AIDSO, Odisha State Council

AIDSO, Odisha State Council Official page of All India Democratic Students' Organisation. (AIDSO), Odisha State Council.
(1)

୧୩ ସେପ୍ଟେମ୍ବର ସ୍ୱାଧୀନତା ଆନ୍ଦୋଳନର ଆପୋଷହୀନ ଧାରାର ଅନ୍ୟତମ ଯୋଦ୍ଧା ଯତୀନ୍ଦ୍ରନାଥ ଦାସଙ୍କ ଶହୀଦ ଦିବସ ଅବସରରେ ଶ୍ରଦ୍ଧାଞ୍ଜଳି।
13/09/2026

୧୩ ସେପ୍ଟେମ୍ବର ସ୍ୱାଧୀନତା ଆନ୍ଦୋଳନର ଆପୋଷହୀନ ଧାରାର ଅନ୍ୟତମ ଯୋଦ୍ଧା ଯତୀନ୍ଦ୍ରନାଥ ଦାସଙ୍କ ଶହୀଦ ଦିବସ ଅବସରରେ ଶ୍ରଦ୍ଧାଞ୍ଜଳି।

୧୦ ସେପ୍ଟେମ୍ବର ଭାରତବର୍ଷର ସ୍ୱାଧୀନତା ଆନ୍ଦୋଳନର ଆପୋଷହୀନ ଧାରାର ବିପ୍ଳବୀ ଶହୀଦ ବାଘା ଯତୀନ ଙ୍କ ଶହୀଦ ଦିବସ ଯଥାଯୋଗ୍ୟ ମର୍ଯ୍ୟାଦାର ସହ ପାଳ...
10/09/2026

୧୦ ସେପ୍ଟେମ୍ବର ଭାରତବର୍ଷର ସ୍ୱାଧୀନତା ଆନ୍ଦୋଳନର ଆପୋଷହୀନ ଧାରାର ବିପ୍ଳବୀ ଶହୀଦ ବାଘା ଯତୀନ ଙ୍କ ଶହୀଦ ଦିବସ ଯଥାଯୋଗ୍ୟ ମର୍ଯ୍ୟାଦାର ସହ ପାଳନ କରନ୍ତୁ ।

ଡି. ଏମ୍ ସ୍କୁଲକୁ କେନ୍ଦ୍ରୀୟ ବିଦ୍ୟାଳୟରେ ମର୍ଜର କରିବା ବନ୍ଦ କର
07/09/2026

ଡି. ଏମ୍ ସ୍କୁଲକୁ କେନ୍ଦ୍ରୀୟ ବିଦ୍ୟାଳୟରେ ମର୍ଜର କରିବା ବନ୍ଦ କର

୨୮ ସେପ୍ଟେମ୍ବରବିଜ୍ଞାନ ସମ୍ମତ ପାଠ୍ୟକ୍ରମ ସମ୍ବଳିତ ତ୍ରୁଟିଶୂନ୍ୟ ପାଠ୍ୟପୁସ୍ତକ ଅବିଳମ୍ବେ ଯୋଗାଇଦେବା,ରାଜ୍ୟର ସମସ୍ତ ସ୍କୁଲ, କଲେଜ, ବିଶ୍ୱବ...
07/09/2026

