29/03/2023
୧. ଜ୍ବର ଥଣ୍ଡା ଅନୁଭବ ହେବାମାତ୍ରେ ତୁରନ୍ତ ଗରିଷ୍ଠ ଖାଦ୍ୟ ବନ୍ଦ କରି ତରଳ ଖାଦ୍ୟ ଖାଆନ୍ତୁ ପ୍ରଚୁର ପାଣି ପିଅନ୍ତୁ। ଠିକରେ ଭୋକ ନ ଲାଗିବା ପର୍ଯ୍ୟନ୍ତ ତରଳ ଖାଦ୍ୟ ଉପରେ ନିର୍ଭର ରୁହନ୍ତୁ।
୨. ଜ୍ବର ପାଇଁ ଗୋଟିଏ ଗ୍ଲାସ ଗରମ ପାଣିରେ ୧ ଚାମଚ ଦେଶୀ ଗୋମାତାଙ୍କ ଘିଅ ପକାଇ ପିଇବା ମାତ୍ରେ ତୁରନ୍ତ ଜ୍ବର ଛାଡିଯିବ।
୩. କଫ ଥିଲେ ଅଧକଂସା ପାଣିରେ ଏକ ଚାମଚ ଲୁଣ ଏକ ଚାମଚ ହଳଦୀ ପକାଇ ଗରମ କରି ସେଥିରେ ଫାଳେ ଲେମ୍ବୁ ଚିପୁଡି gargling କଲେ ତୁରନ୍ତ କଫରୁ ମୁକ୍ତି ମିଳିଥାଏ।
Susant Nayak