Seva Hi Ashirvad

Seva Hi Ashirvad Help Those Who Need Help
ସାହାଯ୍ୟ ସେମାନଙ୍କୁ କରନ୍ତୁ ଯାହାର ଆବଶ୍ୟକ

ପବିତ୍ର ମହାବିଷୁବ ପଣା ସଂକ୍ରାନ୍ତି, ହନୁମାନ ଜୟନ୍ତୀ ଏବଂ  ଓଡ଼ିଆ ନବବର୍ଷ ଉପଲକ୍ଷେ ସମସ୍ତଙ୍କୁ  ହାର୍ଦ୍ଧିକ ଶୁଭେଛା ଓ ଅଭିନନ୍ଦନ 💐
13/04/2026

ପବିତ୍ର ମହାବିଷୁବ ପଣା ସଂକ୍ରାନ୍ତି, ହନୁମାନ ଜୟନ୍ତୀ ଏବଂ ଓଡ଼ିଆ ନବବର୍ଷ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଧିକ ଶୁଭେଛା ଓ ଅଭିନନ୍ଦନ 💐

          #ପବିତ୍ର ଉତ୍କଳ ଦିବସ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଧିକ ଅଭିନନନ୍ଦନ ଓ ଶୁଭେଛା 🙏🙏🙏
01/04/2026

#ପବିତ୍ର ଉତ୍କଳ ଦିବସ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଧିକ ଅଭିନନନ୍ଦନ ଓ ଶୁଭେଛା 🙏🙏🙏

🙏ଜୟ ଶ୍ରୀରାମ 🚩ପବିତ୍ର ପ୍ରଭୁ ଶ୍ରୀରାମ ନବମୀର ଶୁଭ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା  । ପ୍ରଭୁ ଶ୍ରୀରାମଙ୍କ ଅପାର କରୁଣ...
27/03/2026

🙏ଜୟ ଶ୍ରୀରାମ 🚩

ପବିତ୍ର ପ୍ରଭୁ ଶ୍ରୀରାମ ନବମୀର ଶୁଭ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ।
ପ୍ରଭୁ ଶ୍ରୀରାମଙ୍କ ଅପାର କରୁଣାରୁ ସମସ୍ତଙ୍କ ଜୀବନ ମଙ୍ଗଳମୟ ହେଉ ।

୍ରୀରାମ 🙏

ସମାଜସେବା ପ୍ରତି ଅବଦାନ ପାଇଁ "ୟୁନିଟ୍ ଫର୍ ସେବା"  ଟ୍ରଷ୍ଟ"  ଆମ "ସେବା ହିଁ ଆଶୀର୍ବାଦ ଟ୍ରଷ୍ଟ" କୁ  ସମ୍ମାନିତ କରିଛନ୍ତି  ।
20/03/2026

ସମାଜସେବା ପ୍ରତି ଅବଦାନ ପାଇଁ "ୟୁନିଟ୍ ଫର୍ ସେବା" ଟ୍ରଷ୍ଟ" ଆମ "ସେବା ହିଁ ଆଶୀର୍ବାଦ ଟ୍ରଷ୍ଟ" କୁ ସମ୍ମାନିତ କରିଛନ୍ତି ।

ରଙ୍ଗର ପର୍ବ ହୋଲି ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା । ମହାପ୍ରଭୁଙ୍କ କରୁଣାରୁ ଏହି ପବିତ୍ର ପର୍ବ ସମସ୍ତଙ୍କ ଜୀବନକୁ ସୁଖ...
04/03/2026

ରଙ୍ଗର ପର୍ବ ହୋଲି ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ।
ମହାପ୍ରଭୁଙ୍କ କରୁଣାରୁ ଏହି ପବିତ୍ର ପର୍ବ ସମସ୍ତଙ୍କ ଜୀବନକୁ ସୁଖ, ଶାନ୍ତି ଏବଂ ସମୃଦ୍ଧିରେ ରଙ୍ଗୀନ କରିଦେଉ ଏତିକି ଭଗବାନଙ୍କ ପାଖରେ ପ୍ରାର୍ଥନା ।

🎊 Happy Holi 2026 🌈

ଆସନ୍ତୁ ସମସ୍ତେ ଏକାଠି ହୋଇ ଖୁସି ବାଣ୍ଟିବା, ଆନନ୍ଦ, ଉତ୍ସାହର ସହ ଏହି ପର୍ବ ପାଳନ କରିବା ।

🩸 ରକ୍ତ ଦାନ ଜୀବନ ଦାନ 🩸ହେ ରକ୍ତ ଦାତା ଜୀବନ ଦାତା ତୁମକୁ କୋଟି ପ୍ରଣାମ  🙏ଧନ୍ୟବାଦ ସହ 🙏🩷🙏"ସେବା ହିଁ ଆଶୀର୍ବାଦ ପରିବାର" 🙏
02/03/2026

🩸 ରକ୍ତ ଦାନ ଜୀବନ ଦାନ 🩸
ହେ ରକ୍ତ ଦାତା ଜୀବନ ଦାତା ତୁମକୁ କୋଟି ପ୍ରଣାମ 🙏
ଧନ୍ୟବାଦ ସହ 🙏🩷🙏
"ସେବା ହିଁ ଆଶୀର୍ବାଦ ପରିବାର" 🙏

🩸 ରକ୍ତ ଦାନ ଜୀବନ ଦାନ 🩸ହେ ରକ୍ତ ଦାତା ଜୀବନ ଦାତା ତୁମକୁ କୋଟି ପ୍ରଣାମ  🙏ଧନ୍ୟବାଦ ସହ 🙏🩷🙏"ସେବା ହିଁ ଆଶୀର୍ବାଦ ପରିବାର" 🙏
09/11/2025

🩸 ରକ୍ତ ଦାନ ଜୀବନ ଦାନ 🩸
ହେ ରକ୍ତ ଦାତା ଜୀବନ ଦାତା ତୁମକୁ କୋଟି ପ୍ରଣାମ 🙏

ଧନ୍ୟବାଦ ସହ 🙏🩷🙏
"ସେବା ହିଁ ଆଶୀର୍ବାଦ ପରିବାର" 🙏

ଆଲୋକର ପର୍ବ ପବିତ୍ର ଦୀପାବଳି ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ । ପ୍ରଭୁଙ୍କ କୃପାରୁ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିରେ ...
20/10/2025

ଆଲୋକର ପର୍ବ ପବିତ୍ର ଦୀପାବଳି ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ।
ପ୍ରଭୁଙ୍କ କୃପାରୁ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ ।
🪔ଶୁଭ ଦୀପାବଳି 🕯️
🕯️ Happy Diwali - 2025 🪔

Address

Adimata Colony, Mancheswar
Bhubaneswar
751017

Website

Alerts

Be the first to know and let us send you an email when Seva Hi Ashirvad posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share