୨୮ ସେପ୍ଟେମ୍ବର
ବିଜ୍ଞାନ ସମ୍ମତ ପାଠ୍ୟକ୍ରମ ସମ୍ବଳିତ ତ୍ରୁଟିଶୂନ୍ୟ ପାଠ୍ୟପୁସ୍ତକ ଅବିଳମ୍ବେ ଯୋଗାଇଦେବା,
ରାଜ୍ୟର ସମସ୍ତ ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟରେ ଆବଶ୍ୟକ ଶିକ୍ଷକ, ଅଧ୍ୟାପକ, ଶିକ୍ଷା କର୍ମଚାରୀ ପଦବୀ ସ୍ଥାୟୀ ଭିତ୍ତିରେ ତୁରନ୍ତ ପୂରଣ କରିବା,
ବନ୍ଦ ହୋଇଥିବା ସମସ୍ତ ସରକାରୀ ସ୍କୁଲକୁ ତୁରନ୍ତ ଖୋଲିବା,
ଦୁର୍ନୀତିର ଗନ୍ତାଘର ଏନ.ଟି.ଏ କୁ ସମ୍ପୂର୍ଣ୍ଣ ରଦ୍ଦ କରିବା,
ଅଗଣତାନ୍ତ୍ରିକ, ଛାତ୍ର ବିରୋଧୀ ଆଦର୍ଶ ଆଚରଣ ସଂହିତା ବାତିଲ କରିବା,
ପ୍ରତ୍ୟକ୍ଷ ଛାତ୍ର ସଂସଦ ନିର୍ବାଚନର ତାରିଖ ତୁରନ୍ତ ଘୋଷଣା କରିବା,
ଛାତ୍ରଛାତ୍ରୀଙ୍କୁ ଫ୍ରି ବସ୍ ପାସ୍ ଯୋଗାଇ ଦେବା,
ଶିଶୁ କନ୍ୟା, ଛାତ୍ରୀ, ମହିଳାମାନଙ୍କ ଉପରେ ହୋଉଥିବା କ୍ରମ ବର୍ଦ୍ଧିଷ୍ଣୁ ଆକ୍ରମଣ ବନ୍ଦ କରିବା,
ଅଶ୍ଳୀଳତା, ଅପସଂସ୍କୃତି, ମଦ-ମାଦକ ଦ୍ରବ୍ୟର ପ୍ରଚାର ପ୍ରସାର ବନ୍ଦ କରିବା ପ୍ରଭୃତି ଦାବିରେ
ବିଧାନସଭା ସମ୍ମୁଖରେ ରାଜ୍ୟସ୍ତରୀୟ
ବିଶାଳ ଛାତ୍ର ବିକ୍ଷୋଭ

06/09/2026

Very Important to share...

ଆଜି ଭୁବନେଶ୍ୱରଠାରେ ଅନୁଷ୍ଠିତ ଶିକ୍ଷକ ସମାବେଶରେ ଏଆଇଡିଏସଓ (AIDSO) ପକ୍ଷରୁ ରାଜ୍ୟ ସମ୍ପାଦକ ମଣ୍ଡଳୀର ଅନ୍ୟତମ ସଦସ୍ୟ କମ୍ରେଡ଼ ବିନୋଦ ସେଠୀ...
05/09/2026

ଆଜି ଭୁବନେଶ୍ୱରଠାରେ ଅନୁଷ୍ଠିତ ଶିକ୍ଷକ ସମାବେଶରେ ଏଆଇଡିଏସଓ (AIDSO) ପକ୍ଷରୁ ରାଜ୍ୟ ସମ୍ପାଦକ ମଣ୍ଡଳୀର ଅନ୍ୟତମ ସଦସ୍ୟ କମ୍ରେଡ଼ ବିନୋଦ ସେଠୀ ବକ୍ତବ୍ୟ ରଖିଛନ୍ତି ଓ ଉପସ୍ଥିତ ଅଛନ୍ତି ରାଜ୍ୟ କୋଷାଧ୍ୟକ୍ଷ କମ୍ରେଡ଼ ସପ୍ତର୍ଷିନୀ ରାଉଳ।

