05/01/2024
ଜନ୍ମ ଦିନରେ ମୁକ ବଧିର ଆଶ୍ରମ ଥିବା ଛୋଟ ପିଲା ମାନଙ୍କ ନିମନ୍ତେ ଗୋଟେ ଦିନର ଖାଦ୍ୟପେୟର ବ୍ୟବସ୍ଥା କରି ସାଉଁଟିଲେ ଢ଼େରସାରା ଆଶୀର୍ବାଦ।ଧନ୍ୟବାଦ ଆମ ପରିବାର ସୁଭଚିନ୍ତକ Bikash Kumar Chandan ଙ୍କୁ । ପ୍ରଭୁ Chagulu Chagulu ଙ୍କୁ ସବୁବେଳେ ସୁସ୍ଥ ରଖନ୍ତୁ ଏତିକି ଭଗବାନ ଙ୍କ ତରଫରୁ ପାର୍ଥନା।
ଆପଣ ମାନେ ମଧ୍ୟ ଆପଣଙ୍କ ଖୁସିର ଦିନରେ ଆମ ଆଶ୍ରମ ବା ଛୋଟ ଛୋଟ ପିଲା ର ଦାଇତ୍ୱ ନେଇ ଆଶୀର୍ବାଦ ପ୍ରାପ୍ତ କରି ପାରିବେ।
Bharasa foundation trust
ଓଲ୍ଡଟାଉନ, ଭୁବନେଶ୍ୱର
Contact :- 7606803377