Utkal Students Association, Odisha

Utkal Students Association, Odisha Contact information, map and directions, contact form, opening hours, services, ratings, photos, videos and announcements from Utkal Students Association, Odisha, Nonprofit Organization, Bhubaneswar.

Regd No: 41082001463

ଉତ୍କଳ ଛାତ୍ର ଉତ୍କଳ ଶକ୍ତି

ଅଖଣ୍ଡ ଉତ୍କଳର ପରିକଳ୍ପନା ନେଇ ସମାଜ ସୁଧାର, ଯୁବ ଛାତ୍ର ମାନଙ୍କ ହକ୍ ପାଇଁ ଲଢ଼ିବା ଏବଂ ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ ଓ ମାଟି ପାଇଁ ଲଢ଼ିବାକୁ ଆମର ଏ ଅଣ ରାଜନୈତିକ ଛାତ୍ର ସଂଗଠନ ଉତ୍କଳ ଷ୍ଟୁଡେଣ୍ଟସ୍ ଆସୋସିଏସନ୍।

ଉତ୍କଳ ଛାତ୍ର ସଂଘର ଲଢ଼ୁଆ ସିପାହୀ ଭାଇ Biswaswarup Nayak Biswa ଙ୍କ ଜନ୍ମ ଦିବସରେ Utkal Students Association, Odisha ପରିବାର ତରଫର...
17/04/2025

ଉତ୍କଳ ଛାତ୍ର ସଂଘର ଲଢ଼ୁଆ ସିପାହୀ ଭାଇ Biswaswarup Nayak Biswa ଙ୍କ ଜନ୍ମ ଦିବସରେ Utkal Students Association, Odisha ପରିବାର ତରଫରୁ ତାଙ୍କୁ ଅନେକ ଅନେକ ଶୁଭେଛା ଓ ଅଭିନନ୍ଦନ ଜଣାଉଛୁ💐💐।

14/04/2025

ଓଡ଼ିଆ ନବବର୍ଷ ତଥା ପବିତ୍ର ମହାବିଷୁବ ସଂକ୍ରାନ୍ତି ଅବସରରେ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ଜଗତର ନାଥ ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ ଏହି ନବବର୍ଷ ସମସ୍ତଙ୍କ ପାଇଁ ଆନନ୍ଦ, ଉଲ୍ଲାସ ଏବଂ ସମ୍ଭାବନାର ବର୍ଷ ହେଉ ।

ପବିତ୍ର ଶ୍ରୀରାମ ନବମୀ ଅବସରରେ ସମସ୍ତଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା ଓ ଅଭିନନ୍ଦନ। ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ କୃପାରୁ ସମସ୍ତଙ୍...
06/04/2025

ପବିତ୍ର ଶ୍ରୀରାମ ନବମୀ ଅବସରରେ ସମସ୍ତଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା ଓ ଅଭିନନ୍ଦନ। ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ କୃପାରୁ ସମସ୍ତଙ୍କ ଜୀବନ ସୁଖ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ ଏହାହିଁ ପ୍ରଭୁଙ୍କ ନିକଟରେ ଆମର ପ୍ରାର୍ଥନା।

ପବିତ୍ର ଉତ୍କଳ ଦିବସ ତଥା ସଂଗଠନର ପ୍ରତିଷ୍ଠା ଦିବସ ଅବସରରେ ସମସ୍ତ ଉତ୍କଳ ବାସୀଙ୍କୁ ହାର୍ଦ୍ଧିକ ଅଭିନନ୍ଦନ।ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ ଉତ...
01/04/2025

ପବିତ୍ର ଉତ୍କଳ ଦିବସ ତଥା ସଂଗଠନର ପ୍ରତିଷ୍ଠା ଦିବସ ଅବସରରେ ସମସ୍ତ ଉତ୍କଳ ବାସୀଙ୍କୁ ହାର୍ଦ୍ଧିକ ଅଭିନନ୍ଦନ।
ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ ଉତ୍କଳ ପ୍ରଦେଶର ଯଶ ଯୁଗେ ଯୁଗେ ରହିଥାଉ। ବନ୍ଦେ ଉତ୍କଳ ଜନନୀ।

ପବିତ୍ର "ଦୋଳ ପର୍ବ ଓ ହୋଲି" ଅବସରରେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ଶାନ୍ତି, ମୈତ୍ରୀ ଓ ଭାଇଚାରାର ବାର୍ତ୍ତା ବହନ କରୁଥିବା ...
15/03/2025

ପବିତ୍ର "ଦୋଳ ପର୍ବ ଓ ହୋଲି" ଅବସରରେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ଶାନ୍ତି, ମୈତ୍ରୀ ଓ ଭାଇଚାରାର ବାର୍ତ୍ତା ବହନ କରୁଥିବା ହୋଲି ଉତ୍ସବ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ଆନନ୍ଦ ଭରିଦେଉ।

#ହୋଲି

ପବିତ୍ର "ଦୋଳ ପୂର୍ଣ୍ଣିମା ଓ "ହୋଲି" ଅବସରରେ ଉତ୍କଳ ମାଟିର ସମସ୍ତ ମାଟି ମନସ୍କଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।          #ହୋଲି   ...
15/03/2025

ପବିତ୍ର "ଦୋଳ ପୂର୍ଣ୍ଣିମା ଓ "ହୋଲି" ଅବସରରେ ଉତ୍କଳ ମାଟିର ସମସ୍ତ ମାଟି ମନସ୍କଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।

#ହୋଲି

କର୍ପୁରଗୌରଂ କରୁଣାବତାରଂ ସଂସାରସାରମ୍ ଭୂଜଗେନ୍ଦ୍ରହାରମ୍ସଦାବସନ୍ତଂ ହୃଦୟାରବିନ୍ଦେ ଭବମ୍ ଭବାନୀ ସହିତଂ ନମାମି॥ମହାଯୋଗୀ କୈଳାଶପତି ଦେବାଧିଦେବ...
26/02/2025

କର୍ପୁରଗୌରଂ କରୁଣାବତାରଂ
ସଂସାରସାରମ୍ ଭୂଜଗେନ୍ଦ୍ରହାରମ୍
ସଦାବସନ୍ତଂ ହୃଦୟାରବିନ୍ଦେ
ଭବମ୍ ଭବାନୀ ସହିତଂ ନମାମି॥

ମହାଯୋଗୀ କୈଳାଶପତି ଦେବାଧିଦେବ ମହାଦେବଙ୍କର ମହାନ ପର୍ବ ପବିତ୍ର ମହାଶିବରାତ୍ରି (ଜାଗର) ଉପଲକ୍ଷେ ଉତ୍କଳ ଷ୍ଟୁଡେଣ୍ଟସ୍ ଆସୋସିଏସନ୍ ପରିବାର ପକ୍ଷରୁ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା।

#ଶିବରାତ୍ରି

20/02/2025
17/02/2025

Utkal students association met technical education minister Sampad Swain to take strong action against KIIT university a...
17/02/2025

Utkal students association met technical education minister Sampad Swain to take strong action against KIIT university and after that university announce contact number to bring back students.

Address

Bhubaneswar
751012

Alerts

Be the first to know and let us send you an email when Utkal Students Association, Odisha posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Utkal Students Association, Odisha:

Share