28/08/2026
🩸❤️ ରକ୍ତଦାନରେ ରକ୍ଷାବନ୍ଧନର ମହତ୍ତ୍ୱ ❤️🩸
ପବିତ୍ର ରକ୍ଷାବନ୍ଧନ ଅବସରରେ ୨୭ ଅଗଷ୍ଟ ୨୦୨୬ ରେ ଉତ୍କଳ କନିକା ଗ୍ୟାଲେରିଆ ଠାରେ ଥାଲାସେମିଆ ରୋଗୀମାନଙ୍କ ପାଇଁ ୫୩ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି। 🩸
ହେଲପାଟ୍ ଅନୁଷ୍ଠାନ, ଉତ୍କଳ କନିକା ଗ୍ୟାଲେରିଆ ଓ କମିଶନରେଟ୍ ପୋଲିସର ମିଳିତ ଅନୁକୂଲ୍ୟରେ ଏହି ମହତ୍ କାର୍ଯ୍ୟକ୍ରମଟି ସଫଳତାର ସହ ଆୟୋଜିତ ହୋଇଛି।
ଏହି ସଂଜିବନୀ ମହତ୍ ପ୍ରୟାସରେ ସହଯୋଗ କରିଥିବା ସମସ୍ତ ରକ୍ତଦାତା, ସ୍ୱେଚ୍ଛାସେବୀ ଓ ସହଯୋଗୀମାନଙ୍କୁ ହୃଦୟରୁ ଧନ୍ୟବାଦ। 🙏❤️