Nirvan Foundation Trust

Nirvan Foundation Trust NIRVAN FOUNDATION TRUST

ମଙ୍ଗଳ ଚରଣ ଗଜାନନ, ଗଜବଦନ ଶୁଭାନନବିଦ୍ୟାଦାୟକ ବୁଦ୍ଧି ପ୍ରଦାୟକ, ଗୌରୀ ତନୟ ଗଜାନନ... "ଗଣେଶ ଚତୁର୍ଥୀ" ଉପଲକ୍ଷେ ଆପଣମାନଙ୍କୁ ଅନେକ ଶୁଭେଚ୍ଛ...
14/09/2026

ମଙ୍ଗଳ ଚରଣ ଗଜାନନ, ଗଜବଦନ ଶୁଭାନନ
ବିଦ୍ୟାଦାୟକ ବୁଦ୍ଧି ପ୍ରଦାୟକ, ଗୌରୀ ତନୟ ଗଜାନନ...
"ଗଣେଶ ଚତୁର୍ଥୀ" ଉପଲକ୍ଷେ ଆପଣମାନଙ୍କୁ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ🙏
| | | | | | | | | | | | | | | | | | 🙏

Happy Ratha yatra 2026
17/07/2026

Happy Ratha yatra 2026

ନିର୍ବାଣ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଓଡିଶା "ଆଚିଭର୍ସ ଆୱାର୍ଡ ୨୦୨୬" ଅନୁଷ୍ଠିତନିର୍ବାଣ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ "ଓଡ଼ିଶା ଆଚିଭର୍ସ ଆୱାର...
09/07/2026

ନିର୍ବାଣ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଓଡିଶା "ଆଚିଭର୍ସ ଆୱାର୍ଡ ୨୦୨୬" ଅନୁଷ୍ଠିତ

ନିର୍ବାଣ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ "ଓଡ଼ିଶା ଆଚିଭର୍ସ ଆୱାର୍ଡ ୨୦୨୬" ଭୁବନେଶ୍ୱର ସ୍ଥିତ ଏକ ଘରୋଇ ତାରକା ହୋଟେଲରେ ଅନୁଷ୍ଠିତ ହୋଇଛି l
ଏହି ପ୍ରେରଣାଦାୟକ ଆୱାର୍ଡ ପ୍ରଦାନ କାର୍ଯ୍ୟକ୍ରମରେ ମାନ୍ୟବର ପୂର୍ବତନ ସାଂସଦ ଡଃ ପ୍ରସନ୍ନ ପାଟ୍ଟଶାଣି, ଉତ୍ତର ଭୁବନେଶ୍ୱରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ପୂର୍ବତନ ରାଜ୍ୟ ସଭା ସାଂସଦ ଅମର ପଟ୍ଟନାୟକ, ଗୌରଭ ରାହଲନ, ସିଇଓ ହେଲଥ ଅନ ଟପ, ଡାକ୍ତର ରାମାନୁଜନ ନାରାୟଣ, ଡାଇରେକ୍ଟର ସିଏସଆଇଆର, ଆଇଏମଏମଟି, ଶ୍ରୀ ସତ୍ୟଜିତ ନାୟକ, ଆଇପିଏସ, ଡଃ ପ୍ରିତମ ପାଲ, ଡାଇରେକ୍ଟର ରିଜିଓନାଲ କଲେଜ ଅଫ ମ୍ୟାନେଜମେଣ୍ଟ, ରୋଟାରୀ ଗଭର୍ଣ୍ଣର ମନୋଜ କୁମାର ତ୍ରିପାଠୀ ଙ୍କ ସମେତ ଅନେକ ମାନ୍ୟଗଣ୍ୟ ଅତିଥି ଯୋଗଦେଇଥିଲେ l
ଓଡ଼ିଶାର ଭବିଷ୍ୟତକୁ ବିଭିନ୍ନ ନବୀକରଣ, ନେତୃତ୍ୱ ଏବଂ ଉତ୍କର୍ଷତା ମାଧ୍ୟମରେ ଯେଉଁ ଉତ୍କୃଷ୍ଟ ଉଦ୍ୟୋଗୀ, ବ୍ୟବସାୟୀ ଏବଂ ରାଜନେତାମାନେ ଗଢି ତୋଳିବାକୁ ପ୍ରତିଶୃତିବଦ୍ଧ ସେମାନଙ୍କୁ ନିର୍ବାଣ ଫାଉଣ୍ଡେସନ ପକ୍ଷରୁ ସମ୍ମାନିତ କରାଯାଇଛି l
ତତ୍ ସହିତ ଏକ ସ୍ୱତନ୍ତ୍ର ପ୍ୟାନେଲ ଆଲୋଚନା ହୋଇଥିଲା ଏବଂ ବିଷୟ ବସ୍ତୁ ଥିଲା :-
"ଓଡ଼ିଶାର ଅଭିବୃଦ୍ଧି କାହାଣୀ: ବ୍ୟବସାୟ, ସଂସ୍କୃତି ଏବଂ
ପ୍ରଗତିଶୀଳ ଭବିଷ୍ୟତ ପାଇଁ ସୃଜନଶୀଳ ନେତୃତ୍ୱକୁ ସୁଦୃଢ଼ ​​କରିବା" l ଏହି ଆଲୋଚନା ଚକ୍ର ଦ୍ୱାରା ଅନେକ ଶିକ୍ଷା ମିଳିଥିଲା l ପ୍ରାୟ ୫୫ ଜଣ ଉଦ୍ୟୋଗୀଙ୍କୁ ଏହି କାର୍ଯ୍ୟକ୍ରମରେ ସମ୍ମାନିତ କରାଯାଇଥିଲା l ନିର୍ବାଣ ଫାଉଣ୍ଡେସନ ଟ୍ରଷ୍ଟର ପ୍ରତିଷ୍ଠାତା ଡଃ ଭରତ ପ୍ରଧାନଙ୍କ ଏଭଳି ଏକ ପରିକଳ୍ପନାକୁ ସମସ୍ତ ଅତିଥି ଏବଂ ସମ୍ମାନିତ ବ୍ୟକ୍ତିତ୍ୱମାନେ ଅନେକ ପ୍ରଶଂସା କରିଥିଲେ l

