Gift Foundation

Directions

Gift Foundation Let's Become GIFT for Others...

On Gandhi Jayanti, we remember Mahatma Gandhi, the Father of the Nation, and his enduring ideals of peace, simplicity, t...
02/10/2026

On Gandhi Jayanti, we remember Mahatma Gandhi, the Father of the Nation, and his enduring ideals of peace, simplicity, truth, and nonviolence.

His vision of a just and inclusive society continues to inspire India’s journey towards harmony and progress.

Let us follow his path of compassion and nonviolence, building a stronger nation for generations to come. 🌿✨

29/09/2026


Gift Foundation





What an incredible effort! 🌱 Over 700 medicinal plants planted in Choudwar thanks to the visionary leadership of Mr. Uma...
29/09/2026

What an incredible effort! 🌱 Over 700 medicinal plants planted in Choudwar thanks to the visionary leadership of Mr. Umacharan Sahu and Aniruddha Mohanty. A huge shoutout to Budhalinga Youth Club, Choudwar Municipal Corporation, and the Forest Department for their invaluable cooperation in making this a reality! 🌳💚


29/09/2026

ବୁଢ଼ାଲିଙ୍ଗ (କେଦାରେଶ୍ୱର) ଠାରେ ବିଶାଳ ବୃକ୍ଷରୋପଣ ଅଭିଯାନ

୭୦୦ ଚାରାରୋପଣ କରି ପରିବେଶ ସୁରକ୍ଷାର ବାର୍ତ୍ତା ଦେଲେ ଅନୁଷ୍ଠାନ

ଚୌଦ୍ୱାର: ଚୌଦ୍ୱାରସ୍ଥିତ ବୁଢ଼ାଲିଙ୍ଗ (କେଦାରେଶ୍ୱର) ଠାରେ Glorious India Foundation Trust(Gift Foundation )ବାବା ବୁଢ଼ାଲିଙ୍ଗ ୟୁଥ୍ କ୍ଲବ୍, ଚୌଦ୍ୱାର ପୌରପାଳିକା ଓ ଚୌଦ୍ୱାର ବନ ବିଭାଗର ମିଳିତ ଆନୁକୂଲ୍ୟରେ ଏକ ବିଶାଳ ବୃକ୍ଷରୋପଣ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯାନରେ ମୋଟ ୭୦୦ଟି ଚାରା ରୋପଣ କରାଯାଇଥିଲା।

କାର୍ଯ୍ୟକ୍ରମରେ ଚୌଦ୍ୱାର ପୌରପାଳିକାର ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଶୁଭେନ୍ଦୁ ସାମଲ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏଥିରେ ୧୨ ନମ୍ବର ୱାର୍ଡର କାଉନସିଲର ଶ୍ରୀଯୁକ୍ତ ସୁବ୍ରତ ସାମଲ, ବନ ଅଧିକାରୀ ଶ୍ରୀଯୁକ୍ତ ଭଗବାନ ପଲେଇ, GIFT FOUNDATION ର ବରିଷ୍ଠ ସଦସ୍ୟ ଶ୍ରୀଯୁକ୍ତ ଉମାଚରଣ ସାହୁ ଓ ଆଇନଗତ ପରାମର୍ଶଦାତା ଶ୍ରୀଯୁକ୍ତ ଅନିରୁଦ୍ଧ ମହାନ୍ତି, ସୌମ୍ୟରଞ୍ଜନ ରାଉତ, ବାବା ବୁଢ଼ାଲିଙ୍ଗ ୟୁଥ୍ କ୍ଲବ୍‌ର ସଭାପତି ଶ୍ରୀଯୁକ୍ତ ପବିତ୍ର ନାଥ, ଉପସଭାପତି ଶ୍ରୀଯୁକ୍ତ ଦୀପକ ଜେନା, ଓ ସମ୍ପାଦକ ଶ୍ରୀଯୁକ୍ତ ଅଜୟ କୁମାର ବରାଳ, ସହକାରୀ ସମ୍ପାଦକ ଶ୍ରୀଯୁକ୍ତ ତପନ ବାୟୀ, କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ରାଜୀବ ବେହେରା, ଗ୍ରାମ ସଭାପତି ଶ୍ରୀଯୁକ୍ତ ସୁବାସ ନାଥ, ଶ୍ରୀଯୁକ୍ତ ରବୀନ୍ଦ୍ର ସ୍ବାଇଁ ଓ ବରିଷ୍ଠ ଉପଦେଷ୍ଟା ଶ୍ରୀଯୁକ୍ତ ସୁବାସ ସ୍ୱାଇଁ, ବରିଷ୍ଠ ସଦସ୍ୟ ଶ୍ରୀଯୁକ୍ତ ପ୍ରଭାକର ବେହେରା, ଶ୍ରୀଯୁକ୍ତ ସୁଶିର ବେହେରା, ଶ୍ରୀଯୁକ୍ତ ସୌମ୍ୟ ପଣ୍ଡା, ଶ୍ରୀଯୁକ୍ତ ଟୁକୁନା ବାରିକ, ଶ୍ରୀଯୁକ୍ତ ସନ୍ତୋଷ ନାଥ, ଶ୍ରୀଯୁକ୍ତ ଦାମୋଦର ମହାରଣା, ଶ୍ରୀଯୁକ୍ତ ସୁଶାନ୍ତ ନାଥ ଓ ଶ୍ରୀଯୁକ୍ତ ଦୀପକ ନାଥଙ୍କ ସମେତ କ୍ଲବ୍‌ର ଅନ୍ୟାନ୍ୟ ସଦସ୍ୟ ଯୋଗଦେଇଥିଲେ।

