Kalinga Yuva Sena

Kalinga Yuva Sena We are a team working actively in BHUBANESWAR(ODISHA) from last 10 years with complete devotion for creating a animal friendly society.
(1)

We are always available for the all the living beings who never lie.

ଗୋପାଳଙ୍କ ଥୋମାସ୍ ସ୍ପ୍ଲିଣ୍ଟ୍ (Thomas splint) ଗଠନକୁ ଅଧିକ ଭଲ ସପୋର୍ଟ ବା ସାହାରା ଦେବା ପାଇଁ ଟାଇଟ୍ (ଶକ୍ତ) କରାଯାଇଛି।
21/05/2026

ଗୋପାଳଙ୍କ ଥୋମାସ୍ ସ୍ପ୍ଲିଣ୍ଟ୍ (Thomas splint) ଗଠନକୁ ଅଧିକ ଭଲ ସପୋର୍ଟ ବା ସାହାରା ଦେବା ପାଇଁ ଟାଇଟ୍ (ଶକ୍ତ) କରାଯାଇଛି।

ନନ୍ଦୀ ମହାରାଜଙ୍କର ଗୋଡ଼ ଭାଙ୍ଗିଯାଇଥିବାରୁ ପ୍ଲାଷ୍ଟର କରାଯାଉଛି।
20/05/2026

ନନ୍ଦୀ ମହାରାଜଙ୍କର ଗୋଡ଼ ଭାଙ୍ଗିଯାଇଥିବାରୁ ପ୍ଲାଷ୍ଟର କରାଯାଉଛି।

ଦୀର୍ଘ ୧୬ ଦିନର ନିରନ୍ତର ଚିକିତ୍ସା ଓ ସେବା ପରେ ଆମ ପ୍ରିୟ 'ଗୋପାଳ'କୁ କ୍ୟାଲସିୟମ ଓ ଗୁଡ଼ ପାଣି ପିଆଇଦେଉଛୁକଳିଙ୍ଗ ଗୋସେବା ଧାମର ସମସ୍ତ ଗୋସ...
20/05/2026

ଦୀର୍ଘ ୧୬ ଦିନର ନିରନ୍ତର ଚିକିତ୍ସା ଓ ସେବା ପରେ ଆମ ପ୍ରିୟ 'ଗୋପାଳ'କୁ କ୍ୟାଲସିୟମ ଓ ଗୁଡ଼ ପାଣି ପିଆଇଦେଉଛୁ
କଳିଙ୍ଗ ଗୋସେବା ଧାମର ସମସ୍ତ ଗୋସେବକଙ୍କ ଦିନରାତି ପରିଶ୍ରମ ଏବଂ ଆପଣମାନଙ୍କର ଆଶୀର୍ବାଦ ଯୋଗୁଁ ଆଜି ଗୋପାଳ ମୁହଁରେ ହସ ଫେରିଛି।
ଜୟ ଗୋମାତା! 🐾❤️

Jay Shree Jagannath 🕉️🧿✨
20/05/2026

Jay Shree Jagannath 🕉️🧿✨

ଏହି ନିଷ୍କପଟ ଗୋମାତାଙ୍କର ଜଂଘା ହାଡ଼ଟି ଭାଙ୍ଗିଯାଇଛି।ଆମେ କଳିଙ୍ଗ ଗୌସେବା ଧାମରେ ତାଙ୍କର ଗୋଡ଼କୁ Thomas Splint ପ୍ରଣାଳୀରେ ପ୍ଲାଷ୍ଟର କର...
20/05/2026

ଏହି ନିଷ୍କପଟ ଗୋମାତାଙ୍କର ଜଂଘା ହାଡ଼ଟି ଭାଙ୍ଗିଯାଇଛି।
ଆମେ କଳିଙ୍ଗ ଗୌସେବା ଧାମରେ ତାଙ୍କର ଗୋଡ଼କୁ Thomas Splint ପ୍ରଣାଳୀରେ ପ୍ଲାଷ୍ଟର କରିଛୁ।

ନନ୍ଦୀ ମହାରାଜଙ୍କ ଆରୋଗ୍ୟ ପାଇଁ ପ୍ରାର୍ଥନା! 🙏✨
20/05/2026

ନନ୍ଦୀ ମହାରାଜଙ୍କ ଆରୋଗ୍ୟ ପାଇଁ ପ୍ରାର୍ଥନା! 🙏✨

ଆମ ପ୍ରିୟ ‘ଗୋପାଳ’କୁ କ୍ୟାଲସିୟମ ଓ ଗୁଡ଼ ପାଣି ପିଆଇଦେଉଛୁଜୟ ଗୋମାତା! 🐾❤️
20/05/2026

ଆମ ପ୍ରିୟ ‘ଗୋପାଳ’କୁ କ୍ୟାଲସିୟମ ଓ ଗୁଡ଼ ପାଣି ପିଆଇଦେଉଛୁ

ଜୟ ଗୋମାତା! 🐾❤️

MADHABA✨🕉️ଆମ ପରିବାରର ଏକ ନୂଆ ସଦସ୍ୟ ଭାବେ ଆଜି ଆମେ “ମାଧବ” କୁ                    ପାଇଛୁ! ଯାହାର କି ପଛ ପଟେ ଏକ ଗଭୀର ଆଘାତ ଲାଗିଛି।
19/05/2026

MADHABA✨🕉️
ଆମ ପରିବାରର ଏକ ନୂଆ ସଦସ୍ୟ ଭାବେ ଆଜି ଆମେ “ମାଧବ” କୁ ପାଇଛୁ! ଯାହାର କି ପଛ ପଟେ ଏକ ଗଭୀର ଆଘାତ ଲାଗିଛି।

ଦୀର୍ଘ ୧୫ ଦିନର ନିରନ୍ତର ଚିକିତ୍ସା ଓ ସେବା ପରେ ଆମ ପ୍ରିୟ 'ଗୋପାଳ'କୁ କ୍ୟାଲସିୟମ ଓ ଗୁଡ଼ ପାଣି ପିଆଇଦେଉଛୁଜୟ ଗୋମାତା! 🐾❤️
19/05/2026

ଦୀର୍ଘ ୧୫ ଦିନର ନିରନ୍ତର ଚିକିତ୍ସା ଓ ସେବା ପରେ ଆମ ପ୍ରିୟ 'ଗୋପାଳ'କୁ କ୍ୟାଲସିୟମ ଓ ଗୁଡ଼ ପାଣି ପିଆଇଦେଉଛୁ

ଜୟ ଗୋମାତା! 🐾❤️

Address

Bhubaneswar North
Bhubaneswar
751024

Alerts

Be the first to know and let us send you an email when Kalinga Yuva Sena posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Kalinga Yuva Sena:

Share