Social Organisation Professional Voluntary Action - SOPVA

Social Organisation Professional Voluntary Action - SOPVA We are a Social working Trust in Odisha. We focus for Women's Empower, Child Protection, Education Development, Agriculture Development, Welfare and many.

11/11/2024

କ୍ୟାନ୍ସର ପୀଡ଼ିତା Free wig ଅନଲାଇନ୍ ରୁ କେମିତି ପାଇବେ- ଉପରୋକ୍ତ ୱେବସାଇଟରେ ପଞ୍ଜୀକରଣ କରନ୍ତୁ। Website:- https://www.sopvatrust.org.in
ନିମ୍ନଲିଖିତ ବିବରଣୀ ଦେଇ ଏହି ଇମେଲକୁ ମେଲ କରନ୍ତୁ |
Email I'd- [email protected]
୧. ରୋଗୀର ନାମ (Patients Name)-
୨. ଜନ୍ମ ତାରିଖ ଏବଂ ବୟସ (Birth of Date and Age)-
୩. ଠିକଣା (Address)-
୪. ମୋବାଇଲ୍ ନମ୍ବର (Mobile Number)-
ମେଲରେ ସଂଲଗ୍ନ ହେବା ପାଇଁ ଡକ୍ୟୁମେଣ୍ଟଗୁଡିକ |
୫. ସମସ୍ତ ରିପୋର୍ଟ All reports- (ମାମୋଗ୍ରାମ୍, ବାୟୋପସି, କେମୋଥେରାପି ଚକ୍ର, ୱିଗ୍ ପାଇଁ ମୁଣ୍ଡ ମାପ, ରେଶନ କାର୍ଡ, ଆୟ ବିବରଣୀ ଇତ୍ୟାଦି)
୬. ଆଧାର କାର୍ଡ( Aadhar Card)
୭. ଏକ ଫଟୋ (କେଶ ସହିତ କେମୋ ନେବା ଆଗରୁ) pre-cemo photo
୮. ଅନ୍ୟ ଏକ ଫଟୋ (ଅଳ୍ପ ବା କେଶ ନଥିବା ର cemo ନେବା ପରେ ଫୋଟୋ) after- cemo Photo.
କର୍କଟ ରୋଗୀ ଟ୍ରିଟମେଣ୍ଟ ସମୟ ରେ ଏନଜିଓରୁ ନକଲି କେଶ/ wig (ୱିଗ୍) ପାଇ ପାରିବେ ସେ BPL ଶ୍ରେଣୀ ରେ ଅନ୍ତର୍ଭୁକ୍ତ ହୋଇ ଥିବେ।
ଏହା ପରେ, ଏନଜିଓ ସୂଚନାର ସତ୍ୟତା ଯାଞ୍ଚ କରିବ, ଯଦି ସୂଚନା ସଠିକ୍ ଥାଏ, ତେବେ 7-8 ସପ୍ତାହ ମଧ୍ୟରେ ଏନଜିଓରୁ ଦିଆଯାଇଥିବା ଠିକଣାକୁ ମାଗଣା ରେ ହେୟାର ୱିଗ୍ ପଠାଯିବ।
ଅଧିକ ଜାଣିବା ପାଇଁ ଯୋଗାଯୋଗ କରନ୍ତୁ- କେଶଦାତ୍ରି ହରପ୍ରିୟା ନାୟକ, ଶୋଭା ଟ୍ରଷ୍ଟ,Mob -8895992307,

30/07/2024


Hair Donation of Odisha for Cancer FighterSuryabanshi SurajFranchise Business Consultant - PranayaPritam social ClimberKanak NewsSudipt SahooArgus NewsSubasish NayakSwârnålatâ GhøshSonu SoodAdv Pitambar PoleiSocial Organisation Professional Voluntary Action - SOPVAAwaaken Cancer Care TrustNational Cancer Institute

କେଶଦାତ୍ରୀ ଅଙ୍କିତା ଙ୍କୁ  ମନ୍ତ୍ରୀ ଙ୍କ ବାସ ଭବନ ରୁ ଡ଼ାକରା* ଭଦ୍ରକ ଅସୁରାଳି ଅଞ୍ଚଳ ରୁ ସୁଶ୍ରୀ ଅଙ୍କିତା ସାହୁ ଜଣେ ଛାତ୍ରୀ କିନ୍ତୁ ନିଶା...
26/06/2024

