20/07/2024
ଆଜି ଓଡ଼ିଶାର କୃଷକ ସମାଜ ତାର ଏକ ଉଜ୍ଜ୍ୱଳମୟ ତାରାକୁ ହରେଇଲା, ପଦ୍ମଶ୍ରୀ କମଳା ପୂଜାରୀ ମା ଙ୍କ ଦେହାନ୍ତ ଆମ କୃଷକ ସମାଜପାଇଁ ଏକ ଅପୁରାଣୀୟ କ୍ଷେତି । ବିଭିନ୍ନ କିସମର ଦେଶୀୟ ବା ଵିଲୁପ୍ତ ହେଉଯାଉଥିବା ଦେଶୀୟ ଧାନ ବିହନ ସଂଗ୍ରହ ସହ କୃଷି କାର୍ଯ୍ୟରେ ମହିଳା ମାନଙ୍କ ପାଇଁ ସେ ଥିଲେ ପ୍ରେରଣା ଏବଂ ଦେଶୀୟ ବିହନରେ ଉନ୍ନତି ପ୍ରଣାଳରେ ଚାଷ କାର୍ଯ୍ୟ ଏମିତି ତାଙ୍କର ଅନେକ ଉଲ୍ଲେଖଯୋଗ୍ୟ କାର୍ଯ୍ୟ ପାଇଁ ଭାରତ ସରକାରଙ୍କ ତରଫରୁ ପଦ୍ମଶ୍ରୀ ପାଇଥିଲେ , ତାଙ୍କର ଅବଦାନକୁ କୃଷକ ସମାଜ ସବୁବେଳ ପାଇଁ ମନେ ରଖିବ , ତାଙ୍କର ଅମରଆତ୍ମା ର ସଦଗତି ପାଇଁ ପ୍ରଭୁ ଜଗନ୍ନାଥ ଙ୍କ ପାଖରେ ପାର୍ଥନା କରୁଛୁ ।