Maa Harachandi Seva sanstha

Maa Harachandi Seva sanstha Contact information, map and directions, contact form, opening hours, services, ratings, photos, videos and announcements from Maa Harachandi Seva sanstha, Non-Governmental Organization (NGO), Bhubaneswar.

ସମାଜରେ ଅବହେଳିତ ହେଉଥିବା ଅସହାୟ ଗରିବ, ଭିନ୍ନକ୍ଷମ ଓ ମାନସିକ ବିକୃତି ଲୋକଙ୍କୁ ସାହାଯ୍ୟ ଯୋଗାଇଦେବା ସହିତ ରକ୍ତଦାନ , ପରିବେଶ ସୁରକ୍ଷା ଓ ସମାଜ ର ହିତ ପାଇଁ ସଦା ସର୍ବଦା ପ୍ରସ୍ତୁତ� ଜୟ ମା ହରଚଣ୍ଡୀ �

With Santosh Kumar Dash – I just got recognised as one of their top fans! 🎉
21/09/2026

With Santosh Kumar Dash – I just got recognised as one of their top fans! 🎉

🌺🎂🙏 ଜୟ ମା ହରଚଣ୍ଡୀ 🙏🎂🌺ମା ହରଚଣ୍ଡୀ ସେବା ସଂସ୍ଥାର ସକ୍ରିୟ ସଦସ୍ୟା🌸 ଶ୍ରୀମତୀ ଲକ୍ଷ୍ମୀପ୍ରିୟା ମିଶ୍ର 🌸ଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛ...
19/09/2026

🌺🎂🙏 ଜୟ ମା ହରଚଣ୍ଡୀ 🙏🎂🌺

ମା ହରଚଣ୍ଡୀ ସେବା ସଂସ୍ଥାର ସକ୍ରିୟ ସଦସ୍ୟା
🌸 ଶ୍ରୀମତୀ ଲକ୍ଷ୍ମୀପ୍ରିୟା ମିଶ୍ର 🌸
ଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। 🎂💐

ମା' ହରଚଣ୍ଡୀଙ୍କ ଆଶୀର୍ବାଦରେ ଆପଣଙ୍କ ଜୀବନ
ସୁଖ, ଶାନ୍ତି, ସମୃଦ୍ଧି ଓ ଉତ୍ତମ ସ୍ୱାସ୍ଥ୍ୟରେ ଭରିଯାଉ। 🙏🌺
ଆପଣଙ୍କ ସେବା ଓ ସହଯୋଗର ମନୋଭାବ ସଦା ଏହି ସଂସ୍ଥାକୁ ଆହୁରି ଆଗକୁ ନେଇଯାଉ। 🤝❤️

ମା'ଙ୍କ ଚରଣରେ ଏତିକି ପ୍ରାର୍ଥନା—
ଆପଣଙ୍କ ପ୍ରତ୍ୟେକ ଦିନ ହସ ଓ ଖୁସିରେ ଭରିଯାଉ। 🌹

🎂🎉 ଶୁଭ ଜନ୍ମଦିନ ଲକ୍ଷ୍ମୀପ୍ରିୟା ମିଶ୍ର ଭଉଣୀ। 🎉🎂
🙏🌺 ଜୟ ମା ହରଚଣ୍ଡୀ 🌺🙏

#ମା_ହରଚଣ୍ଡୀ_ସେବା_ସଂସ୍ଥା


19/09/2026

ଜୟ ମା ହରଚଣ୍ଡୀ 🙏🚩

#ମା_ହରଚଣ୍ଡୀ_ସେବା_ସଂସ୍ଥା

ଜୟ ମା ହରଚଣ୍ଡୀ 🙏🚩        #ମା_ହରଚଣ୍ଡୀ_ସେବା_ସଂସ୍ଥା
19/09/2026

ଜୟ ମା ହରଚଣ୍ଡୀ 🙏🚩

#ମା_ହରଚଣ୍ଡୀ_ସେବା_ସଂସ୍ଥା

 #ମା_ହରଚଣ୍ଡୀ_ସେବା_ସଂସ୍ଥା🙏"ଜୀବନ ଥିବା ପର୍ଯ୍ୟନ୍ତ ସେବା,ଅନ୍ୟର ମୁହଁରେ ହସ ଆମର ଲକ୍ଷ୍ୟ।"ସେବା • ସହଯୋଗ • ମାନବିକତା      🙏🚩
18/09/2026

#ମା_ହରଚଣ୍ଡୀ_ସେବା_ସଂସ୍ଥା🙏

"ଜୀବନ ଥିବା ପର୍ଯ୍ୟନ୍ତ ସେବା,
ଅନ୍ୟର ମୁହଁରେ ହସ ଆମର ଲକ୍ଷ୍ୟ।"

