Just Help Foundation

Just Help Foundation working with individuals group and communities Just Help Foundations aim is to empower the disadvantage

ପ୍ରଭୁ ଜଗନ୍ନାଥଙ୍କ କୃପାରୁ ନୂତନ ବର୍ଷର ପ୍ରତିଟି ମୁହୂର୍ତ୍ତ ଆପଣଙ୍କର,ଆପଣଙ୍କ ପରିବାର ଓ ପ୍ରିୟଜନଙ୍କର ମଙ୍ଗଳମୟ ହେଉ,2026 ଆପଣଙ୍କର ସୁଖ ସମ...
01/01/2026

ପ୍ରଭୁ ଜଗନ୍ନାଥଙ୍କ କୃପାରୁ ନୂତନ ବର୍ଷର ପ୍ରତିଟି ମୁହୂର୍ତ୍ତ ଆପଣଙ୍କର,ଆପଣଙ୍କ ପରିବାର ଓ ପ୍ରିୟଜନଙ୍କର ମଙ୍ଗଳମୟ ହେଉ,2026 ଆପଣଙ୍କର ସୁଖ ସମୃଦ୍ଧିର ବର୍ଷ ହେଉ ।। ଜୟ ଜଗନ୍ନାଥ।।🙏🙏🙏

20/10/2025
served annually on October 1st to promote the importance of voluntary blood donation and to thank donors. The day was fi...
01/10/2025

served annually on October 1st to promote the importance of voluntary blood donation and to thank donors. The day was first celebrated in 1975 by the Indian Society of Blood Transfusion and Immunohaematology

Happy Birthday Chandra Kanta ଚନ୍ଦ୍ରକାନ୍ତ ମିଶନ ରକ୍ତଦାନ ତିଆରି ହେବା ଆଗରୁ ଏଇ ମିଶନ ପାଇଁ ଆବଶ୍ୟକ ଥିବା ପ୍ରତିଟି କାମକୁ ନିଃସ୍ୱାର୍ଥପ...
03/09/2025

Happy Birthday Chandra Kanta
ଚନ୍ଦ୍ରକାନ୍ତ ମିଶନ ରକ୍ତଦାନ ତିଆରି ହେବା ଆଗରୁ ଏଇ ମିଶନ ପାଇଁ ଆବଶ୍ୟକ ଥିବା ପ୍ରତିଟି କାମକୁ ନିଃସ୍ୱାର୍ଥପର ଭାବେ କରିଥିଲେ ଯୋଉଥି ପାଇଁ ମିଶନ ରକ୍ତଦାନ ଗୋଟିଏ ଅଭିଯାନ ହେଇ ପାରିଛି ଆଜିର ଦିନରେ ଜଷ୍ଟ ହେଲ୍ପ ଫୋୖଣ୍ଡସନ ରୁ ଆରମ୍ଭ ହେଇଥିବା ଏହି ଅଭିଯାନ ଆଜି ରାଜ୍ୟ ଓ ରାଜ୍ୟ ବାହାରେ ମଧ୍ୟ ନିରନ୍ତର ଭାବେ ଚାଲୁଛି । ଚନ୍ଦ୍ରକାନ୍ତ ଜଷ୍ଟ ହେଲ୍ପ ଫୋୖଣ୍ଡସନ ର ଜଣେ ଟ୍ରଷ୍ଟି ମଧ୍ୟ । ଆଜି ତାଙ୍କ ଜନ୍ମଦିନରେ ତାଙ୍କୁ ଶୁଭେଚ୍ଛା ସହ ଆଶୀର୍ବାଦ ଏବଂ ତାଙ୍କ ପାଇଁ ହିତ ବାଣୀ ସବୁବେଳେ ଧର୍ମ ରକ୍ଷ୍ୟା କରିବ, ସତ୍ୟକୁ ଗ୍ରହଣ କରିବ, ଲୋଭନୀୟ ହେଇ ମାୟାରେ ଲିପ୍ତ ରହିବ ନାହିଁ, ଅଜ୍ଞାନତା ର ଭୁଲ କରିଲେ ଅଧର୍ଯ୍ୟ ହବନି, ଜ୍ଞାନ ପାଇଲା ପରେ ଭୁଲ କରିବ ନାହିଁ ଏହା ମହା ପାପ, ଏବଂ ମଣିଷ ପଣିଆ ସର୍ବଶେଷ ,
ସବୁବେଳେ ଭେଦଭାବ ନ କରି ଯୋଉଠି ରହିବ ତମର ଗୁଣକୁ ରୁପାଅନ୍ତର କରିବ ଏହା ହିଁ ଆମର ଜଷ୍ଟ ହେଲ୍ପ ର ସଂସ୍କାର ଆଉ ମୂଳ ଲକ୍ଷ୍ୟ ।

Happy birthday Rao Babu ପରଦା ପଛରେ କିଛି ନାୟକ ଥାନ୍ତି ଯୋଉମାନଙ୍କ ପାଇଁ ସୁସ୍ଥ ସମାଜ ଗଠନ ରେ କୌଣସି ବାଧା ଆସେ ନାହିଁ, ସବୁ କାମ ସହଜରେ ...
01/09/2025