କେଶଦାତ୍ରୀ ଅଙ୍କିତା ଙ୍କୁ ମନ୍ତ୍ରୀ ଙ୍କ ବାସ ଭବନ ରୁ ଡ଼ାକରା*
ଭଦ୍ରକ ଅସୁରାଳି ଅଞ୍ଚଳ ରୁ ସୁଶ୍ରୀ ଅଙ୍କିତା ସାହୁ ଜଣେ ଛାତ୍ରୀ କିନ୍ତୁ ନିଶା ତାଙ୍କର ସମାଜ ସେବା। କମ ବୟସ ରୁ ସେବା କରିବା ର ମନ ବୃତି ଓ କ୍ୟାନ୍ସର ପୀଡ଼ିତା ଙ୍କ ଉଦ୍ଦେଶ୍ୟ ରେ କେଶ ଦାନ କରି ଚର୍ଚ୍ଚା ରେ ଥିବା ବେଳେ ସମ୍ବାଦ ଖବର କାଗଜ ରୁ ଖବର ଟି ପଢି ମନ୍ତି ଭୁବନେଶ୍ୱର ରେ ତାଙ୍କ ଭବନ କୁ ନିମନ୍ତ୍ରଣ କରିଥିଲେ ମନ୍ତ୍ରୀ। କ୍ରୀଡା ଏବଂ ଯୁବ ସେବା ବିଭାଗ ର ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୁରଜ୍ ଙ୍କ ବାସଭବନ ରୁ ସମ୍ମାନିତ ହୋଇଛନ୍ତି।
କ୍ୟାନ୍ସର ପୀଡ଼ିତା ଙ୍କ ଉଦ୍ଦେଶ୍ୟ ରେ କେଶ ଦାନ କରି ଥିବା ଅଙ୍କିତା ବହୁତ୍ ଖୁସି ଅଛନ୍ତି। Social Organisation Professional Volunteer Action 2015 ରୁ ସାନିଟାରୀ ନାପକିନ୍ ଉପରେ ପ୍ଲାଷ୍ଟିକ ଓ କଟନ ର ଅପକାର ଉପକାର ର ସଚେତନ କରିବା ସହ ଜୀବନ ଜୀବିକା ନିର୍ବାହ କରାଇବା ସହ ବସ୍ତି ରେ ବଳକା ଖାଦ୍ୟ ବଣ୍ଟନ, ନୂଆ ପୁରୁଣା ବସ୍ତ୍ର ବଣ୍ଟନ , ସଚେତନତା କାର୍ଯ୍ୟକ୍ରମ, ଓ 2021 ରୁ କ୍ୟାନ୍ସର ପୀଡ଼ିତା ଙ୍କ ଉଦ୍ଦେଶ୍ୟ ରେ କେଶ ଦାନ ଓ କ୍ୟାନ୍ସର ପୀଡ଼ିତା ଙ୍କୁ କେଶି (WIG) ଉପହାର କାର୍ଯ୍ୟକ୍ରମ ଚାଲୁ ରହିଛି। 175 ଜଣ କେଶ ଦାନ କରିବା ସହିତ 27 ଜଣଙ୍କୁ କେଶୀ (WIG) ମାଗଣା ରେ ପ୍ରଦାନ କରା ଯାଇଛି। କେଶ ଦାନ କରିବା ପାଇଁ ବାର ଇଞ୍ଚ୍ ରୁ ଅଧିକ କେଶ ଦାନ କରାଯାଏ। ଗୋଟିଏ କେଶୀ ତିଆରି ପାଇଁ 600 ରୁ 700 ଗ୍ରାମ କେଶ ରେ ତିଆରି ହୋଇ ଥାଏ। ଜଣକ କେଶ ମାତ୍ର 30 ରୁ 40 ଗ୍ରାମ ହୋଇଥାଏ। ଦାନ କରିଥିବା କେଶ କୁ ନେଇ କେଶୀ ତିଆରି କରାଯାଏ।
ଦଶମ ପରୀକ୍ଷା ରେ ସର୍ବାଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇ ଥିବା ଅଙ୍କିତା ନିକଟରେ କେଶ ଦାନ କରିଥିଲେ ତାଙ୍କୁ ବିଭିନ୍ନ ମହଲ ରୁ ଶୁଭେଚ୍ଛା ର ଶୁଅ ଛୁଟି ଆସୁଚି। *ଶୁପଭାଟ୍ରଷ୍ଟ* ତରଫରୁ ଅଙ୍କିତା ଙ୍କୁ ହୃଦୟ ରୁ ଧନ୍ୟବାଦ୍ ଜଣାଉଛୁ। ତୁମ ଜୀବନ ର ଚଲାପଥ ରେ ସଦାସର୍ବଦା ପୁଷ୍ପବୃଷ୍ଠି ହେଉ।

Hair Donation OdishaHair Donation of Odisha for Cancer FighterAdv Pitambar PoleiSocial Organisation Professional Voluntary Action - SOPVASopva Trust Argus News Suryabanshi Suraj

12/02/2024

Hair Donation of Odisha for Cancer FighterAdv Pitambar PoleiFranchise Business Consultant - PranayaHair Donation OdishaSocial Organisation Professional Voluntary Action - SOPVAPritam social ClimberSudipt SahooSwârnålatâ GhøshSubasish NayakSonu SoodNews OdiaArgus NewsKanak NewsMcDonald's #କେଶଦାନ #କେଶଥିଲେ_ଦିଅନ୍ତୁ_କେଶ_ନ_ଥିଲେ_ନିଅନ୍ତୁ