ସେବା • ସହଯୋଗ • ମାନବିକତା

🙏🚩


17/09/2026

ମା ହରଚଣ୍ଡୀ ଙ୍କ ସଂକ୍ରାନ୍ତି ଆଳତୀ କୀର୍ତ୍ତନ 🙏🚩 🙏🚩

ଜୟ ଜୟ ମା ହରଚଣ୍ଡୀ 🙏🚩ଜଗତ ଜନନୀ, ଅଭୟ ଦାୟିନୀ, ମାଆଙ୍କ ଆଶୀର୍ବାଦ ସଦା ସମସ୍ତଙ୍କ ଉପରେ ରହୁ। ଦୁଃଖ ଦୂର ହେଉ, ସୁଖ ଓ ଶାନ୍ତିରେ ପରିପୂର୍ଣ୍ଣ ...
17/09/2026

ଜୟ ଜୟ ମା ହରଚଣ୍ଡୀ 🙏🚩

ଜଗତ ଜନନୀ, ଅଭୟ ଦାୟିନୀ, ମାଆଙ୍କ ଆଶୀର୍ବାଦ ସଦା ସମସ୍ତଙ୍କ ଉପରେ ରହୁ। ଦୁଃଖ ଦୂର ହେଉ, ସୁଖ ଓ ଶାନ୍ତିରେ ପରିପୂର୍ଣ୍ଣ ହେଉ ସମସ୍ତଙ୍କ ଜୀବନ।

ଜୟ ମା ହରଚଣ୍ଡୀ 🙏🚩


🔱🛠️🌺 ଜୟ ଶ୍ରୀ ବିଶ୍ୱକର୍ମା ଦେବ 🌺🛠️🔱ସୃଷ୍ଟି ଓ ନିର୍ମାଣର ଅଧିଦେବତା, ଶିଳ୍ପୀ ଓ କାରିଗରମାନଙ୍କ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ବିଶ୍ୱକର୍ମାଙ୍କ ...
17/09/2026

🔱🛠️🌺 ଜୟ ଶ୍ରୀ ବିଶ୍ୱକର୍ମା ଦେବ 🌺🛠️🔱
ସୃଷ୍ଟି ଓ ନିର୍ମାଣର ଅଧିଦେବତା, ଶିଳ୍ପୀ ଓ କାରିଗରମାନଙ୍କ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ବିଶ୍ୱକର୍ମାଙ୍କ ପବିତ୍ର ପୂଜା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। 🙏🌺
ପ୍ରଭୁ ବିଶ୍ୱକର୍ମାଙ୍କ ଆଶୀର୍ବାଦରେ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳୁ, ଶ୍ରମର ଉଚିତ ଫଳ ମିଳୁ ଏବଂ ପରିବାରରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରିଯାଉ। 🛠️🙏
ଆମ ହାତର କାମକୁ ସଫଳ କରିବା ସହିତ ଆମ ଜୀବନର ପଥକୁ ମଧ୍ୟ ସୁନ୍ଦର ଓ ମଙ୍ଗଳମୟ କରନ୍ତୁ ପ୍ରଭୁ। 🌺✨
🙏 ବିଶ୍ୱକର୍ମା ଦେବଙ୍କ ଚରଣରେ ଶତ ଶତ ପ୍ରଣାମ। 🙏
ବିଶ୍ୱକର୍ମା ଦେବଙ୍କ ଜୟ! 🚩🌺
#ବିଶ୍ୱକର୍ମାପୂଜା #ବିଶ୍ୱକର୍ମାଦେବ #ଜୟବିଶ୍ୱକର୍ମା #ପୂଜାରଶୁଭେଚ୍ଛା

ମା ହରଚଣ୍ଡୀ ସେବା ସଂସ୍ଥାର ସକ୍ରିୟ ସଦସ୍ୟ ଆଲୋକ ରାଉତ ଙ୍କ ପୁତୁରା ଙ୍କ ଶୁଭ ଜନ୍ମ ଦିନ 🎂🌹 କୁନି ପୁଅ, ତୋର ଶୁଭ ଜନ୍ମଦିନରେ ଶୁଭେଚ୍ଛା ଦେଉଛୁ...
19/08/2026

ମା ହରଚଣ୍ଡୀ ସେବା ସଂସ୍ଥାର ସକ୍ରିୟ ସଦସ୍ୟ ଆଲୋକ ରାଉତ ଙ୍କ ପୁତୁରା ଙ୍କ ଶୁଭ ଜନ୍ମ ଦିନ 🎂🌹 କୁନି ପୁଅ, ତୋର ଶୁଭ ଜନ୍ମଦିନରେ ଶୁଭେଚ୍ଛା ଦେଉଛୁ ଆମେ 🌹🎂

ତୋ ଜୀବନ ହସ ଖୁସିରେ ଭରିଯାଉ,
ସୁସ୍ଥ, ସୁଖୀ ଓ ଦୀର୍ଘାୟୁ ହୋଇ
ଜୀବନର ପ୍ରତ୍ୟେକ ପଥରେ ସଫଳତା ପାଅ। 🌸✨
ତୋର ପ୍ରତ୍ୟେକ ସ୍ୱପ୍ନ ପୂରଣ ହେଉ,
ସଦା ଏମିତି ହସି ହସି ଆଗକୁ ବଢ଼ୁ। ❤️🌹

