ଭୀମ୍ ଆର୍ମି ଓଡ଼ିଶା

ଭୀମ୍ ଆର୍ମି ଓଡ଼ିଶା Contact information, map and directions, contact form, opening hours, services, ratings, photos, videos and announcements from ଭୀମ୍ ଆର୍ମି ଓଡ଼ିଶା, Community Organization, odisha, Bhubaneswar.

ଜୟ ଭୀମ୍
ଏହି ପେଜ୍ "ଭୀମ୍ ଆର୍ମି ଓଡ଼ିଶା" ଭୀମ୍ ଆର୍ମି ର ସଚେତନାତ୍ମକ ପେଜ୍ | ଓଡ଼ିଶାର ଯୁବ ଛାତ୍ର ସମାଜକୁ ଜାଗ୍ରତ କରାଇ, ବହୁଜନ କ୍ରାନ୍ତୀ ରେ ସାମିଲ୍ କରାଇବା
ଏବଂ ଆମର official id BHIM ARMY Odisha " https://www.facebook.com/share/1FF9XCTftw/ "
ଏହାକୁ ମଧ୍ୟ ସମସ୍ତେ follow କରନ୍ତୁ

ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୁର ଶାସ୍ତ୍ରୀ ଙ୍କ ଜୟନ୍ତୀ ରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳୀ   #ଜୟନ୍ତୀ  #ଶ୍ରଦ୍ଧାଞ୍ଜଳି   🇮🇳
02/10/2026

ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୁର ଶାସ୍ତ୍ରୀ ଙ୍କ ଜୟନ୍ତୀ ରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳୀ
#ଜୟନ୍ତୀ #ଶ୍ରଦ୍ଧାଞ୍ଜଳି 🇮🇳

ବିରୋଧୀ ଛାନିଆ              #जयभीम
30/09/2026

ବିରୋଧୀ ଛାନିଆ
#जयभीम

ଜାଗ ବହୁଜନ ଜାଗ !ପ୍ରେମର ମୁଖା ପଛରେ ଲୁଚିଥିବା ଧୋକାକୁ ଚିହ୍ନ
29/09/2026

ଜାଗ ବହୁଜନ ଜାଗ !
ପ୍ରେମର ମୁଖା ପଛରେ ଲୁଚିଥିବା ଧୋକାକୁ ଚିହ୍ନ

🇮🇳 ଶହୀଦ ଭଗତ ସିଂହଙ୍କ ଜନ୍ମଦିନରେ ଶତ ଶତ ନମନ ✊ଇନ୍କଲାବ୍ ଜିନ୍ଦାବାଦ୍! ✊🔥ଶହୀଦ ଭଗତ ସିଂହ ଅମର ରୁହନ୍ତୁ।              #ଶହୀଦଭଗତସିଂହ  #ଭ...
28/09/2026

🇮🇳 ଶହୀଦ ଭଗତ ସିଂହଙ୍କ ଜନ୍ମଦିନରେ ଶତ ଶତ ନମନ ✊

ଇନ୍କଲାବ୍ ଜିନ୍ଦାବାଦ୍! ✊🔥
ଶହୀଦ ଭଗତ ସିଂହ ଅମର ରୁହନ୍ତୁ।

#ଶହୀଦଭଗତସିଂହ #ଭଗତସିଂହ #ଇନ୍କଲାବଜିନ୍ଦାବାଦ #ଜୟହିନ୍ଦ 🇮🇳

ଗଣତନ୍ତ୍ର ହତ୍ୟାକାରୀ ଜ୍ଞାନେଶ କୁମାର ଇସ୍ତଫା ଦିଅ
26/09/2026

ଗଣତନ୍ତ୍ର ହତ୍ୟାକାରୀ ଜ୍ଞାନେଶ କୁମାର ଇସ୍ତଫା ଦିଅ



ଧର୍ମ ହେଉଛି ଜନସାଧାରଣଙ୍କ ଅଫିମ
24/09/2026

ଧର୍ମ ହେଉଛି ଜନସାଧାରଣଙ୍କ ଅଫିମ

ପାଖଣ୍ଡବାଦ ଓ ମନୁବାଦ ବିରୁଦ୍ଧରେ ପ୍ରଖର ସ୍ୱର, ଇ.ଭି. ରାମାସାମୀ ପେରିୟାରଙ୍କ ଜନ୍ମ ଜୟନ୍ତୀରେ ଭିମ୍ ଆର୍ମି ଭାରତ ଏକତା ମିଶନ ତରଫରୁ କୋଟି କୋ...
17/09/2026

ପାଖଣ୍ଡବାଦ ଓ ମନୁବାଦ ବିରୁଦ୍ଧରେ ପ୍ରଖର ସ୍ୱର, ଇ.ଭି. ରାମାସାମୀ ପେରିୟାରଙ୍କ ଜନ୍ମ ଜୟନ୍ତୀରେ ଭିମ୍ ଆର୍ମି ଭାରତ ଏକତା ମିଶନ ତରଫରୁ କୋଟି କୋଟି ନମନ। 🙏
ଜୟ ଭୀମ୍ | ଜୟ ପେରିୟାର 💙

ଆଜି ଦୀପଟିଏ ଜାଳି ତାଙ୍କୁ ଏ ସଂସାରରୁ ମୁକ୍ତି ଦିଅନ୍ତୁ
17/09/2026

ଆଜି ଦୀପଟିଏ ଜାଳି ତାଙ୍କୁ ଏ ସଂସାରରୁ ମୁକ୍ତି ଦିଅନ୍ତୁ

ଭୀମ୍ ଆର୍ମି ଏକ ନାମ ନୁହେଁ, ଏହା ଅଧିକାରର ସ୍ୱର। ✊ଆସନ୍ତୁ, ଅନ୍ୟାୟ ବିରୁଦ୍ଧରେ ଏକାଠି ହେବା।ଜୟ ଭୀମ୍! 💙
08/09/2026

ଭୀମ୍ ଆର୍ମି ଏକ ନାମ ନୁହେଁ, ଏହା ଅଧିକାରର ସ୍ୱର। ✊
ଆସନ୍ତୁ, ଅନ୍ୟାୟ ବିରୁଦ୍ଧରେ ଏକାଠି ହେବା।
ଜୟ ଭୀମ୍! 💙

କାଦୁଅ ପାଣିରେ ମଧ୍ୟ ଲୋକଙ୍କ ନଜର କାଦୁଅ ଉପରେ ନୁହେଁ, ନିଜ ପ୍ରିୟ ନେତା Chandra Shekhar Aazad ଙ୍କ ଉପରେ ଥିଲା। ଏହା ହିଁ ଜନତା-ନେତାଙ୍କ ...
03/09/2026

କାଦୁଅ ପାଣିରେ ମଧ୍ୟ ଲୋକଙ୍କ ନଜର କାଦୁଅ ଉପରେ ନୁହେଁ, ନିଜ ପ୍ରିୟ ନେତା Chandra Shekhar Aazad ଙ୍କ ଉପରେ ଥିଲା। ଏହା ହିଁ ଜନତା-ନେତାଙ୍କ ଅତୁଟ ଭଲପାଇବା ଓ ବିଶ୍ୱାସ।
ଆଜାଦ ଭାଇଙ୍କ ପ୍ରତି ଏହି ଅପାର ଜନସମର୍ଥନ ଆଗାମୀ ବଡ଼ ପରିବର୍ତ୍ତନର ସଙ୍କେତ। 💙

Address

Odisha
Bhubaneswar

Website

Alerts

Be the first to know and let us send you an email when ଭୀମ୍ ଆର୍ମି ଓଡ଼ିଶା posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share