05/02/2024

Social Organisation Professional Voluntary Action - SOPVAAdv Pitambar PoleiHair Donation of Odisha for Cancer FighterHair Donation OdishaFranchise Business Consultant - PranayaPritam social ClimberSudipt SahooSubasish NayakNews OdiaMBC1Chirkut Baba ComedySonu SoodVistaraLifestyle StoresMcDonald's #କେଶଥିଲେ_ଦିଅନ୍ତୁ_କେଶ_ନ_ଥିଲେ_ନିଅନ୍ତୁ #କେଶଦାନ

04/02/2024

Pitambar PoleiFranchise Business Consultant - PranayaHair Donation of Odisha for Cancer FighterSudipt SahooHair Donation OdishaSwârnålatâ GhøshPritam social ClimberSocial Organisation Professional Voluntary Action - SOPVAKanak NewsArgus NewsStory LabSubasish Nayak@followers #କେଶଥିଲେ_ଦିଅନ୍ତୁ_କେଶ_ନ_ଥିଲେ_ନିଅନ୍ତୁ #କେଶଦାନ

ଶ୍ରଦ୍ଧା,ଆସ୍ଥା ଏବଂ ସ୍ୱାଭିମାନର ପୁନଃ ପ୍ରତିଷ୍ଠା ତଥା ଶ୍ରୀ ରାମ ଜନ୍ମ ଭୂମି ଅଯୋଧ୍ୟାରେ ଭବ୍ୟ ନୂତନ ରାମ ମନ୍ଦିର ଓ ଶ୍ରୀରାମ ଚନ୍ଦ୍ରଙ୍କ ବି...
22/01/2024

ଶ୍ରଦ୍ଧା,ଆସ୍ଥା ଏବଂ ସ୍ୱାଭିମାନର ପୁନଃ ପ୍ରତିଷ୍ଠା ତଥା ଶ୍ରୀ ରାମ ଜନ୍ମ ଭୂମି ଅଯୋଧ୍ୟାରେ ଭବ୍ୟ ନୂତନ ରାମ ମନ୍ଦିର ଓ ଶ୍ରୀରାମ ଚନ୍ଦ୍ରଙ୍କ ବିଗ୍ରହର ପ୍ରାଣ ପ୍ରତିଷ୍ଠା ଉତ୍ସଵ ଅବସରରେରେ ଭକ୍ତି ଭରା ଶୁଭେଚ୍ଛା ଏବଂ ଶୁଭକାମନା ଜଣାଉଛି।
* ଜୟ ଶ୍ରୀ ରାମ।*
*ଜୟ ଜଗନ୍ନାଥ।*
*ଜୟ ସନାତନ।*
🙏🏻🚩❣️
#କେଶଥିଲେ_ଦିଅନ୍ତୁ_କେଶ_ନ_ଥିଲେ_ନିଅନ୍ତୁ AdvAdv Pitambar Polei

17/01/2024


Donation of Odisha for Cancer FighterSwârnålatâ Ghøsh PølêiAdv Pitambar PoleiSudipt SahooHair Donation OdishaFranchise Business Consultant - PranayaSocial Organisation Professional Voluntary Action - SOPVAPritam social ClimberArgus NewsNews OdiaKanak NewsStory Lab
Hair Donation number - 76
Hair donor Name- Yoshabanta Singh
From - Rajnagar, kendrapada
2 ବର୍ଷ ହେବ ତାଙ୍କର କେଶ ବଢ଼ାଇବା ଯାତ୍ରା ବହୁତ୍ କଠିନ ଥିବ। ଯିଏ ଦେଖୁଥିବ ପ୍ରଶ୍ନ କରୁଥିବ ସମସ୍ତ ପ୍ରଶ୍ନ ର ଦେଇଥିବେ। ଆଜି ସେ ଦିନ ଆସିଲା କ୍ୟାନ୍ସର ପୀଡ଼ିତା ଙ୍କ ଉଦ୍ଦେଶ୍ୟ ରେ କେଶ ଦାନ କରି ଆଜି ସେ ବହୁତ୍ ଖୁସି।Hair Donation Odisha ପରିବାର ତରଫରୁ ହ୍ରୁଦୟ ରୁ ଧନ୍ୟବାଦ୍।


#କେଶଥିଲେ_ଦିଅନ୍ତୁ_କେଶ_ନ_ଥିଲେ_ନିଅନ୍ତୁ


#କେଶଦାନ

Address

Khnadagiri
Bhubaneswar
751019

Telephone

+919778115309

Website

Alerts

Be the first to know and let us send you an email when Social Organisation Professional Voluntary Action - SOPVA posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Social Organisation Professional Voluntary Action - SOPVA:

Share