ଆଦର୍ଶ ବେକ...
10/11/2023

ଶୁଭଜନ୍ମ ଦିବସରେ ଢ଼େରସାରା ଶୁଭେଚ୍ଛା ଓ ଶୁଭକାମନା | ...

ସମାଜସେବା କ୍ଷେତ୍ରରେ ଜଣେ ସମର୍ପିତ ପ୍ରତିଭା | ଅହଙ୍କାର ବିବର୍ଜିତ ଜଣେ ଆଦର୍ଶ ବେକ୍ତିତ୍ୱ ଓ ଦରଦୀ ହୃଦୟର ଅଧିକାରିଣୀ | ସେ ଖାଲି ସମାଜସେବୀ ନୁହନ୍ତି ସେ ସମାଜ ସଂସ୍କାରକ, ସାହିତ୍ୟିକ ଓ ପରୋପକାରୀ ବେକ୍ତିତ୍ୱ ର ଅଧିକାରିଣୀ ଅଟନ୍ତି
ଈଶ୍ୱର ଆପଣଙ୍କ ଚଲାପଥ କୁସୁମିତ କରନ୍ତୁ ଓ ଆପଣଙ୍କୁ ଦୀର୍ଘ ଓ ନିରାମୟ ଜୀବନ ପ୍ରଦାନ କରନ୍ତୁ ଏହା ହିଁ କାମନା |

Address

Plot No 322 PROJECT WATER Niladri Vihar, Chandrasekharpur
Bhubaneswar
751021

Telephone

+917008677316

Website

Alerts

Be the first to know and let us send you an email when Surakhya Bhubaneswar posts news and promotions. Your email address will not be used for any other purpose, and you can unsubscribe at any time.

Share