01/09/2026

୨୮ ସେପ୍ଟେମ୍ବର
ବିଜ୍ଞାନ ସମ୍ମତ ପାଠ୍ୟକ୍ରମ ସମ୍ବଳିତ ତ୍ରୁଟିଶୂନ୍ୟ ପାଠ୍ୟପୁସ୍ତକ ଅବିଳମ୍ବେ ଯୋଗାଇଦେବା,
ରାଜ୍ୟର ସମସ୍ତ ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟରେ ଆବଶ୍ୟକ ଶିକ୍ଷକ, ଅଧ୍ୟାପକ, ଶିକ୍ଷା କର୍ମଚାରୀ ପଦବୀ ସ୍ଥାୟୀ ଭିତ୍ତିରେ ତୁରନ୍ତ ପୂରଣ କରିବା,
ବନ୍ଦ ହୋଇଥିବା ସମସ୍ତ ସରକାରୀ ସ୍କୁଲକୁ ତୁରନ୍ତ ଖୋଲିବା,
ଦୁର୍ନୀତିର ଗନ୍ତାଘର ଏନ.ଟି.ଏ କୁ ସମ୍ପୂର୍ଣ୍ଣ ରଦ୍ଦ କରିବା,
ଅଗଣତାନ୍ତ୍ରିକ, ଛାତ୍ର ବିରୋଧୀ ଆଦର୍ଶ ଆଚରଣ ସଂହିତା ବାତିଲ କରିବା,
ପ୍ରତ୍ୟକ୍ଷ ଛାତ୍ର ସଂସଦ ନିର୍ବାଚନର ତାରିଖ ତୁରନ୍ତ ଘୋଷଣା କରିବା,
ଛାତ୍ରଛାତ୍ରୀଙ୍କୁ ଫ୍ରି ବସ୍ ପାସ୍ ଯୋଗାଇ ଦେବା,
ଶିଶୁ କନ୍ୟା, ଛାତ୍ରୀ, ମହିଳାମାନଙ୍କ ଉପରେ ହୋଉଥିବା କ୍ରମ ବର୍ଦ୍ଧିଷ୍ଣୁ ଆକ୍ରମଣ ବନ୍ଦ କରିବା,
ଅଶ୍ଳୀଳତା, ଅପସଂସ୍କୃତି, ମଦ-ମାଦକ ଦ୍ରବ୍ୟର ପ୍ରଚାର ପ୍ରସାର ବନ୍ଦ କରିବା ପ୍ରଭୃତି ଦାବିରେ
ବିଧାନସଭା ସମ୍ମୁଖରେ ରାଜ୍ୟସ୍ତରୀୟ
ବିଶାଳ ଛାତ୍ର ବିକ୍ଷୋଭ

ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ସମ୍ପୂର୍ଣ୍ଣ ପ୍ରତ୍ୟାହାର ଦାବିରେ ପ୍ରୋଗ୍ରେସିଭ ଷ୍ଟୁଡେଣ୍ଟସ ଫୋରମ୍ ଆନୁକୂଲ୍ୟରେ ଢ଼େଙ୍କାନାଳ ଠାରେ ଶିକ୍ଷା କନ...
30/08/2026

ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ସମ୍ପୂର୍ଣ୍ଣ ପ୍ରତ୍ୟାହାର ଦାବିରେ ପ୍ରୋଗ୍ରେସିଭ ଷ୍ଟୁଡେଣ୍ଟସ ଫୋରମ୍ ଆନୁକୂଲ୍ୟରେ ଢ଼େଙ୍କାନାଳ ଠାରେ ଶିକ୍ଷା କନଭେନସନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଏଆଇଡିଏସଓ ଓଡ଼ିଶା ରାଜ୍ୟ ପରିଷଦର ଉପସଭାପତି କମ୍ରେଡ ଭାଗ୍ୟରବି ଦାସ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ।

ଏଆଇଡିଏସଓ ଭୁବନେଶ୍ଵର କମିଟି ପକ୍ଷରୁ ଶହୀଦ ବାଜି ରାଉତଙ୍କ ଜନ୍ମ ଶତବାର୍ଷିକୀ ଉଦଯାପନୀ ସମାରୋହ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ...
30/08/2026

ଏଆଇଡିଏସଓ ଭୁବନେଶ୍ଵର କମିଟି ପକ୍ଷରୁ ଶହୀଦ ବାଜି ରାଉତଙ୍କ ଜନ୍ମ ଶତବାର୍ଷିକୀ ଉଦଯାପନୀ ସମାରୋହ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ରାଜ୍ୟ ସଂପାଦକ ମଣ୍ଡଳୀ ସଦସ୍ୟ ନିମାଇଁ ଚରଣ ସାହୁ ମୁଖ୍ୟ ବକ୍ତା ଏବଂ ଶିକ୍ଷୟିତ୍ରୀ ସୌମ୍ୟା ମିଶ୍ର ଅନ୍ୟତମ ବକ୍ତା ଭାବେ ଯୋଗଦେଇଥିଲେ।

Address

Bhubaneswar
751002

Telephone

+919437511211

Alerts

Be the first to know and let us send you an email when AIDSO, Odisha State Council posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to AIDSO, Odisha State Council:

Shortcuts

Share