NIRVAN FOUNDATION TRUST PRESENTS ODISHA ACHIEVERS AWARD 2026 Celebrating Vision, Empowering Odisha"Odisha Achievers Awar...
05/05/2026

NIRVAN FOUNDATION TRUST PRESENTS ODISHA ACHIEVERS AWARD 2026 Celebrating Vision, Empowering Odisha"Odisha Achievers Award 2026 is coming soon! 🏆 This prestigious event honors the resilience, innovation, and leadership of individuals who have made outstanding contributions to our beloved Odisha

16/06/2025

" Top 30 Business Leaders of Odisha 2025! 🌟

Niravan Foundation Trust is proud to present this year's list of exceptional business leaders who are shaping the future of Odisha's economy. 🎉

These leaders have demonstrated outstanding vision, leadership, and commitment to excellence in their respective industries. 🌈

*Stay tuned for the unveiling of the Top 30 Business Leaders of Odisha 2025! 📣*

"

14/04/2025

08/03/2025

ଓଁ ନମଃ ଶିବାୟ 🙏ପବିତ୍ର ମହା ଶିବରାତ୍ରି ଅବସରରେ ସମସ୍ତଙ୍କୁ  ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା l ଦେବ ଦେବ ମହାଦେବଙ୍କ ଅପାର କରୁଣାରୁ ସଭିଙ...
26/02/2025

ଓଁ ନମଃ ଶିବାୟ 🙏

ପବିତ୍ର ମହା ଶିବରାତ୍ରି ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା l ଦେବ ଦେବ ମହାଦେବଙ୍କ ଅପାର କରୁଣାରୁ ସଭିଙ୍କ ଜୀବନ ସୁଖମୟ ଓ ମଙ୍ଗଳମୟ ହେଉ l

Address

Bhubaneswar

Telephone

+919348112438

Website

Alerts

Be the first to know and let us send you an email when Nirvan Foundation Trust posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Nirvan Foundation Trust:

Shortcuts

Share