HOPE Foundation

HOPE Foundation Contact information, map and directions, contact form, opening hours, services, ratings, photos, videos and announcements from HOPE Foundation, Nonprofit Organization, omfed office, Shree Sai Public school, Antapur, Balianta, Khorda, Bhubaneswar.

10/06/2023

ବାହାନଗା ରେଳ ଦୁର୍ଘଟଣାରେ ଆହତମାନଙ୍କ ଚିକିତ୍ସା ନିମନ୍ତେ ରକ୍ତର ଆବଶ୍ୟକତାକୁ ଉପଲବ୍ଧି କରି ବାଲିଅନ୍ତା ବ୍ଲକ୍ ଅନ୍ତର୍ଗତ ଅନନ୍ତପୁର ସ୍ଥିତ ହୋପ୍ ଫାଉଣ୍ଡେସନ ତରଫରୁ ଲାଲ୍ ବାହାଦୂର ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି । କଟକ ସ୍ଥିତ ସେଣ୍ଟ୍ରାଲ ରେଡକ୍ରସ୍ ତରଫରୁ ଡ. ଶେଷାଂଶୁ ଶତପଥୀଙ୍କ ତ୍ତତ୍ୱାବଧନରେ ପ୍ରାୟ ୯୬ ରୁ ଉର୍ଦ୍ଧ୍ବ ଜଣ ରକ୍ତଦାତାଙ୍କ ଠାରୁ ୯୬ ୟୁନିଟ୍ ରୁ ଅଧିକ ରକ୍ତ ସଂଗ୍ରହ ହୋଇଥିଲା।

Train Accident
# Blood Donation.
# Hope Foundation

Address

Omfed Office, Shree Sai Public School, Antapur, Balianta, Khorda
Bhubaneswar

Website

Alerts

Be the first to know and let us send you an email when HOPE Foundation posts news and promotions. Your email address will not be used for any other purpose, and you can unsubscribe at any time.

Share