Happy birthday Rao Babu
ପରଦା ପଛରେ କିଛି ନାୟକ ଥାନ୍ତି ଯୋଉମାନଙ୍କ ପାଇଁ ସୁସ୍ଥ ସମାଜ ଗଠନ ରେ କୌଣସି ବାଧା ଆସେ ନାହିଁ, ସବୁ କାମ ସହଜରେ ହେଇଯାଏ କେବେ କୌଣସି କାମରେ ଆଗକୁ ଆସନ୍ତି ନାହିଁ କିନ୍ତୁ ତାଙ୍କର ତ୍ୟାଗ ଉତ୍ତମ ଚିନ୍ତାଧାରା ଓ ଜୀବନ ଶକ୍ତିକୁ ଉଚିତ୍ ମାର୍ଗରେ ବା ଆମ ସମାଜ ପାଇଁ ଦେଇ କାମ କରନ୍ତି, ବଦଳରେ ନା କିଛି ପାଇବାର ଆଶା ଥାଏ ନା କିଛି ହରେଇବାର ଦୁଖଃ ଥାଏ ସବୁବେଳେ ହସି ହସି ଆମ କାମକୁ ସହଜ କରି ଦିଅନ୍ତି , ଏହିଭଳି ଜଣେ ବ୍ୟକ୍ତିତ୍ୱ ର ମଣିଷ ଧରମା ରାଓ ବାବୁ ଆଜି ତାଙ୍କ ଜନ୍ମଦିନରେ ଜଗନ୍ନାଥଙ୍କ ପାଖରେ ପାର୍ଥନା ତାଙ୍କୁ ସୁସ୍ଥ ଆଉ ଦୀର୍ଘାୟୁ କରନ୍ତୁ।

13/08/2025

HAPPY BIRTHDAY Sambit Mohanty

07/04/2025

ରକ୍ତ ଅଭାବ ଦୂର କରିବା ପାଇଁ ସାମାଜିକ ସଂଘଠନର ଗୁରୁତ୍ୱପୂର୍ଣ୍ଣ ଭୂମିକା କିନ୍ତୁ ସରକାରୀ ସ୍ତରରେ ଏହାକୁ ଗୁରୁତ୍ୱ ଦିଆଯାଉନାହିଁ ଯୋଉଥି ପାଇଁ ରକ୍ତ ଅଭାବ ଦେଖିବାକୁ ମିଳୁଛି । ସରକାରଙ୍କୁ ଅନୁରୋଧ ଏହା ଉପରେ ଦୃଷ୍ଟି ଆକର୍ଷଣ କରିବେ

 . Debasish Mishra Sirମଣିଷର ପକୃତ ପରିଚୟ କଣ ତାର ଗୋଟେ ବଡ ଉଦାହରଣ ଡାକ୍ତର ଦେବାଶିଷ ମିଶ୍ର ସାର୍ , ତାଙ୍କ ଠାରୁ ଅନେକ ମଣିଷ ପଣିଆ ଗୁଣ ଶ...
22/03/2025

. Debasish Mishra Sir
ମଣିଷର ପକୃତ ପରିଚୟ କଣ ତାର ଗୋଟେ ବଡ ଉଦାହରଣ ଡାକ୍ତର ଦେବାଶିଷ ମିଶ୍ର ସାର୍ , ତାଙ୍କ ଠାରୁ ଅନେକ ମଣିଷ ପଣିଆ ଗୁଣ ଶିକ୍ଷିବାକୁ ମିଳେ ଅନେକ ପରିସ୍ଥିତିରେ ,ଏତେ ଜ୍ଞାନର ଅଧିକାରୀ ଥାଇ ମଧ୍ୟ ସିଏ ନିଜକୁ କେବେ ଡାକ୍ତର ଭଳି କିମ୍ବା ଅନ୍ୟମାନଙ୍କ ଠାରୁ ଭିନ୍ନ ବୋଲି ଦେଖେଇବାକୁ ଚେଷ୍ଟା ବି କରନ୍ତି ନାହିଁ ,ନିଜକୁ ସବୁବେଳେ କ୍ଷମତାର ନୁହେଁ ମଣିଷର ପରିଚୟ ଦିଅନ୍ତି ଏବଂ ସାଧାରଣ ଜୀବନ ଯାପନ କରନ୍ତି, ଯଦି କାହାକୁ କେବେ ଭଲ ଉଦେଶ୍ୟରେ ବି ଗାଳି କରନ୍ତି ସିଏ ସେଇ ମୁହୂର୍ତ୍ତରେ ଭୁଲି ଯାନ୍ତି ପୁଣି ପରବର୍ତୀ ସମୟରେ ସେମାନଙ୍କୁ ଅଧିକ ଭଲପାଇବା ଦିଅନ୍ତି , କାହା ପ୍ରତି ମନରେ ଖରାପ ଚିନ୍ତା ତାଙ୍କର ଆସେ ନାହିଁ ସିଏ ମଣିଷ ଟେ ହୋଉ କିମ୍ବା ପଶୁ ପକ୍ଷୀ ,ସମସ୍ତଙ୍କୁ ସିଏ ସମାନ ଭାବନ୍ତି , ଏମିତି ଜଣେ ନିଃସ୍ୱାର୍ଥପର ମଣିଷ ଡାକ୍ତର ଦେବାଶିଷ ମିଶ୍ର ସାର୍

Address

India Plot No, 561, Bharatpur, Bhubaneswar/, , Odisha
Bhubaneswar
751003

Alerts

Be the first to know and let us send you an email when Just Help Foundation posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Just Help Foundation:

Share