🙏🌺 ମା' ହରଚଣ୍ଡୀଙ୍କ କୃପାରୁ ତୋର ଜୀବନ ସୁଖ, ଶାନ୍ତି, ସମୃଦ୍ଧି ଓ ସଫଳତାରେ ଭରିଯାଉ। 🌺🙏

🎉🎂 ଶୁଭ ଜନ୍ମଦିନ କୁନି ପୁଅ 🎂🎉
💐❤️ ଅନେକ ଅନେକ ଶୁଭେଚ୍ଛା ଓ ଆଶୀର୍ବାଦ ❤️💐

🎂🌹 ଶୁଭ ଜନ୍ମଦିନ ମହେଶ୍ୱର ଦାସ ଭାଇ 🌹🎂🙏💐 ମା’ ହରଚଣ୍ଡୀ ସେବା ସଂସ୍ଥାର ସମ୍ମାନୀୟ ଉପସଭାପତି, ସମାଜସେବୀ ତଥା ଆମ ସମସ୍ତଙ୍କ ପ୍ରିୟ  #ମହେଶ୍ୱର...
19/08/2026

🎂🌹 ଶୁଭ ଜନ୍ମଦିନ ମହେଶ୍ୱର ଦାସ ଭାଇ 🌹🎂

🙏💐 ମା’ ହରଚଣ୍ଡୀ ସେବା ସଂସ୍ଥାର ସମ୍ମାନୀୟ ଉପସଭାପତି, ସମାଜସେବୀ ତଥା ଆମ ସମସ୍ତଙ୍କ ପ୍ରିୟ #ମହେଶ୍ୱର_ଦାସ_ଭାଇଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା, ଶୁଭକାମନା ଓ ହାର୍ଦ୍ଧିକ ଅଭିନନ୍ଦନ। 🎉🎂🌹

ଜନ୍ମଦିନର ଏହି ପବିତ୍ର ଦିନରେ ମା’ ହରଚଣ୍ଡୀଙ୍କ ନିକଟରେ
#ମା_ହରଚଣ୍ଡୀ_ସେବା_ସଂସ୍ଥା_ପରିବାର_ବର୍ଗ ଙ୍କ ତରଫରୁ ଏକାନ୍ତ ପ୍ରାର୍ଥନା—
ଆପଣଙ୍କ ଜୀବନ ସଦା ହସଖୁସି, ସୁଖ, ଶାନ୍ତି, ସମୃଦ୍ଧି ଓ ଆନନ୍ଦରେ ଭରି ରହୁ। 🌺🙏

ମା’ଙ୍କ ଆଶୀର୍ବାଦ ସଦା ଆପଣଙ୍କ ଉପରେ ରହୁ, ଆପଣଙ୍କ ପ୍ରତ୍ୟେକ ପଦକ୍ଷେପ ସଫଳତାର ପଥରେ ଆଗେଇ ଯାଉ। 🙏🚩
ଜୀବନର ପ୍ରତ୍ୟେକ ସ୍ୱପ୍ନ ସାକାର ହେଉ, ସମସ୍ତ ମନୋକାମନା ପୂରଣ ହେଉ ଏବଂ ଆପଣଙ୍କ ମୁହଁର ହସ ସବୁବେଳେ ଏମିତି ହିଁ ଅବିଚଳ ରହୁ। 😊🌹

ସମାଜସେବା ପ୍ରତି ଆପଣଙ୍କ ନିଷ୍ଠା, ସହଯୋଗ ଓ ମାନବିକତା ଆମ ସମସ୍ତଙ୍କ ପାଇଁ ସବୁବେଳେ ପ୍ରେରଣା ହୋଇ ରହୁ। ❤️🤝
ଆଗାମୀ ଦିନଗୁଡ଼ିକ ଆହୁରି ସୁନ୍ଦର ହେଉ, ଆପଣ ଓ ଆପଣଙ୍କ ପରିବାର ସଦା ସୁସ୍ଥ, ଖୁସି ଓ ମଙ୍ଗଳମୟ ରୁହନ୍ତୁ—ଏହା ହିଁ ମା’ଙ୍କ ଚରଣରେ ପ୍ରାର୍ଥନା। 🙏🌺

🎂🎉 ଶୁଭ ଜନ୍ମଦିନ #ମହେଶ୍ୱର_ଦାସ ଭାଇ! 🎉🎂
🌹 ଆପଣଙ୍କ ଜୀବନ ହେଉ ସୁଖମୟ, ସଫଳମୟ ଓ ଆଲୋକମୟ। 🌹

🚩 ଜୟ ମା’ ହରଚଣ୍ଡୀ 🙏❤️
🌺 ମା’ଙ୍କ ଆଶୀର୍ବାଦ ସଦା ସର୍ବଦା ରହୁ। 🌺

Address

Bhubaneswar
751030

Website

Alerts

Be the first to know and let us send you an email when Maa Harachandi Seva sanstha posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share