ପରିବେଶର ସୁରକ୍ଷା, ସବୁଜିମାର ବିସ୍ତାର ଓ ଆଗାମୀ ପିଢ଼ି ପାଇଁ ଏକ ସୁସ୍ଥ, ସୁନ୍ଦର ତଥା ପ୍ରଦୂଷଣମୁକ୍ତ ପରିବେଶ ଗଠନ କରିବା ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ। ୭୦୦ଟି ଚାରାରୋପଣ ମାଧ୍ୟମରେ ଆୟୋଜକମାନେ ପ୍ରକୃତିର ସୁରକ୍ଷା ସହ ଜନସାଧାରଣଙ୍କୁ ପରିବେଶ ସଂରକ୍ଷଣ ପାଇଁ ସଚେତନ ହେବାର ବାର୍ତ୍ତା ଦେଇଛନ୍ତି।

“ଗଛ ଲଗାନ୍ତୁ, ପରିବେଶ ବଞ୍ଚାନ୍ତୁ — ସବୁଜ ଚୌଦ୍ୱାର, ସବୁଜ ଓଡିଶା,ସବୁଜ ଭାରତ, ସବୁଜ ବିଶ୍ୱ।” 🌱


Adyasha Satpathy Tanaya Patnaik

29/09/2026

Mass Plantation Drive

🛠️🌸 Happy & Auspicious BISWAKARMA PUJA! 🌸🛠️May Lord Biswakarma, the divine architect, bless you and your family with suc...
17/09/2026

🛠️🌸 Happy & Auspicious BISWAKARMA PUJA! 🌸🛠️

May Lord Biswakarma, the divine architect, bless you and your family with success, prosperity, happiness, good health, and endless opportunities. 🙏✨

May every effort turn into achievement and every dream into reality.

🌺 Wishing You & Your Family a Blessed and Prosperous BISWAKARMA PUJA! 🌺

Happy Biswakarma Puja to All... May Lord Biswakarma bless you and your family with happiness and joy...     ゚
17/09/2026

Happy Biswakarma Puja to All... May Lord Biswakarma bless you and your family with happiness and joy...

゚

ପବିତ୍ର ବିଶ୍ୱକର୍ମା ପୂଜା ଅବସର ରେ ସମସ୍ତଙ୍କୁ ହାର୍ଦିକ ଅଭିନନ୍ଦନ ଶୁଭେଚ୍ଛା ଓ ଶୁଭକାମନା!     ゚
17/09/2026

ପବିତ୍ର ବିଶ୍ୱକର୍ମା ପୂଜା ଅବସର ରେ ସମସ୍ତଙ୍କୁ ହାର୍ଦିକ ଅଭିନନ୍ଦନ ଶୁଭେଚ୍ଛା ଓ ଶୁଭକାମନା!

゚

ପଶ୍ଚିମ ଓଡିଶା ର ଗଣପର୍ବ ନୂଆଖାଇ ଅବସରରେ ସମସ୍ତ ଭାଇ ଓ ଭଉଣୀ ମାନଙ୍କୁ ହାର୍ଦିକ ଅଭିନନ୍ଦନ, ଶୁଭେଚ୍ଛା ଓ ଶୁଭକାମନା 🙏🙏🙏               ゚  ...
15/09/2026

ପଶ୍ଚିମ ଓଡିଶା ର ଗଣପର୍ବ ନୂଆଖାଇ ଅବସରରେ
ସମସ୍ତ ଭାଇ ଓ ଭଉଣୀ ମାନଙ୍କୁ ହାର୍ଦିକ ଅଭିନନ୍ଦନ, ଶୁଭେଚ୍ଛା ଓ ଶୁଭକାମନା 🙏🙏🙏



゚

Dharmendra Pradhan

Address

VIM-732 W End Road, Near Shiridi Sai Temple, Sailashree Vihar
Bhubaneswar
751021

Website

Alerts

Be the first to know and let us send you an email when Gift Foundation posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share