Alumnibkcac

Alumnibkcac old students association of B.KCollege of Art and crafts,Bhubaneswar,ODISHA,INDIA.

ବିଭୁତି କାନୁନଗୋ ଚାରୁ ଓ କାରୁକଳା ମହାବିଦ୍ୟାଳୟ ର ଇତିହାସ ରେ ଆଉ ଗୋଟିଏ ସଫଳତାର ପାହାଚ ଯୋଡ଼ି ହୋଇଗଲା,ଆମର ପ୍ରୀୟ ବଡ଼ଭାଇ ଶ୍ରୀ ଅଦ୍ଵୈତ ଗଡ...
25/01/2025

ବିଭୁତି କାନୁନଗୋ ଚାରୁ ଓ କାରୁକଳା ମହାବିଦ୍ୟାଳୟ ର ଇତିହାସ ରେ ଆଉ ଗୋଟିଏ ସଫଳତାର ପାହାଚ ଯୋଡ଼ି ହୋଇଗଲା,ଆମର ପ୍ରୀୟ ବଡ଼ଭାଇ ଶ୍ରୀ ଅଦ୍ଵୈତ ଗଡ଼ନାୟକ ପଦ୍ମଶ୍ରୀ ପୁରସ୍କାର ପାଇବାପାଇଁ ମନୋନୀତ ହୋଇଛନ୍ତି। ଶ୍ରୀ ଗଡ଼ନାୟକ ବିକେ କଲେଜ ରୁ ସ୍ନାତକ ଡିଗ୍ରୀ ଦିଲ୍ଲୀ କଲେଜ ଅଫ ଆର୍ଟ ରୁ ସ୍ନାତକୋତ୍ତର ଶିକ୍ଷାଲାଭ କରି ସ୍ଲେଡ ସ୍କୁଲ ଅଫ୍ ଫାଇନଆର୍ଟ ଉନିଭଅରସିଟି ଲଣ୍ଡନ,ଉକେ ରୁ ଉତ୍ତର ଡିଗ୍ରୀ ହାସଲ କରି ଛନ୍ତି, ପରେ ସେ ନ୍ୟାସନାଲ ଗ୍ୟାଲେରୀ ଅଫ୍ ମଡନଆର୍ଟ ର ଡାଇକ୍ଟର ଜେନେରାଲ ଭାବରେ ଅବସ୍ଥାପିତ ହୋଇଥିଲେ।ବର୍ତ୍ତମାନ ଆଲୁମ୍ମିନି ବିକେସିଏସି ର ସଭାପତି ଭାବରେ ସେ ଅବସ୍ଥାପିତ । ତାଙ୍କର ଏହି ସଫଳତା ପାଇଁ ବିଭୁତି କାନୁନଗୋ ଚାରୁ ଓ କାରୁକଳା ମହାବିଦ୍ୟାଳୟ ଅଧ୍ୟକ୍ଷ ଭାବରେ ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ତରଫରୁ ଅଜସ୍ର ଅଭିନନ୍ଦନ ଜଣାଉଛି

Address

B. K. College Of Art And Crafts, Khandagiri
Bhubaneswar
751030

Website

Alerts

Be the first to know and let us send you an email when Alumnibkcac posts news and promotions. Your email address will not be used for any other purpose, and you can unsubscribe at any time.

Share